Latest Odisha News

BREAKING NEWS

Browsing Category

ଓଡିଶା

Odisha

CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା ବୃଦ୍ଧି, ଏହି ତାରିଖ ଯାଏଁ କରିପାରିବେ ଆବେଦନ

ଭୁବନେଶ୍ୱର: କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (CPET) ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଆବେଦନର ସମୟ ସୀମାକୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨୨ ତାରିଖ ରାତି ୧୧ଟା…

୫.୫୬ କୋଟି ଟଙ୍କା ପେନସନ ଠକେଇ ମାମଲା: ପ୍ରଦୀପ ମହାନ୍ତିଙ୍କ ପରିବାର ଗିରଫ

ଭୁବନେଶ୍ୱର: ୫.୫୬ କୋଟି ଟଙ୍କାର ସରକାରୀ ପାଣ୍ଠି ହେରଫେର ମାମଲାରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ସଫଳତା ହାସଲ କରିଛି। ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଏବଂ ତାଙ୍କ ପତ୍ନୀ ଗୀତାରାଣୀ ମହାନ୍ତିଙ୍କୁ ଗିରଫ କରାଯାଇଛି। କୋରେଇ ଶିକ୍ଷା…

Thunderstorm Warning: ରାଜ୍ୟରେ ୫ ଦିନ କାଳବୈଶାଖୀ, ଝଡବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ୟରେ ୫ ଦିନ କାଳବୈଶାଖୀ ଆଶଙ୍କା। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ। ଏହା ପ୍ରଭାବରେ ପ୍ରତିଦିନ ରାଜ୍ୟର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଏବଂ ସ୍ଥାନେ ସ୍ଥାନେ ପବନ ହୋଇପାରେ। ତାପମାତ୍ରା ମଧ୍ୟ ସାମାନ୍ୟ ହ୍ରାସ ପାଇବ। ଆସନ୍ତା ୨୪ ଘଣ୍ଟା…

ମାଟ୍ରିକ ଖାତା ଦେଖା ଆରମ୍ଭ, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ଫଳ

କଟକ: ଆଜିଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ। ରାଜ୍ୟର ୩୦ଟି ଜିଲ୍ଲାର ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ମାଟ୍ରିକ ଖାତା ଦେଖା ପାଇଁ ଏହି ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଜିଲ୍ଲା ଶିକ୍ଷାଧିକାରୀ ମାନେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ମୂଲ୍ୟାୟନ ପାଇଁ…

ଡିଭାଇଡ଼ରକୁ ପିଟିଲା ଆଳୁ ବୋଝେଇ ଟ୍ରକ: ୨ ମୃତ

ବାଲେଶ୍ବର: ପ୍ରାୟ ୨୦ ଫୁଟ ଓଭରବ୍ରିଜ ତଳକୁ ଖସିଲା ଆଳୁ ବୋଝେଇ ଟ୍ରକ୍। ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ପୋଲ ଉପରେ ଏକ ଆଳୁ ବୋଝେଇ ଟ୍ରକ ଡିଭାଇଡ଼ରକୁ ଦେଲା ଧକ୍କା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗରୁ ଚନ୍ଦ୍ରକୋଣରୁ ପଟ୍ଟାମୁଣ୍ଡାଇ ଯିବା ବେଳେ…

ଓଡ଼ିଶାରେ ଜମି କିସମ ପରିବର୍ତ୍ତନ ନିୟମକୁ ବଦଳେଇବାକୁ ରାଜ୍ୟ ଡେଭଲପର୍ସଙ୍କ ଦାବି

ଆଧୁନିକ ସହରାଞ୍ଚଳ ଯୋଜନାର ଆବଶ୍ୟକତା ସହିତ ତାଳ ଦେଇ ଓଡ଼ିଶାରେ ଜମି କିସମ ପରିବର୍ତ୍ତନ ନିୟମକୁ ବଦଳେଇବାକୁ ଦାବି କରିଛନ୍ତି ରାଜ୍ୟର ଡେଭଲପର୍ସ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାର ଜମି କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସକାରାତ୍ମକ ପଦକ୍ଷେପ ନେଇଛନ୍ତି, ଯାହାଫଳରେ ପ୍ରକଳ୍ପ…

କଟକରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କଲା TPCODL, ଉପକୃତ ହେବେ ୭ ହଜାରରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା

କଟକ: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ସଫଳତାର ସହ କଟକରେ ଇଏଚଟି ଟାୱାର ସ୍ଥାନାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି, ଯାହା ସହରର ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ଯଥେଷ୍ଟ ସୁଦୃଢ଼ କରିଛି । ଏହି ପ୍ରକଳ୍ପର ଅଂଶବିଶେଷ ସ୍ୱରୂପ, ପାୱାର ନେଟୱାର୍କର…

National Para Athletics Championship:କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍‌ ଉଦ୍‌ଘାଟିତ;…

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାରୁ ସମ୍ମାନଜନକ ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍‌ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ପାରାଲିମ୍ପିକ୍ସ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଏବଂ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ…

ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ;ବାପାଙ୍କ ସହାୟତାରେ ୫.୫୬ କୋଟି ଆତ୍ମସାତ

ଭଦ୍ରକ:ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଶାଖା ମୁଖ୍ୟ ମାତୃପ୍ରସାଦ ମହାନ୍ତିଓ ଅବସରପ୍ରାପ୍ତ ଶିକ୍ଷକ ବାପାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏହି ଠକେଇ ହୋଇଛି। ସରକାରୀ ପାଣ୍ଠିର ଅପବ୍ୟବହାର କରି ୫,୫୬,୧୧,୪୯୫ କୋଟି ଟଙ୍କା ଠକେଇ…

ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ମାମଲା;ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଅର୍ଥଦଣ୍ଡ

ରାୟଗଡା: ଜିଲ୍ଲାରେ ଜଣେ ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ସଂପର୍କିତ ଏକ ସମ୍ବେଦନଶୀଳ ମାମଲାରେ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲା ବିଚାରପତି ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ଧାରା ୬୪(୧) ଅନୁଯାୟୀ…