Latest Odisha News

BREAKING NEWS

Browsing Category

ଓଡିଶା

Odisha

BJD: ବିଜେଡିକୁ ପୁଣି ଝଟକା, ଇସ୍ତଫା ଦେଲେ ଏହି ନେତା…

ରାୟଗଡା: ପୁଣି ବିଜେଡିକୁ ଝଟକା । ରାୟଗଡା ଜିଲ୍ଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଗଣେଶ ସାଉନ୍ତା । ସେ କାଶିପୁର ବ୍ଲକର ଟାଣୁଆ ନେତା ଅଖିଳ ସାଉନ୍ତାଙ୍କ ପୁଅ । ଗଣେଶ ଏନେଇ ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଏବଂ ରାଜ୍ୟ ସାଧାରଣ ସମ୍ପାଦକ…

ମାଓବାଦୀଙ୍କ ଥଇଥାନ ପ୍ୟାକେଜରେ ସଂଶୋଧନ, ସର୍ବାଧିକ ୧ କୋଟି ୧୦ ଲକ୍ଷ…

ଭୁବନେଶ୍ୱର: ରାଜ୍ୟରେ ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରିବାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆର୍ଥିକ ପ୍ରୋତ୍ସାହନ ବୃଦ୍ଧି ସହିତ ମାଓ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିକୁ ସଂଶୋଧନ କରିଛନ୍ତି। ଗତ ଦୁଇ ମାସ ମଧ୍ୟରେ ନୀତିରେ ଦ୍ୱିତୀୟ ଥର ପାଇଁ ପରିବର୍ତ୍ତନ ହୋଇଛି।…

କୋଟିପତି ହସ୍ପିଟାଲର କିରାଣିଙ୍କ ଘରେ ଭିଜଲାନ୍ସ ଚଢାଉ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ କିରାଣୀ ସୁବ୍ରତ ବେହେରା। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି। ଅନୁଗୁଳ ଜିଲ୍ଲା ହସ୍ପିଟାଲର କୋଟିପତି କିରାଣୀ ସୁବ୍ରତ ବେହେରାଙ୍କ ଘର ସମେତ ୪ଟି…

SCB ICU ବେଡରୁ ରୋଗୀ ଖସି ପଡିବାର ଘଟଣା; ବଦଳିଲେ ପ୍ରଫେସର ଓ ୩ ନର୍ସିଂ ଅଫିସର

କଟକ: SCB ICU ବେଡରୁ ରୋଗୀ ଖସି ପଡିବାର ଘଟଣାର କାର୍ଯ୍ୟାନୁଷ୍ଠାନ। ବଦଳିଲେ ପ୍ରଫେସର ଓ ୩ ନର୍ସିଂ ଅଫିସର। ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଦାୟିତ୍ବରୁ ହଟାଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି SCB ଅତିରିକ୍ତ ଅଧୀକ୍ଷକ। ଏସସିବି ଆଇସିୟୁରୁ ଚକିତ କଲାଭଳି ଚିତ୍ର…

Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ପବିତ୍ର ବନକଲାଗି ନୀତି (ଶ୍ରୀମୁଖ ଶୃଙ୍ଗାର ବିଧି) ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ଚାରି ଘଣ୍ଟା ପାଇଁ ବନ୍ଦ ରହିବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ମନ୍ଦିର ପ୍ରଶାସନ ଅନୁଯାୟୀ ଏହି…

Bombs Hurled: ଲଜ୍ ଉପରକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍

ପୁରୀ: ଦିନକୁ ଦିନ ବଢିଚାଲିଛି ଗୁଣ୍ଡାରାଜ୍। ପୁରୀରେ କିଛି ଦୁର୍ବୃତ୍ତ ଖେଳାଇଛନ୍ତି ଆତଙ୍କ। ଗତକାଲି ରାତିରେ ପୁରୀରେ ହଠାତ୍ ଲଜ୍ ଉପରକୁ ବୋମାମାଡ କରିଛନ୍ତି କିଛି ଦୁର୍ବୃତ୍ତ। ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଲାଇଟ୍ ହାଉସ ପଛପଟେ ଥିବା ସବିତା ଘର ଲଜ୍ ଉପରକୁ ବୋମାମାଡ…

କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

ଯାଜପୁର: ଜାତୀୟ କୃମି ନାଶକ ଦିବସ ଅବସରରେ ବିଦ୍ୟାଳୟରେ ଦିଆଯାଇଥିବା ବଟିକା ଖାଇ ୩୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କୁ କୃମି ନାଶକ ବଟିକା ଦିଆଯାଇଥିଲା। ଔଷଧ…

ଜାତୀୟସ୍ତରୀୟ ସଫ୍ଟ ବଲ୍ ପ୍ରତିଯୋଗିତାରେ ଓଡ଼ିଶାକୁ ବ୍ରୋଞ୍ଜ୍ ପଦକ

ଭୁବନେଶ୍ବର: ଛତିଶଗଡ଼ର ବିଳାସପୁରଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ବର୍ଷରୁ କମ୍ ସଫ୍ଟ ବଲ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରମାନେ ବ୍ରୋଞ୍ଜ ପଦକ ହାସଲ କରିଛି । ପଞ୍ଜାବକୁ ୩/୦ ରନରେ ହରାଇ ତୃତୀୟ ସ୍ଥାନ ଅଧିକାର କରିଛି ଓଡ଼ିଶା । ଏହି ପ୍ରତିଯୋଗିତା ଫେବୃଆରୀ ୪ ରୁ ୮ତାରିଖ…

Job created: ୨୩ ଶିଳ୍ପ ନିବେଶ ପ୍ରସ୍ତାବକୁ ମଞ୍ଜୁର; ୧୦,୦୦୦ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି ଟଙ୍କାର ୨୩ଟି ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ପ୍ରାୟ ୯,୯୨୪ଟି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୧୧ଟି ଜିଲ୍ଲାକୁ କଭର କରି…

୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତିରେ ଅହେତୁକ ବିଳମ୍ୱ ପ୍ରସଙ୍ଗ;ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ…

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଅଧୋଗତି ଘଟୁଛି ବୋଲି ଅଭିଯୋଗ କରି ବିଜୁ ଯୁବ ଜନତା ଦଳ ସଭାପତି  ଚିନ୍ମୟ ସାହୁ ଓ ଛାତ୍ର ବିଜୁ ଜନତା ଦଳର ସଭାପତି ଇପ୍ସିତା ସାହୁଙ୍କ ନେତୃତ୍ୱରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଏକ…