Latest Odisha News

BREAKING NEWS

Browsing Category

ପଂଚାୟତ ନିର୍ବାଚନ 2022

ଚାକିରିକୁ ବାଏ ବାଏ କରି ରାଜନୀତିରେ ପାଦ ଥାପିଲେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ

ରାୟଗଡ଼ା: ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ପଂଚାୟତ ନିର୍ବାଚନରେ ପୂର୍ବରୁ ଯେଉଁ ପରମ୍ପରା ରହିଥିଲା ତାହା ଧିରେ ଧିରେ ଭଙ୍ଗ ହେଉଥିବା ଦେଖିବାକୁ ମିଳିଛି । ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଚାକିରୀକୁ ବାଏ ବାଏ କରି ରାଜନୀତିରେ ପାଦ ଥାପୁଥିବା ଦେଖିବାକୁ ମିଳିଛି । ଆଉ ଏହି ନବାଗତଙ୍କ…

ଚିହ୍ନ ଆସିବା ପରେ ଭୋଟରକୁ ଭେଟୁଛନ୍ତି ପ୍ରାର୍ଥୀ

ଗଞ୍ଜାମ: ଆଗକୁ ପଞ୍ଚାୟତ ନିର୍ବାଚନ । ଚିହ୍ନ ଆସିବା ପରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରସାର ପ୍ରସାର ଆରମ୍ଭ କରିଛନ୍ତି । ପ୍ରାର୍ଥୀମାନେ ସେମାନଙ୍କର ସମର୍ଥକମାନଙ୍କ ସହ ଘରକୁ ଘରବୁଲି ଭୋଟର ମାନଙ୍କୁ ଭେଟୁଛନ୍ତି । ଏହାରି ଭିତରେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀମାନେ ଭୋଟରଙ୍କ ଅଧିକ…

[ଭିଡ଼ିଓ] ମୈଦାନରେ ପ୍ରାର୍ଥୀଙ୍କ ଜୋରଦାର ଲଢେଇ, ଭୋଟ୍ ହାତେଇବାକୁ ଚାଲିଛି ପ୍ରଚାର

ଜଗତସିଂହପୁର: ମୈଦାନରେ ପ୍ରାର୍ଥୀଙ୍କ ଜୋରଦାର ଲଢେଇ। ଚାଲିଛି ପ୍ରଚାର। କେଉଁଠି ଫାମିଲି ଫାଇଟ ତ ଆଉ କେଉଁଠି ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କ ଟକ୍କର। କହିବାକୁ ଗଲେ ରାଜନୀତି ମାହୋଲ ବେଶ୍ ସରଗରମ ହୋଇପଡିଛି । ସେହିଭଳି ଜଗତସିଂହପୁର ଜିଲ୍ଲା ପରିଷଦ ଜୋନ ନଂ- ୪ ଅନ୍ତର୍ଗତ ଅଳସୁଧା, ପିତେଇପୁର,…

କରୋନା କଟକଣାରେ ନିର୍ବାଚନ, ଏଥର ଗୀତରେଗୀତରେ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ଚଳିତ ଥର ନିର୍ବାଚନୀ ପ୍ରଚାର ଟିକେ ଅଲଗା ପ୍ରକାର । ଗୀତରେ ଗୀତରେ ଚାଲିଛି ନିର୍ବାଚନ ପ୍ରଚାର । ପଞ୍ଚାୟତ ନିର୍ବାଚନକୁ ନେଇ ଜୋର ଧରିଛି ଗୀତ ରେକଡିଂ । ବିଭିନ୍ନ ପ୍ରକାରର ହିଟ୍ ଗୀତ ମାଧ୍ୟମରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଷ୍ଟୁଡିଓରେ ଚାଲିଛି ଗୀତ ରେକଡିଂ । ଚଳିତ ଥର କୋଭିଡ…

[ଭିଡିଓ] ଶାସକ ଦଳର ବିଫଳତା ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ବେଳେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ । ପଞ୍ଚାୟତ ନିର୍ବାଚନରେ ଠିକ ଲୋକକୁ ନିର୍ବାଚିତ କରିବା ପାଇଁ ସେ ନିବେଦନ କରିଛନ୍ତି । ଲମ୍ବା ସମୟର ବିଜେଡି ଶାସନ ରାଜ୍ୟବାସୀ ଦେଖିଲେଣି ।…