Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖସୁଛି ପାରଦ; ଥରୁଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡାର ପ୍ରକୋପ। ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ନିରନ୍ତର ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ରାଜ୍ୟ‌ର ରାତି ତାପମାତ୍ରା ଏବେ କମିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ପାଖାପାଖି ୫ ଡିଗ୍ରି…

ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ; ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜୀଉ

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଓଡ଼ଣଷଷ୍ଠୀ ନୀତି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯିବ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ଵାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଏହି ପରିପ୍ରେକ୍ଷୀରେ ପଞ୍ଚମୀରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ…

ଭୁବନେଶ୍ୱରରୁ ଉଦ୍ଧାର ହେଲା ନିଖୋଜ ନାବାଳକ

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖରେ କଟକ ଜିଲ୍ଲାର ବାରଙ୍ଗ ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ଗୁଆକୋଲିମୁଣ୍ଡିଆ ଗାଁର ଜଣେ ନାବାଳକଙ୍କୁ ଶନିବାର ଦିନ ଭୁବନେଶ୍ଵରରୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗତ ନଭେମ୍ବର ୧୭ରେ ବାରଙ୍ଗ ଥାନାରେ ସମ୍ପୃକ୍ତ ନାବାଳକ (୧୧ ବର୍ଷ)ଙ୍କ ମା' ପୁଅ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୬୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୬୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଖୋର୍ଦ୍ଧାରୁ ସର୍ବାଧିକ ୫୦ ଆରୋଗ୍ୟ ହୋଇଥିବା ବେଳେ ତା'ତଳକୁ ସୁନ୍ଦରଗଡ଼ରୁ ୪୦…

ବର୍ଷ ୨୦୨୦ରେ ଓଡ଼ିଶା ପୋଲିସ ଦ୍ବାରା ରେକର୍ଡ ପରିମାଣର ଗଞ୍ଜେଇ ଜବତ

କଟକ: ଗଞ୍ଜେଇ ଚାଷ ଓ ତାର ଚୋରା ଚାଲାଣ ଓଡ଼ିଶା ପୋଲିସ, ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ପ୍ରବର୍ତ୍ତନ ସଂସ୍ଥା ମାନଙ୍କ ପାଇଁ ଏକ ଆହ୍ବାନ ହୋଇଛି । ନିଶା ଦ୍ରବ୍ୟ ରୋକିବାକୁ ରାଜ୍ୟ ସରକାର ପ୍ରଧାନ୍ୟ ଦେଉଛନ୍ତି । ସେଥିପାଇଁ ଚଳିତ ବର୍ଷ ଓଡ଼ିଶା ପୋଲିସ ତରଫରୁ ଅନ୍ୟାନ୍ୟ ନିଶାଦ୍ରବ୍ୟ ସହ ଗଞ୍ଜେଇ…

ରାସ୍ତାକଡ଼ରେ ଗାଡ଼ି ରଖିବା ନେଇ କମିଶନରେଟ୍ ପୋଲିସର କଟକଣା

ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନ ତଥା ରାସ୍ତାକଡରେ ବେପରୁଆ ଭାବେ ରଖାଯାଉଥିବା ଗାଡିଗୁଡିକୁ ହଟାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ବରରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ପ୍ରସ୍ତୁତ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କହିଛନ୍ତି ଯେ କଳ୍ପନା ଛକ…

ସୋୟାବିନ୍ ବି ଭେଜାଲ: କଟକ ଜଗତପୁର ଶିଳ୍ପାଞ୍ଚଳରେ ରେଡ୍, ୨ ଅଟକ

କଟକ: ଜଗତପୁର ଶିଳ୍ପାଞ୍ଚଳରେ ନକଲି ସୋୟା ବଡି ଫ୍ୟାକ୍ଟ୍ରିରେ ରେଡ୍ । ଜଗତପୁର ଥାନା ଓ ମାଲଗୋଦାମ ଥାନା ପକ୍ଷରୁ ମିଳିତ ଭାବେ ରେଡ୍ କରାଯାଇଛି । ଜଗତପୁରରେ ମେହେକ ନାମକ କମ୍ପାନୀ ଦୀର୍ଘ ଦିନ ଧରି ନକଲି ସୋୟାବିନ୍ ତିଆରି କରୁଥିବା ପୋଲିସ ଖବର ପାଇଥିଲା । ଏହା ପରେ ଫ୍ୟାକ୍ଟ୍ରିରେ ଚଢାଉ…

ଭିଜିଲାନ୍ସ ଜାଲରେ ବାଣୀ ବିହାର DDCEର ବରିଷ୍ଠ କିରାଣି, ୫ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାଣୀ ବିହାର ଡିଡିସିଇର ବରିଷ୍ଠ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ତାଙ୍କ ନାଁ ଅଶୋକ କୁମାର ମିଶ୍ର । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି । ଭୁବନେଶ୍ୱର…

କମୁଛି ଦୈନିକ ଡେଥ୍ କେସ୍: ରାଜ୍ୟରେ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୩ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଦୁଇ ଜଣ ପୁରୁଷ ଓ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି । ଜଗତସିଂହପୁର ଜିଲ୍ଲାରୁ ଜଣେ ୮୨ବର୍ଷୀୟ କରୋନା ସଂକ୍ରମିତ…

ରାଜ୍ୟର ୨୬ ଜିଲ୍ଲାରୁ ୩୫୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏବେ ଚାରି ଶହ ତଳେ ରହୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୫୬ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୯୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୭ଟି ।…