Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଞ୍ଜେଇ ରୋଲ୍ ବିକ୍ରିର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜାଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଚିକେନ ରୋଲ୍ ବଦଳରେ ଗ୍ରାହକଙ୍କୁ ଗଞ୍ଜେଇ ରୋଲ୍ ଦିଆଯାଉଥିବା ଜଣାପଡିଛି । ଏହି ଘଟଣାରେ ଉକ୍ତ ଫାଷ୍ଟଫୁଡ ଦୋକାନୀକୁ ଗିରଫ କରିଛି ପୋଲିସ । ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଛକରେ ଫାଷ୍ଟ ଦୋକାନ କରି ବିକୁଥିଲା…

ବାତ୍ୟା ‘ମୁରାସୁ’ ପାଇଁ ରାୟଗଡ଼ା ଓ କଳାହାଣ୍ଡିରେ ବନ୍ଦ ରହିବ ସ୍କୁଲ

ଭବାନୀପାଟଣା: ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏଥିସହ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ଅନ୍ୟପଟେ, ବାତ୍ୟା ‘ମୁରାସୁ’ ପାଇଁ ରାୟଗଡ଼ାରେ ୨ ଦିନ ସ୍କୁଲ ଛୁଟି ।…

ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍ ଗଲେ ପତ୍ନୀ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କୁ ଗିରଫ କଲା ପୋଲିସ । ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ପାରଳାଖେମୁଣ୍ଡି ସବ୍‌ ଜେଲ୍‌ କୁ…

ବୈଧ ପ୍ରମାଣପତ୍ରର ଅଭାବ; ୨ ଲକ୍ଷ ଗାଡ଼ିର ପଞ୍ଜୀକରଣ ବାତିଲ, ଆହୁରି କଟିବ ଏତିକି ଗାଡ଼ିର…

ଭୁବନେଶ୍ବର: ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ଲାଗୁ କରି ଦୁର୍ଘଟଣା ତଥା ଏଥି ଜନିତ ମୃତାହତ ସଂଖ୍ୟା ହ୍ରାସ କରିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ମୋଟା ଅଙ୍କର ଜୋରିମାନା ସହିତ ଚାଳକଙ୍କୁ ଗିରଫ ପାଇଁ ଅନେକ ବିଧିବ୍ୟବସ୍ଥା ରହିଛି । ବୈଧ ପ୍ରମାଣପତ୍ର ନଥିବାରୁ ଓଡ଼ିଶାରେ…

୫ଲକ୍ଷ ଲାଂଚ ନେଇ ଧରାପଡିଲେ ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସମ୍ବଲପୁର-ତାଳଚେର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ । ଭୂମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ୫ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ଅଜୟ କୁମାର ଗଡନାୟକ । ସୂଚନା ଅନୁସାରେ ଜଣେ ଜମି…

ଆସୁଛି ବାତ୍ୟା ‘ମୁରାସୁ’; ରାଜ୍ୟ ରାଜପଥ-୪୮କୁ ବନ୍ଦ କଲା ପ୍ରଶାସନ

କୋରାପୁଟ: 'ମୁରାସୁ' ବାତ୍ୟା ଉପକୂଳ ଆଡ଼କୁ ମୁହାଁଉଥିବା ବେଳେ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ ରାଣୀଗୁଡ଼ା ମଧ୍ୟରେ ଥିବା ରାଜ୍ୟ ରାଜପଥ-୪୮କୁ ବନ୍ଦ କରିଦିଆଯାଇଛି। ଲଗାଣ ବର୍ଷା ଏବଂ ନିକଟସ୍ଥ ପାହାଡ଼ରୁ ମାଟି ଖସିବା ଆଶଙ୍କା କରି କୋରାପୁଟ ଜିଲ୍ଲା…

ACF ସୌମ୍ୟ ମୃତ୍ୟୁ ମାମଲା; ଆତ୍ମ ସମର୍ପଣ କଲେ ବିଦ୍ୟା ଭାରତୀ 

ପାରଳାଖେମୁଣ୍ଡି: ସହକାରୀ ବନ ସଂରକ୍ଷକ (ACF) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା ଆତ୍ମସମର୍ପଣ କରିଛନ୍ତି। ସୋମବାର ଦିନ ଓଡ଼ିଶାର ପାରଳାଖେମୁଣ୍ଡି ସ୍ଥିତ ଏକ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶା ହାଇକୋର୍ଟ ଗତ ଅକ୍ଟୋବର ୩୧ ତାରିଖରେ…

‘ମୁରାସୁ’ ଆତଙ୍କ; କନ୍ଧମାଳ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି

କନ୍ଧମାଳ: ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ମୁରାସୁ’ ସମୟ କ୍ରମରେ ଅଧିକ ସକ୍ରିୟ ହେବାରେ ଲାଗିଛି । ୨୫ କିମି ବେଗରେ ମାଡ଼ି ଚାଲିଛି ବାତ୍ୟା ‘ମୁରାସୁ’ । ସ୍ଥଳଭାଗ ଛୁଇଁଲା ‌ବେଳେ ବାତ୍ୟା ସମୟର ପବନର ବେଗ ଘଣ୍ଟାପ୍ରତି ୧୦୦ରୁ…

୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଗସ୍ତରେ ସୋମବାର ଦିନ ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏହି ଗସ୍ତ ସମୟରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ 'ଭାରତ ମଣ୍ଡପମ୍'…

Cyclone Murasu: ସୁ ସୁ ଗର୍ଜନ କରି ମାଡି ଆସୁଛି ‘ମୁରାସୁ’, ଓଡିଶାରେ ଆରମ୍ଭ ହୋଇଗଲାଣି ବର୍ଷା! ଏହି ସବୁ ଜିଲ୍ଲାରେ…

ଭୁବନେଶ୍ବର: ବଙ୍ଗୋପସାଗରରେ ଶକ୍ତି ବଢ଼ାଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି ‘ମୁରାସୁ’। ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ଗୋପାଳପୁର ଡପଲର୍‌ ପାଣିପାଗ ରାଡାରର ନିରୀକ୍ଷଣ ଅନୁଯାୟୀ, ଗଞ୍ଜାମ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷାର ସକ୍ରିୟ ପଟ୍ଟି…