Latest Odisha News

BREAKING NEWS

Browsing Category

ଓଡିଶା

Odisha

Police SI Scam: ୧୬ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର: ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା । ୧୬ଜଣଙ୍କ ନାଁରେ ଆଜି ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) । ଏଥିରେ କିଙ୍ଗପିନ୍‌ ଶଙ୍କର ପୃଷ୍ଟି, ରିଙ୍କୁ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ, ସୁରେଶ ନାୟକ ଓ ମୁନ୍ନା ମହାନ୍ତିଙ୍କ ନାମ…

ଚାଲିଗଲେ ଦନ୍ତା, ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପୀଠ

ଭୁବନେଶ୍ୱର: ଚାଲିଯାଇଛନ୍ତି ହାତୀ । ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିଖରଚଣ୍ଡୀ ପୀଠ । ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ । ମା’ଙ୍କ ଦର୍ଶନ ସହ ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିଛି ଅନୁମତି । ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହଡ଼ରେ ୨ଟି ଦନ୍ତା ହାତୀ…

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା; ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖି ବିଭୋର ହେଲେ ଦର୍ଶକ

ଭୁବନେଶ୍ବର: ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ ଓଡ଼ିଶୀ ନୃତ୍ୟରେ ଉଜ୍ଜୀବିତ କରିଛନ୍ତି ନୃତ୍ୟଶିଳ୍ପୀ ଗୁରୁ ସଙ୍ଗୀତା ଦାଶ। "କେଡେ ଛନ୍ଦ ଜାଣେ ଲୋ ସହି" ଓଡ଼ିଶୀ ଅଭିନୟରେ ଶ୍ରୀକୃଷ୍ଣଙ୍କ ବାଲ୍ୟକାଳ ଲୀଳା ସମୂହ - ପୁତନା ବଦ୍ଧ,…

ରଘୁରାଜପୁର ଆସି ଶିଳ୍ପୀମାନଙ୍କର ଅନନ୍ୟ କଳାକୃତି ଉପଭୋଗ କରନ୍ତୁ ଦେଶବାସୀ: ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରି ସେଠାକାର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ନିଖୁଣ ପଟ୍ଟଚିତ୍ର, ଟସର ଓ କାଠ ଶିଳ୍ପ ଆଦି କଳାକୃତିର ପ୍ରତ୍ୟକ୍ଷ ଅନୁଭୂତି ନେବା ସହିତ କାରିଗରମାନଙ୍କ ସହ ଆଲୋଚନା…

କଳାକାରଙ୍କ ମାସିକ ସହାୟତା ଭତ୍ତା ବୃଦ୍ଧି କଲେ ସରକାର; ଉପକୃତ ହେବେ ୪୭ ହଜାର ୭୦୪ କଳାକାର

ଭୁବନେଶ୍ବର:ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର । ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାକାର ମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି। କଳାକାର ସହାୟତା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ କଳାକାର…

ପରିବହନ ଅଧିକାରୀଙ୍କ ଉପରେ ଫାଇନ ଲଗାଇଲେ ମହାରାଜ କଂସ

ଭୁବନେଶ୍ବର: ବରଗଡ଼ ଧନୁ ଯାତ୍ରାରେ ରବିବାର ଦିନ ମହାରାଜ କଂସ ନାଗରିକଙ୍କ ସୁବିଧା ଯାଞ୍ଚ କରିବା ପରେ ପରିବହନ ବିଭାଗ ଉପରେ ୧୨ ଲକ୍ଷ ସ୍ୱର୍ଣ୍ଣମୁଦ୍ରାର ପ୍ରତୀକାତ୍ମକ ଦଣ୍ଡାଦେଶ କରିଛନ୍ତି। "ନଗର ପରିକ୍ରମା" ଅବସରରେ କଂସ ମହାରାଜ ପ୍ରାଚୀନ ମଥୁରାରେ ପରିଣତ ହୋଇଥିବା ବରଗଡ଼ ଉପରେ "ଶାସନ…

Operation Neel Jahar: କନ୍ଧମାଳରେ ଅପରେସନ ‘ନୀଳ ଜହର’: ୧୫୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ହେଲା ନଷ୍ଟ

କନ୍ଧମାଳ: କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ରାଜ୍ୟ ପୋଲିସ ମୁଖିଆଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପୋଲିସ ମୁଖିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଛି। ତେବେ ତେର ଦିନରେ ଗୋଛାପଡା…

କୋରାପୁଟରେ ୨ନୂଆ ସବଡିଭିଜନ କାର୍ଯ୍ୟାଳୟ କୋଠା ଉଦଘାଟନ କଲା TPSODL

ବ୍ରହ୍ମପୁର:ଗୁଣାତ୍ମକ ତଥା ଉପଭୋକ୍ତା କୈନ୍ଦ୍ରିକ ବିଦ୍ୟୁତ ସେବାକୁ ପ୍ରାଥମିକତା ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) କୋରାପୁଟ ଜିଲ୍ଲାରେ ଦୁଇ ସବଡିଭିଜନ ଅଫିସ ନିମନ୍ତେ ନୂତନ କୋଠା ନିର୍ମାଣ କରିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ…

NCERT ଢାଞ୍ଚାରେ ଏସ୍‌ସିଇଆରଟି ହେବ, ୧୦ମ ଯାଏଁ ମାଗଣା ପାଠ୍ୟ ପୁସ୍ତକ ମିଳିବ:ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୂଳଭିତ୍ତି ରୂପରେ ଗ୍ରହଣ କରି ଶିକ୍ଷାଦାନ କରିଥାଏ ସରସ୍ବତୀ ଶିଶୁ ମନ୍ଦିର। ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନକୁ ଶିଶୁ ମନ୍ଦିର ଶିକ୍ଷରା ପ୍ରଣାଳୀ ସବୁଠୁ ଅଧିକ ଗୁରୁତ୍ବ ଦେଇଥାଏ ବୋଲି କେନ୍ଦୁଝରରେ ବଣିଆପାଟ ସରସ୍ୱତୀ…

ପିକନିକ କରିବାକୁ ଆସି ଦାରିଙ୍ଗବାଡିରେ ପିଟାପିଟି…

ଭୁବନେଶ୍ବର: ଦାରିଙ୍ଗବାଡିର ଦୁଲୁରି ପାଇନ୍ ଜଙ୍ଗଲରେ ବଣଭୋଜି ସମୟରେ ରବିବାର ଦିନ ଗଣ୍ଡଗୋଳ ହୋଇଥିଲା। ନିଶାସକ୍ତ କିଛି ପର୍ଯ୍ୟଟକ କୌଣସି କାରଣବଶତଃ ପରସ୍ପର ସହ ଯୁକ୍ତିତର୍କ କରିଥିଲେ। ସୂତ୍ର ଅନୁଯାୟୀ, ଏହି ବିବାଦ ଖୁବ୍ ଶୀଘ୍ର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ସ୍ଥିତିରେ ପହଞ୍ଚିଥିଲା।…