Latest Odisha News

BREAKING NEWS

Browsing Category

ଓଡିଶା

Odisha

Reschedule Working Hours : କାଲିଠୁ ଜଳିବ ଓଡିଶା, ଏହି ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟରେ ବଦଳିଲା କାର୍ଯ୍ୟ…

ଭୁବନେଶ୍ୱର: ଓଡିଶାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ସକାଳୁଆ ଅଫିସ୍ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ହୋଇଛି। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସରକାରୀ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟ ସମୟ ପରିବର୍ତ୍ତନ ଘୋଷଣା କରିଛି।…

Heat to Intensify: କଲବଲ କରିବ ତାତି, ଉପର ମୁହାଁ ପାରଦ…୨୪ ଘଣ୍ଟା ପାଇଁ କାଳବୈଶାଖୀ ଆଲର୍ଟ 

ଭୁବନେଶ୍ଵର: ତାତିରୁ ମିଳିବନି ତ୍ରାହି। ମୁଣ୍ଡଫଟା ଗରମ ଅନୁଭୂତ ହେବ। ସେପଟେ ଦୁର୍ବଳ ହେବ କାଳବୈଶାଖୀ ପ୍ରଭାବ। ଆଗାମୀ ୨୪ ଘଣ୍ଟା ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଶନିବାର ଠାରୁ କଲବଲ କରିବ ଅସହ୍ୟ ତାତି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି ଯେ ସାରା…

୮୨ ଗ୍ରାମର ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

ଜଗତସିଂହପୁର: ବାଲିକୁଦା ଅବକାରୀ ଥାନା ପକ୍ଷରୁ ଅସିଳୋ ଛକରେ ଚଢ଼ାଉ କରାଯାଇ ୮୨ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ବିଶେଷ ସୂତ୍ରକୁ ଆଧାର କରି ଜଗତସିଂହପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ଅସିଳୋ ଛକ ଠାରେ ଚଢାଉ କରିଥିଲେ।…

୭୦୦ ଲିଟର ଦେଶୀ ମଦ ଏବଂ ୮୬୫୦ ଲିଟର ପୋଚ ଜବତ; ବନ୍ଧାହେଲେ ୩ ଅଭିଯୁକ୍ତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଅବକାରୀ ଥାନା ଏବଂ ବାରିପଦା ମୋବାଇଲ ୟୁନିଟ୍ ପକ୍ଷରୁ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ମହୁଲ ପୋଚ ଜବତ କରାଯାଇଛି। ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନାମୁତାବକ, ଜଗନ୍ନାଥପୁର,…

Government offices in Boudh:ଉପରମୁହାଁ ହେବ ପାରଦ…ଆସନ୍ତାକାଲିଠାରୁ ଏହି ଜିଲ୍ଲାରେ ଖୋଲିବ ସକାଳୁଆ ସରକାରୀ…

ବୌଦ୍ଧ:ଏବେ ପୁଣି ଉପରମୁହାଁ ହେବ ପାରଦ । ତେଣୁ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସର୍କୁଲାର ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିନା ଭୋଜନ ବିରତିରେ ସମସ୍ତ ସରକାରୀ ଅଫିସ୍ ଚାଲୁ ରହିବ…

୧୦ ମାଓ ପ୍ରଭାବିତ ଜିଲ୍ଲାପାଳଙ୍କୁ ଚିଠି, ବସୁନ୍ଧରା ଯୋଜନାରେ ଭୂମି ଓ ଜମିପଟ୍ଟା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମାଓବାଦୀ ପ୍ରଭାବିତ ଜିଲ୍ଲାଗୁଡିକରେ ଗ୍ରାମୋଦୟ ଯୋଜନାର ସଫଳ ରୂପାୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାଓବାଦୀ ପ୍ରଭାବିତ ୧୦ଟି ଜିଲ୍ଲା ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ାର ଜିଲ୍ଲାପାଳମାନଙ୍କୁ…

ରାଜଧାନୀର ପାଶ୍ବବର୍ତ୍ତୀ ନଦୀ ଗୁଡିକର ହେବ ପୁନରୁଦ୍ଧାର; ଏତିକି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ବର: ଭୁବନେଶ୍ବରର ପାଶ୍ବବର୍ତ୍ତୀ ନଦୀ ଗୁଡିକର ପୁନରୁଦ୍ଧାର ଉପରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ପ୍ରାଚୀ, ଧନୁଆ, ଦୟା ନଦୀର ପୁନରୁଦ୍ଧାର ହେବ । ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ…

OPTCLର ୩ଟି ନୂତନ ଗ୍ରୀଡ୍ ସବ୍‌ଷ୍ଟେସନ, ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍‌ସମିସନ୍ ଲାଇନ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲିଅନ୍ତା ଠାରେ ୩ଟି ନୂତନ ଗ୍ରୀଡ୍ ସବ୍‌ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍‌ସମିସନ ଲାଇନ୍ ଉଦ୍‌ଘାଟନ କରିଛନ୍ତି । ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି…

୨ୟ ଦିନରେ ୬ଘଣ୍ଟା ଧରି ହେଲା ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ;ମୁଖ୍ୟ ପ୍ରଶାସକ କହିଲେ- ସମୟ ସାପେକ୍ଷ କାର୍ଯ୍ୟ

ପୁରୀ:ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦ୍ବିତୀୟ ଦିନର ଗଣତି ମଣତି କାର୍ଯ୍ୟ ସମାପ୍ତ ହୋଇଛି । ଆଜି ଦୀର୍ଘ ୬ ଘଣ୍ଟା ଧରି ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ଆଜି ଦିନ ୧୨ଟା ୧୦ରୁ ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦ୍ବିତୀୟ ଦିନର ଗଣତି ମଣତି କାର୍ଯ୍ୟ ଶେଷ ହେବା ପରେ ଶ୍ରୀମନ୍ଦିର…

Odisha Vigilance: ଗିରଫ ହେଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଚଢ଼ାଉ ବେଳେ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରୁ ନଗଦ ୬.୨୩ ଲକ୍ଷ ଟଙ୍କା, ୧.୮୧ କୋଟିର ବ୍ୟାଙ୍କ ଡିପୋଜିଟ୍‌ ସହ ୩୫୦ ଗ୍ରାମ ସୁନା ସହ ବହୁତଳ କୋଠା ସହ ୮ଟି ପ୍ଲଟ୍,…