Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ସୁନ୍ଦରଗଡ଼ରେ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାର ଦ୍ୱିତୀୟ ଏମ୍ସ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି । ରାଜୀବ ଭୂଷଣଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ।…

ଧର୍ମଛଡ଼ା ମଣିଷ; ପଞ୍ଚୁକର ପ୍ରଥମ ଦିନରେ ଶୈବପୀଠରେ କଳାକନା

ଅନଗୁଳ: ଗୋଟିଏ ପଟେ ଆଜି ପଞ୍ଚୁକରେ ଲୋକେ ପୂଜାପାଠ କରି ଧର୍ମ ଅର୍ଜନ କରିଥିବା ବେଳେ ଅନ୍ୟପଟେ ଅନୁଗୁଳର ଏକ ଶୈବପୀଠରେ ବୁଲି ଯାଇଛି କଳାକନା। ସୂଚନାନୁସାରେ, ଗତ ମଧ୍ୟରାତ୍ରୀରେ ଅନୁଗୁଳ ଜିଲ୍ଲା ଜୁବୁଲି ଟାଉନ୍‌ସ୍ଥିତ ଶ୍ରୀ ଶ୍ରୀ ନାଗେଶ୍ୱର ଶିବ ମନ୍ଦିରରୁ କିଛି ଦୁର୍ବୃତ୍ତମାନେ ଚୋରି…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ

ବଲାଙ୍ଗିର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ବଲାଙ୍ଗିର ଜିଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ(ଜେଇ) ଗିରୀଶ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ବଲାଙ୍ଗିର ରାଜେନ୍ଦ୍ର କଲେଜ ନିକଟ ଲେକଚର୍ସ କଲୋନୀ ସ୍ଥିତ ଘରେ ରେଡ୍ ଚାଲିଛି ।…

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ

ଖୋର୍ଦ୍ଧା: ଜଙ୍ଗଲ ଛାଡ଼ି ସହର ଭିତରେ ପଶିଲେଣି ହାତୀ । ଖୋର୍ଦ୍ଧା ଜିଲା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ ପ୍ରବେଶ କରିଛନ୍ତି । ଆଜି ସକାଳୁ ସକାଳୁ ଦେଖିଛନ୍ତି ଲୋକ । ହସ୍ପିଟାଲ କ୍ୟାମ୍ପସ କାଜୁ ଜଙ୍ଗଲରେ ପ୍ରାୟ ୧୮ଟି ହାତୀ ପଶିଛନ୍ତି । ଗତକାଲି ରାତିରେ ପାଚେରି ଭାଙ୍ଗି ହାତୀମାନେ…

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ…

ପୁରୀ: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ବତନ୍ତ୍ର ବେଶ ଧାରଣ କରନ୍ତି ମହାପ୍ରଭୁ। ପଞ୍ଚୁକର ପ୍ରଥମ ଦିନ ଠାକୁରଙ୍କର ଲକ୍ଷ୍ମୀ ନାରାୟଣ ବେଶ କରାଯାଏ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ…

ପଞ୍ଚୁକର ପ୍ରଥମ ଦିନ; ଖାଁ ଖାଁ ଧବଳେଶ୍ବର ପୀଠ

ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ଭାବରେ ପାଳନ କରାଯାଏ। ପ୍ରତିବର୍ଷ ପଞ୍ଚୁକ ଓ ବଡଓଷା ପାଳନ କରିବାକୁ ଧବଳେଶ୍ଵର ଶୈବ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳେ। ପ୍ରତିବର୍ଷ ଏହି ଶୈବ ପୀଠରେ ବେଶ୍ ଧୁମଧାମର ସହ ପଞ୍ଚୁକ ଓ ବଡଓଷା ପାଳନ କରାଯାଏ।…

ପୁରୀରୁ ଜବତ ହେଲା ୩୩ ଗ୍ରାମ ବ୍ରାଉନସୁଗାର

ପୁରୀ: ଧଳା ଜହର କବଜାରେ ଶ୍ରୀକ୍ଷେତ୍ର ଧାମ। ଜିଲ୍ଲାରେ ପୁରୀ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ଧରପଗଡ ଅଭିଯାନ ଜାରି ରହିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ପିପିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ତତ୍ୱାବଧାନରେ ଏକ ଦଳ ସତ୍ୟବାଦୀ ଥାନା…

ଦୁର୍ଲଭ ନାଗାର୍ଜୁନ ବେଶ ନୀତି ସମ୍ପର୍କରେ ଜାଣନ୍ତୁ

ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଚଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ…

ମହାପଞ୍ଚକ-ବକପଞ୍ଚକ-ଭୀଷ୍ମପଞ୍ଚକ-ବିଷ୍ଣୁପଞ୍ଚକ

ପଞ୍ଚକ ପାଳନ ବିଧି : କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା…

ଶ୍ରୀମନ୍ଦିରରେ ଦେବୋତ୍ଥାନ ବା ପ୍ରବୋଧନ ଯାତ୍ରା, ଭିଷ୍ମ ପଞ୍ଚୁକ ବ୍ରତ ଓ ବଡ ଏକାଦଶୀ ନୀତି

(ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତିକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା) "ଯସ୍ତ୍ବଂ ମାସାନତିବ୍ୟାପ୍ୟ ଚତୁରଃ ପରମେଶ୍ୱରଃ । ନିଦ୍ରାସୁଖଂ ପ୍ରଭଜସେ ତଦନ୍ତେ ସାଂପ୍ରତଂ ପ୍ରଭୋ।।" ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ହରି ଉତ୍ଥାପନ ଏକାଦଶୀ ଅନ୍ୟତମ । ଶ୍ରୀମନ୍ଦିରରେ…