Latest Odisha News

BREAKING NEWS

Browsing Category

ଓଡିଶା

Odisha

Kalbaisakhi:କାଳବୈଶାଖୀ ତାଣ୍ଡବ:ଉଡ଼ିଲା ଅଟୋ,ଭାଙ୍ଗିଲା ଘର, ୨ ମୃତ,୨୦ରୁ ଊର୍ଦ୍ଧ୍ବ ଆହତ

ମୟୂରଭଞ୍ଜ: ଆଜି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ। ଆଜି ଅପରାହ୍‌ଣ ପ୍ରାୟ ୪ଟା ୪୦ ମିନିଟ୍‌ରେ ହଠାତ୍ କାଳବୈଖାଖୀ ପ୍ରଭାବରେ ଏକ ଅଟୋ ଓ ସ୍କୁଟି ଉଡି ପୋଖରୀରେ ପଡିଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ଏବଂ ୨୦ରୁ…

ଓଡ଼ିଶାର ନୀଳ ଅର୍ଥନୀତିର ଗତିବିକାଶ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶାର ନୀଳ ଅର୍ଥନୀତିର ଗତିବିକାଶ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷା ଉଷା ପାଢୀ ଭୁବନେଶ୍ୱରରେ ଆୟୋଜିତ ଗ୍ଲୋବାଲ୍ ବ୍ଲୁ ଇକୋନୋମି…

Maoists surrender: ୧୧ ଜଣ ମାଓବାଦୀଙ୍କ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ

କଳାହାଣ୍ତି: କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ୧୧ ଜଣ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ୍ବାଇ୍‌.ବି ଖୁରାନିଆଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି । ଏହି ୧୧ ଜଣ ସଦସ୍ୟ ଥିବା…

ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକଙ୍କୁ ଟ୍ରାପ୍ ପାଇଁ ୫ କୋଟି ଲେଖାଏଁ ଅଫର, ଓଡ଼ିଶାର ୨ ଅଟକ

ଭୁବନେଶ୍ବର: ଆସନ୍ତାକାଲି ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ହେଲେ ଏହା ପୂର୍ବରୁ ସପ୍ତଗିରି ଉଲ୍ଲାକାଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ହରାଇବାକୁ ବିଜେପି…

Strict Action Against Child Begging: ଶିଶୁ ଭିକ୍ଷାବୃତ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା…

ଭୁବନେଶ୍ଵର: ସାବାଡ ହେବେ ଶିଶୁମାନଙ୍କୁ ଭିକ୍ଷା ମଗାଉଥିବା ଜଲ୍ହାଦ। ସରକାର ନେବେ କଡ଼ା କାର୍ଯାନୁଷ୍ଠାନ। ଓଡିଶା ଶିଶୁ ଭିକ୍ଷାବୃତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଛନ୍ତି ସରକାର। ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ରାଜ୍ୟ ସାରା ଟ୍ରାଫିକ ଛକ, ବସ୍…

Road Accident: ଚାଉଳ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ୨ ମୃତ, ୭ ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କାଚାପାଦୁ ଗାଁ ନିକଟରେ ଦୁର୍ଘଟଣା । ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ,…

ବିନା ପ୍ରତିଦ୍ୱନ୍ଦୀରେ ହେଲା ବାର ଆସୋସିଏସନ୍ ନିର୍ବାଚନ

ବାଲେଶ୍ୱର: ବିନା ପ୍ରତିଦ୍ୱନ୍ଦୀରେ ହେଲା ବାର ଆସୋସିଏସନ୍ ନିର୍ବାଚନ। ବାର ଆସୋସିଏସନ୍ ନିର୍ବାଚନରେ ଉଦାହରଣ ସୃଷ୍ଟି କଲା ଭୋଗରାଇ ବାର ଆସୋସିଏସନ୍। ନିଜ ଭିତରେ ଏକତା ବଜାଇ ରଖିବା ପାଇଁ ବିନା ପ୍ରତିଦ୍ବନ୍ଦୀରେ ହେଲା ନିର୍ବାଚନ। ଆଉ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ଭୋଗରାଇବାସୀଙ୍କୁ…

ରାଜ୍ୟରେ ୧୮ ଯାଏ ଝଡ଼ବର୍ଷା ସମ୍ଭାବନା, ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। କାଳବୈଶାଖୀ ପ୍ରଭାବରେ ୧୫ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ…

ଗରିଆପାଲି ଟ୍ରିପଲ୍‌ ମର୍ଡର ଘଟଣାର ଅଭିଯୁକ୍ତ ମୃତ

ଦେବଗଡ଼: ଗରିଆପାଲି ଟ୍ରିପଲ୍‌ ମର୍ଡର ଘଟଣାର ଅଭିଯୁକ୍ତ ମୃତ। ବିଷ ଖାଇ ଗୁରୁତର ହେବାରୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥି। ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହତ୍ୟା କରିବା ପରେ ଫେରାର୍‌ ଥିଲା ଅଭିଯୁକ୍ତ। ଗାଁ…

ରାଜ୍ୟସଭା ଭୋଟ ପୂର୍ବରୁ ପାରାଦୀପରେ ବିଜେପି ବିଧାୟକଙ୍କ ମେଳି

ଭୁବନେଶ୍ୱର: ଦିନକ ପରେ ରାଜ୍ୟସଭା ନିର୍ବାଚନ। ସବୁ ଦଳକୁ ଘାରିଛି କ୍ରସ ଭୋଟିଂ ଭୟ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେପି ବିଧାୟକ, ମନ୍ତ୍ରୀମାନଙ୍କର ପାରାଦୀପରେ ମେଳି। ମଧ୍ୟରାତ୍ରୀରେ ଶନିବାର-ରବିବାର ରାତି ପ୍ରାୟ ଗୋଟାଏରେ ପାରାଦୀପ ମେରାଇନ ଡ୍ରାଇଭରେ ଥିବା ମେ ଫେୟାର ହୋଟେଲରେ…