Latest Odisha News
Browsing Category

ପାଣିପାଗ

ଜଳୁଛି ଓଡ଼ିଶା, ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା, ୪୨ ଡିଗ୍ରୀ ଛୁଇଁଲା ପାରଦ । ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର । ସେହିଭଳି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ସମ୍ବଲପୁର ୪୨.୨, ଝାରସୁଗୁଡ଼ା ୪୧.୮ ଅନୁଗୁଳ ୪୧.୭, ବଲାଙ୍ଗିର ୪୧.୫ ସୋନପୁର ୪୧.୨, ଟିଟିଲାଗଡ଼ ୪୧ ସୁନ୍ଦରଗଡ଼…

ହୋଲିରେ ଅଗ୍ନିବର୍ଷା: ସାଢ଼େ ୧୧ଟା ସୁଦ୍ଧା ୩୭ ଡେଇଁଲାଣି ତାପମାତ୍ରା  

ଭୁବନେଶ୍ୱର: ହୋଲିରେ କଲବଲ କରୁଛି ତାତି। ପ୍ରଚଣ୍ଡ ଅଗ୍ନିବର୍ଷା। ଆସନ୍ତାକାଲି ଯାଏ ତାତିରୁ ନିସ୍ତାର ନାହିଁ। ସେପଟେ ଜଳୁଛି ପଶ୍ଚିମ ଓଡ଼ିଶା, କାଲିଠୁ ତାତି ଆଜି ଆହୁରି ଅଧିକ। ଦିନ ସାଢ଼େ ୧୧ଟାରେ ସମ୍ବଲପୁର ୩୭.୭ ଡିଗ୍ରୀ ଛୁଇଁଛି। ଗତକାଲି ସାଢ଼େ ୧୧ଟାରେ ସମ୍ବଲପୁର ୩୬.୬ ଡିଗ୍ରୀ…

୧୬ ଯାଏଁ ସିଭିୟର ହିଟଓ୍ବେଭ୍: ଏହି ସବୁ ଜିଲ୍ଲାକୁ ସତର୍କ ଜାରି…

ଭୁବନେଶ୍ବର: ଆସନ୍ତା ୩ ଦିନ ଯାଏଁ ରାଜ୍ୟ ଜାରି ରହିବ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୧୬ ତାରିଖ ଯାଏଁ ହିଟଓ୍ବେଭ କଲବଲ କରିବ । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଟପିପାରେ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।…

୩୭ ଟପିଲା ରାଜଧାନୀ ପାରଦ

ଭୁବନେଶ୍ବର: ଜାଳି ମାରିବ ମାର୍ଚ୍ଚ ତାତି । ମାର୍ଚ୍ଚ ଅଧା ନ ହେଉଣୁ ପାରଦ ୪୦ ଛୁଇଁଲାଣି । ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି । କୁହାଯାଉଛି ଆଗାମୀ ସପ୍ତାହରେ ମଧ୍ୟ ପାରଦ ଅନେକଥର ୪୦ ଛୁଇଁବ । ରାଜ୍ୟର ପ୍ରମୁଖ ସହର ଝାରସୁଗୁଡା ଏବଂ ଟିଟିଲାଗଡ…

ଡରାଇଲାଣି ତାତିର ତାଉ: ଦିନ ସାଢେ ୧୧ଟା ସୁଦ୍ଧା ୩୭ ଡେଇଁଲା ପାରଦ

ଭୁବନେଶ୍ବର: ଏବେଠୁ ଠାରାଇଲାଣି ତାତି । ମାର୍ଚ୍ଚ ତାତି ବର୍ଷର ସବୁ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାର ପ୍ରଭାବ ଏବେଠୁ ରାଜ୍ୟ ତଥା ଦେଶରେ ଅନୁଭୂତ ହେଲାଣି । ଆଜି ଝାରସୁଗୁଡାରେ ଦିନ ୧୧ଟା ୩୦ରେ ତାପମାତ୍ରା ୩୭.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ…

ପ୍ରଚଣ୍ଡ ରୌଦ୍ର ତାପ: ଏହି ୬ ଜିଲ୍ଲାକୁ ସତର୍କ ଜାରି….

ଭୁବନେଶ୍ବର: ଜଳିବ ଓଡିଶା । ଆହୁରି ୩ ଡିଗ୍ରୀରୁ ୫ ଡିଗ୍ରୀ ବଢିବ ତାପମାତ୍ରା । ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଇଲା ଏସଆରସିଙ୍କ ଅଫିସ୍‌ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି । ଏଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ…

ଭୟଙ୍କର ଗରମ ସାଙ୍ଗକୁ ଲୁ’…୧୨୫ ବର୍ଷର ରେକର୍ଡ ଭାଙ୍ଗିବ ୨୫!

ନୂଆଦିଲ୍ଲୀ: ଏବେଠୁ ଡରାଇଲାଣି ତାତି । ମାସ ଆରମ୍ଭରୁ ହିଁ ଗରମ ପାରଦ ଡେଇଁଲାଣି । ତେବେ ମାର୍ଚ୍ଚ ମାସ ଆରମ୍ଭ ହେବା ସହିତ ଶୀତ ଋତୁ ସରିଥିବା ବେଳେ ପଶ୍ଚିମ ବାୟୁ ସକ୍ରିୟ ଥିବାରୁ ଥଣ୍ଡା ପାହାଡିଆ ଅଞ୍ଚଳରେ ବର୍ଷା ଏବଂ ତୁଷାରପାତ ହେଉଛି, ଯାହା ଫଳରେ ସମତଳ ଅଞ୍ଚଳରେ ଥଣ୍ଡା ପବନ ବହିବା…

ଏବେଠୁ ଅସହ୍ୟ: ଦିନ ୨ଟା ସୁଦ୍ଧା ୩୭ ଡିଗ୍ରୀ ଡେଇଁଲା ଝାରସୁଗୁଡା

ଭୁବନେଶ୍ବର: ଡରାଇଲାଣି ଅସହ୍ୟ ତାତି ସାଙ୍ଗକୁ ଗରମ ପବନ । ଏବେଠୁ ଜଳିଲାଣି ଭାରତ । ବାହାରକୁ ବାହାରିବା ମୁସ୍କିଲ ଲାଗିଲାଣି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଜି ଦିନ ୨ଟା ସୁଦ୍ଧା ୩୭ ଡିଗ୍ରି ଟପିଛି ଝାରସୁଗୁଡା ସହର । ବଉ ରାଜଧାନୀ ଭୁବନେଶ୍ବର ୩୬ ଛୁଇଁଛି । ଦିନ ୨ଟା ୩୦…

ଆରମ୍ଭରୁ ଅସମ୍ଭାଳ: ୩୭ ଡିଗ୍ରୀ ଡେଇଁଲା ଝାରସୁଗୁଡା

ଭୁବନେଶ୍ବର: ମାର୍ଚ୍ଚ ତାତି ଜଳାଇବ ବୋଲି ପୂର୍ବରୁ ଆଇଏମଡି ସତର୍କ କରିଥିବା ବେଳେ ଦିନକ ଭିତରେ ଏବେ ଅସମ୍ଭାଳ କଲାଣି ତାତି । ୩୭ ଡିଗ୍ରୀ ଟପି ଏବେ କଲବଲ କରୁଛି ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା । ଆଜି ଦିନ ୨ ଟା ସୁଦ୍ଧା ଝାରସୁଗୁଡା ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।…

ଗରମରେ ରେକର୍ଡ ଭାଙ୍ଗିବ ମାର୍ଚ୍ଚ: ଚେତାବନୀ ଦେଲାଣି ଆଇଏମଡି

ନୂଆଦିଲ୍ଲୀ: ଏଥର ତାତିରୁ ତ୍ରାହି ନାହିଁ । ସବୁ ବର୍ଷର ରେକର୍ଡ ଭାଙ୍ଗିବ । ଜଳିବେ ଦେଶବାସୀ । କିଛି କିଛି ସ୍ଥାନରେ ଫେବୃଆରୀ ତାତି ଅସହ୍ୟ ହୋଇଥିବା ବେଳେ ଏବେ ମାର୍ଚ୍ଚ ମାସ ନେଇ ସତର୍କ କରାଇଲାଣି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚ ମାସର ତାତି ସବୁ ରେକର୍ଡ ଭାଙ୍ଗିବ ବୋଲି ଆଗରୁ…