Latest Odisha News

BREAKING NEWS

Browsing Category

ପୁରୀ

Puri

‘ମିଲ୍ ଚାହିଁଲେ ନେଇପାରିବେ ଅର୍ପଣ ଚାଉଳ’

ପୁରୀ: ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଚାଉଳ । ପରିକ୍ରମା ପ୍ରକଳ୍ପ ନାଁରେ ଜଗନ୍ନାଥଙ୍କୁ ଗାଡିରେ ଗାଁ ଗାଁ ବୁଲାଇ ଯେଉଁ ଚାଉଳ ଦାନ ଆକାରରେ ଗ୍ରହଣ କରାଯାଇଥିଲା ତାହାକୁ ନେଇ ଏବେ ଅନେକ ପ୍ରଶ୍ନ । କ’ଣ ହେବ ସେ ସବୁ ଚାଉଳ? କ’ଣ ଏମିତି ପଡି କି ଖତ ହେବ? କାରଣ ଚାଉଳ ସଂଗ୍ରହ ହେବାର ପାଖାପାଖି…

ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର: ଯାଞ୍ଚ ହେବ ମହାପ୍ରସାଦର ମାନ

ପୁରୀ: ତିରୁପତି ଶ୍ରୀ ଭେଙ୍କଟେଶ୍ବର ମନ୍ଦିର ପ୍ରସାଦ ବିବାଦ ତେଜିବା ପରେ ଏବେ ଏହାକୁ ନେଇ ପୁରା ସଜାଗ ରାଜ୍ୟ ସରକାର ପୁରୀ ପ୍ରଶାସନ । ପୂର୍ବରୁ ପୁରୀ ଜିଲ୍ଲାପାଳ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଇଥିବା ଘିଅର ମାନ ଯାଞ୍ଚ କରାଯିବ ବୋଲି କହିଥିବା ବେଳେ ଏବେ  ଶ୍ରୀମନ୍ଦିରରେ…

ଛେଚୁଛି ବର୍ଷା: ପୁଣି ପାଣି ଘେରରେ ସୂର୍ଯ୍ୟ ମନ୍ଦିର

ପୁରୀ: ଆଜି ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଗୋଟିଏ ଦିନରେ ଲଗାଣ ବର୍ଷାରେ କେଉଁଠି ରାସ୍ତର ବୁଡି ଆଣ୍ଡୁଏ ପାଣି ଚାଲିଲାଣି ତ ଆଉ କୋଉଠି ଜଳବନ୍ଦୀ । ସେପଟେ ପୁରୀରେ ମଧ୍ୟ ଲଗାଣ ବର୍ଷାର…

ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ

ପାରାଦୀପ: ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ । ପାରାଦୀପ ମହାନଦୀ ମୁହାଣଣେ ଗୋଟିଏ ବୋଟ୍‌କୁ ଉଦ୍ଧାର କରିବାକୁ ଯିବା ବେଳେ ଆଉ ଏକ ବୋଟ୍ ଫସିଯାଇଥିଲା । ତେବେ ଅଚଳ ବୋଟ୍‌କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡିଯିବା କାରଣରୁ ଛିଣ୍ଡା ଦଉଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ୍…

ସତରେ ଥିଲା କି ଗୁପ୍ତ ସୁଡଙ୍ଗ….କ’ଣ ଯାଞ୍ଚ କଲା ରାଡର୍? ବଢୁଛି ଉତ୍କଣ୍ଠା

ପୁରୀ: ଶେଷ ହେଲା ଏଏସଆଇ ଦ୍ବାରା ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚ ପ୍ରକ୍ରିୟା । ଏହି ସର୍ଭେରେ ୩ଟି ଆଣ୍ଟିନା ମାଧ୍ୟମରେ ଭିତର ରତ୍ନଭଣ୍ଡାରର ସମସ୍ତ ଡାଟା ଜେନେରେଟ କରିଛି ଏନଜିଆରଆଇ ଟିମ୍ । ଏହାର ଚୂଡାନ୍ତି ରିପୋର୍ଟ ଆସିବା ପରେ ସବୁ ଚର୍ଚ୍ଚା ଉପରୁ ପରଦା ହଟିବ । ବାସ୍ତବରେ ଭିତର…

ଆଜିଠୁ ‘ପିତୃପକ୍ଷ’: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୁରୀରେ ପିଣ୍ଡଦାନ

ପୁରୀ: ଆଜି ଆଶ୍ଵିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ପିତୃପକ୍ଷର ଆରମ୍ଭ । ଏହି ଅବସରରେ ପୁରୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ତିଳତର୍ପଣ ଓ ପିଣ୍ଡଦାନ କାର୍ଯ୍ୟ। ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଏହି ପିତୃପକ୍ଷ ପାଳନ…

୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

ପୁରୀ: ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ଆସନ୍ତା ୨୪ ତାରିଖ ସୁଦ୍ଧା ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଡି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆସନ୍ତା ୨୪ ପରଠୁ…

ଆସନ୍ତା ୨୫ ତାରିଖ ଭିତରେ ସରିବ ରତ୍ନଭଣ୍ଡାର ସର୍ଭେ କାମ: ଜଷ୍ଟିସ୍ ରଥ

ପୁରୀ: ଆସନ୍ତା ୨୫ ତାରିଖ ଭିତରେ ସରିବ ରତ୍ନଭଣ୍ଡାର ସର୍ଭେ କାମ । ଏନେଇ ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ଆସନ୍ତା ୨୫ ତାରିଖରୁ ଜଗତଜନନୀ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଯିବ । ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଗଲେ ଆଉ କିଛି କରିହେବନି…

ରବିବାର ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ଜାଣନ୍ତୁ କାହିଁକି…..

ପୁରୀ: ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ରବିବାର ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି ତଥା ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ଦ୍ୱାଦଶୀ । ଦ୍ବାଦଶୀରେ ମହାପ୍ରଭୁଙ୍କର ବାବନ ଜନ୍ମ ନୀତି । ତେଣୁ ଆସନ୍ତାକାଲି ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ।…

ମହୋଦଧିରେ ଖୋଲିବନି ମଦ କୁଡିଆ: ପଛ ଘୁଞ୍ଚା ଦେଲେ ସରକାର

ପୁରୀ: ଆଉ ମହୋଦଧିରେ ଖୋଲିବନି ମଦ କୁଡିଆ । ବିରୋଧ ଓ ବିକ୍ଷୋଭ ପରେ ଏବେ ପଛ ଘୁଞ୍ଚା ଦେଇଛନ୍ତି ରାଜ୍ୟ ସରକାର । ଅବକାରୀ ନୀତିରେ ପରିବର୍ତ୍ତନ ଆଣି ପୁରୀ ବେଳା ଭୂମିରେ ମଦ କୁଡିଆ ଖୋଲିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପୁରୀ ପୌରାଞ୍ଚଳରେ ମଧ୍ୟ ମଦ କ୍ୟାବିନ୍‌…