Latest Odisha News

BREAKING NEWS

Browsing Category

ଓଡିଶା

Odisha

ନକଲି ବିଦେଶୀ ମଦ କାରଖାନା ଠାବ ଘଟଣାରେ ବଡ଼ ଖୁଲାସା କଲେ ଅନୁଗୁଳ ଏସ୍‌ପି

ଅନୁଗୁଳ: ଅନୁଗୁଳ ସହରର ଶିକ୍ଷକପଡ଼ାରୁ ନକଲି ବିଦେଶୀ ମଦ କାରଖାନା ଠାବ ଘଟଣା। ଏହି ପ୍ରସଙ୍ଗରେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ବଡ଼ ଖୁଲାସା କରିଛନ୍ତି। ଅନୁଗୁଳ ପୋଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ଚଢ଼ାଉ କରି ବଡ଼ ଧରଣର ନକଲି ମଦ କାରଖାନା ଠାବ କରିଛି ବୋଲି ସେ କହିଛନ୍ତି। ବିଭିନ୍ନ…

Life imprisonment: ୬ ବର୍ଷର କନ୍ୟାକୁ ଦୁଷ୍କର୍ମ ମାମଲା: ମାତ୍ର ୨ ମାସ ଭିତରେ ନ୍ୟାୟ, ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ଏକ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତ ଅନନ୍ତ କୁଦେଇ (୩୧)କୁ ଆଜୀବନ…

Excise Department: ପୂଜା ପୂର୍ବରୁ ବଡ଼ ଧରଣର ଚଢ଼ାଉ; ଜବତ ହେଲା ୧୫ ହଜାର ଲିଟର ପୋଚ, ୪ ଗିରଫ

ଭୁବନେଶ୍ୱର: ପାର୍ବଣରେ ବେଆଇନ କାମ ଅଧିକ ଚାଲେ। ବେଧଡ଼କ ଚାଲେ ନିଶା କାରବାର। ତେଣୁ ଏହାକୁ ରୋକିବା ପାଇଁ ସଜାଗ ହୋଇଛି ପ୍ରଶାସନ। ପୂଜା ପୂର୍ବରୁ ରାଜଧାନୀରେ ଅବକାରୀ ବିଭାଗ ବଡ଼ ଧରଣର ଚଢ଼ାଉ କରିଛି। ଏହି ଚଢଉରେ ଜବତ ହୋଇଛି ୧୫ ହଜାର ଲିଟର ପୋଚ ଓ ୬ ହଜାର ଲିଟର ମଦ। ଭୁବନେଶ୍ୱର ସାଲିଆ…

PM Modi: ଝାରସୁଗୁଡ଼ାରୁ କଂଗ୍ରେସକୁ ମୋଦି ତେରଛା ବାଣ: କହିଲେ, ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କରିଛି

ଭୁବନେଶ୍ୱର: ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି। ଓଡ଼ିଆରେ ଜୁହାର କହି ଅଭିଭାଷଣ ଆରମ୍ଭ କଲେ ମୋଦି । ଏହା ସହ ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ୫୦ହଜାର କୋଟିରୁ ଅଧିକ ମୂଲ୍ୟର ଭେଟି ଦେଇଛନ୍ତି। ମୋଦି…

କୁଖ୍ୟାତ ବନ୍ଧୁକ ବେପାରୀକୁ ଗିରଫ କଲା କମିଶନରେଟ୍ ପୋଲିସ, ୧୦ଟି ସେମି ଅଟୋମେଟିକ ବନ୍ଧୁକ ଜବତ

ଭୁବନେଶ୍ୱର: ରାଜଧାନୀରୁ କୁଖ୍ୟାତ ବନ୍ଧୁକ ବେପାରୀ ଶେଖ ନଦୀମକୁ ଗିରଫ କଲା କମିଶନରେଟ ପୋଲିସ । ତା ନିକଟରୁ ୧୦ଟି ସେମି ଅଟୋମେଟିକ ବନ୍ଧୁକ , ୧୮ଟି ଜୀବନ୍ତ ଗୁଳି ଓ ୧୦ଟି ମାଗାଜିନ, ଗୋଟିଏ ମୋବାଇଲ ଫୋନ୍ ଓ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି । ଭୁବନେଶ୍ୱର-କଟକ କମିଶନରେଟ୍ ସ୍ପେଶାଲ୍…

Low Pressure: ପାର୍ବଣକୁ ଫିକା କରିବ ପ୍ରବଳ ବର୍ଷା, ଆସନ୍ତା ୧ ରେ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପାର୍ବଣକୁ ଫିକା କରିପାରେ ଲଘୁଚାପଜନିତ ବର୍ଷା। ଆସନ୍ତା ୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା। ୩୦ରେ ଉତ୍ତର ଆଣ୍ଡାମାନ ସାଗରରେ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ। ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।…

ବର୍ଷା ଯୋଗୁଁ ଜଳସ୍ତର ବଢୁଛି ହେଲେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଏବେ ଲଘୁଚାପ କାରଣରୁ ପ୍ରବଳ ବର୍ଷା ଲାଗି ରହିଛି । ଏହି କାରଣରୁ ଅନେକ ନଦୀରେ ଜଳସ୍ତର ବଢିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉନାହିଁ । ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ…

କନ୍ଧମାଳବାସୀଙ୍କ ପାଇଁ ଖୁସି ଖବର; ନିଜର ଅଭିଯୋଗ ନେଇ ଆଉ ଯିବାକୁ ପଡିବନି ଥାନା…

କନ୍ଧମାଳ: ନିଜର ଅଭିଯୋଗ ନେଇ ଆଉ କେହି ଥାନାକୁ ଯିବେନାହିଁ, ଘରେ ବସି ନିଜ ମୋବାଇଲେରେ ହିଁ ଅଭିଯୋଗ କରିପାରିବେ । କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଏବେ ଏହି ସୁବିଧା ଆଣିଛି ପୋଲିସ । ମୋବାଇଲ ସେବା ସାଥି ଆପ୍ ଦ୍ବାରା ହ୍ୱାଟ୍ସଆପ୍ ନମ୍ୱରରେ ଯେ କେହି ବି ଜିଲ୍ଲାର ଯେକୌଣସି ସ୍ଥାନରେ ରହି…

କଟକରେ ଦୁର୍ଗା ପୂଜା ଭଷାଣୀ ଉତ୍ସବ ପାଇଁ ଟ୍ରାଫିକ କଟକଣା ଜାରି

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୩ରେ କଟକ ସହରରେ ଦୁର୍ଗା ପୂଜା ଭଷାଣୀ ଉତ୍ସବ ପାଳନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଯାନବାହନ ଗୁଡ଼ିକର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣଙ୍କ ସୁବିଧା ନିମନ୍ତେ କଟକ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଯାନବାହାନ ଚଳାଚଳ ଲାଗି କଟକଣା ଲାଗୁ ହେଉଛି।…

ଓଡ଼ିଶାକୁ ମିଳିଲା ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୋଦି…

ଝାରସୁଗୁଡା: ରେଳ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଓଡ଼ିଶାର ବ୍ରହ୍ମପୁର ସହ ଗୁଜରାଟର ସୁରତ ଜିଲ୍ଲାର ଉଧନାକୁ ସଂଯୋଗ କରୁଛି। ପଶ୍ଚିମ ଓଡ଼ିଶା ସହରକୁ ଗସ୍ତ…