Latest Odisha News

BREAKING NEWS

Browsing Category

ରାଜନୀତି

ଦ୍ରୁତ ଗତିରେ ବଢୁଛି ଭୋଟରଙ୍କ ସଂଖ୍ୟା, କେବଳ ମହିଳା ମତଦାତା ୪୮ କୋଟି

ନୂଆଦିଲ୍ଲୀ: ଭାରତରେ ଭୋଟରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏବେ ଏହି ସଂଖ୍ୟା ୯୯.୧ କୋଟିରେ ପହଞ୍ଚିଛି। ଏହି ସଂଖ୍ୟା ଗତବର୍ଷ ଲୋକସଭା ନିର୍ବାଚନ ସମୟରେ ୯୬.୮୮ କୋଟି ଥିଲା। ରାଷ୍ଟ୍ରୀୟ ମତଦାତା ଦିବସ ପୂର୍ବରୁ ଜାରି ଏକ ରିପୋର୍ଟ ଅନୁସାରେ, ଦେଶରେ ୧୮-୨୯ ବର୍ଷର ଯୁବ…

ଦେଶରେ ମିଡିଲ କ୍ଲାସ ଟ୍ୟାକ୍ସ ଆତଙ୍କବାଦରେ ପୀଡ଼ିତ: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢୁଥିବା ବେଳେ  ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବୁଧବାର ପୁଣି ଏକ ମେନିଫେଷ୍ଟୋ ଜାରି କରିଛନ୍ତି। ଏହି ମେନିଫେଷ୍ଟୋକୁ କେଜରିୱାଲ ମିଡିଲ କ୍ଲାସ ବା ମଧ୍ୟବିତ୍ତଙ୍କ ପାଇଁ ଘୋଷଣା…

ଇରାନର ରୋବୋଟ୍ ସୈନ୍ଯ ପରୀକ୍ଷଣ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଇରାନର ଆକ୍ରାମକ ବ୍ଯବହାର ହ୍ରାସ ପାଇବାରେ ଲାଗିଛି। ଲେବନାନ୍ ଯୁଦ୍ଧରେ ଇସ୍ରାଏଲ ହିଜବୁଲ୍ଲାହର ନେତୃତ୍ୱକୁ ସମାପ୍ତ କରି ଇରାନକୁ ଏକ ଶକ୍ତ ଆଘାତ ଦେଇଥିଲା। ସୂଚନା ଅନୁଯାୟୀ, ଇରାନ ବର୍ତ୍ତମାନ ଡ୍ରୋନ ଏବଂ…

ଜନ୍ମଗତ ନାଗରିକତାରେ ପରିବର୍ତ୍ତନ, ଭାରତୀୟଙ୍କ ଉପରେ ପଡିବ କି ପ୍ରଭାବ… 

ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜନ୍ମଗତ ନାଗରିକତା ସମ୍ବନ୍ଧୀୟ ନିୟମକୁ ଉଚ୍ଛେଦ କରିଛନ୍ତି। ଯାହାଫଳରେ ଆମେରିକାରେ ଜନ୍ମ ହେଉଥିବା ପ୍ରତ୍ୟେକ ଶିଶୁ ସ୍ୱୟଂଚାଳିତ ଭାବରେ ଆମେରିକାର ନାଗରିକତ୍ୱ ପାଇପାରିବେ ନାହିଁ। ତେବେ  ଏହା ଆମେରିକାରେ ରହୁଥିବା ଭାରତୀୟ ମାନଙ୍କୁ…

ନିର୍ବାଚନ ପ୍ରଚାର ପାଇଁ ତାହିର ହୁସେନଙ୍କୁ ମିଳିଲାନି ଜାମିନ, ଏମିତି କହିଲେ କୋର୍ଟ…

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ମନି ଲଣ୍ଡରିଙ୍ଗ ମାମଲାରେ ଜେଲରେ ଥିବା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିଲା ଜାମିନ। ୧୦ ମେ ୨୦୨୪ରେ ନିର୍ବାଚନ ପ୍ରଚାର ପାଇଁ ସୁପ୍ରିମ କୋର୍ଟ ତାଙ୍କୁ ୨୦ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ…

ଆଲୋଚନା ପାଇଁ ନ ଆସିଲେ ପ୍ରତିବନ୍ଧକ ଲଗାଇବୁ: ପୁଟିନଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍

ୱାଶିଂଟନ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ଯେ ଯଦି ପୁଟିନ ଯୁଦ୍ଧର ଅନ୍ତ ତଥା ସମାଧାନ ପାଇଁ ଆଲୋଚନା କରିବାକୁ ରାଜି ନହୁଅନ୍ତି ତେବେ ଆମେରିକା ଋଷ ଉପରେ କଟକଣା ଲଗାଇବ। ସେ ସର୍ବଦା ପୁଟିନଙ୍କ ସହ…

ଜିତାଇବେ ହରାଇବେ ସ୍ବିଙ୍ଗ ଭୋଟର

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗଲକୁ ନେଇ ମୁହାଁମୁହିଁ ଆପ୍, ବିଜେପି ଓ କଂଗ୍ରେସ । ଦିଲ୍ଲୀ ଲଢେଇରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରନ୍ତି ସ୍ବିଙ୍ଗ ଭୋଟର । ଗତ ୧୦ବର୍ଷ ଧରି ଦିଲ୍ଲୀ ଭୋଟର ଲୋକସଭାରେ ବିଜେପିକୁ ଭୋଟ୍ ଦେଇଛନ୍ତି ତ ବିଧାନସଭା ପାଇଁ ଆମ ଆଦମୀ ପାର୍ଟିକୁ ବାଛିଛନ୍ତି । ଦିଲ୍ଲୀ…

ମାଣ୍ଡିପଙ୍କା ପରେ କଣାସ !

ଭୁବନେଶ୍ବର: ପୁରୀ ଜିଲ୍ଲା କଣାସରେ ଝାଡାବାନ୍ତିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଗତ ୧୦ଦିନ ଧରି ବିଭିନ୍ନ ପଞ୍ଚାୟତର ପ୍ରାୟ ୨୫୦ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏବେବି ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ହେଲେ ସରକାର ଲୋକଙ୍କ ସହ ନଥିବା ବିଜେଡି ଅଭିଯୋଗ କରିଛି ।…

ଦିଲ୍ଲୀ ମହିଳାଙ୍କ ମନରେ କିଏ?

ନୂଆଦିଲ୍ଲୀ: କାହା ସପକ୍ଷରେ ଦିଲ୍ଲୀ ମହିଳା ଭୋଟର ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ ? ଦିଲ୍ଲୀରେ ନିର୍ଣ୍ଣାୟକ ହେବେ ମହିଳା ଭୋଟର । କାହାକୁ ଦିଲ୍ଲୀ ଗାଦିରେ ବସାଇବେ ଅଧା ଜନସଂଖ୍ୟା? ଦିଲ୍ଲୀରେ ୫ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ବଢିଛି ରାଜନୈତିକ ପାରଦ। ତେବେ ସବୁ ଦଳର ଫୋକସରେ…

କଣାସ ଝାଡାବାନ୍ତି ମୃତ୍ୟୁ: ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର: ପୁରୀ ଜିଲ୍ଲା କଣାସ ବ୍ଲକରେ ଝାଡ଼ାବାନ୍ତିରେ ମୃତ୍ୟୁ ପ୍ରସଙ୍ଗକୁ ନେଇ, ଆଜି ସରକାରଙ୍କୁ ପୁଣି ପ୍ରଶ୍ନର କାଠଗଡାକୁ ଟାଣିଛି ବିଜେଡ଼ି। ସାତ ମାସ ବିତିଲାଣି, ସରକାର ଖାଲି ରଙ୍ଗ ବଦଳାଉଛନ୍ତି, ହେଲେ ମଣ୍ଡିପଙ୍କାରେ ନା ଚାଉଳ ପହଂଚିଲା, ନା କଣାସରେ ପାଣି। ଏଥିସହିତ କଣାସରେ ପାଣି…