Latest Odisha News

BREAKING NEWS

Browsing Category

ରାଜନୀତି

ବେରୋଜଗାରଙ୍କ ପାଇଁ ‘ଭରସା ଯୋଜନା’; ମାସକୁ ମିଳିବ ୩ ହଜାର..

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଜେପି ସରକାର ରାଜ୍ୟର ବେରୋଜଗାରଙ୍କୁ ସାହାଯ୍ୟ କରିବା ପାଇଁ ବଜେଟରେ "ଭରସା" ଯୋଜନା ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା କହିଛନ୍ତି ଯେ "ଭରସା" ଯୋଜନା ଅଧୀନରେ ୧୦୦,୦୦୦ରୁ କମ୍ ବାର୍ଷିକ ଆୟ…

ଛାତ୍ରୀ ମୃତ୍ୟୁ ମାମଲା: ପ୍ରଶ୍ନ ଉଠାଉଥିବା ଲୋକେ ହତ୍ୟାକାରୀ, ମନ୍ତ୍ରୀଙ୍କ ବୟାନକୁ ନେଇ ତେଜିଲା ବିବାଦ

ବ୍ରହ୍ମପୁର/ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଏକ ପ୍ରତିଷ୍ଠିତ ବେସରକାରୀ ଇଂଜିନିୟରିଂ କଲେଜ ହୋଷ୍ଟେଲରେ ଜଣେ ବିସିଏ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ଏହି ମାମଲାରେ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ବିଶ୍ୱଜିତ…

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ଅଡ଼ୁଆରେ ଶଶି ଥରୁର, କ୍ଷୁବ୍ଧ କଂଗ୍ରେସ ହାଇକମାଣ୍ଡ ଦେଲେ ଚେତାବନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଏବେ ନିଜ ଦଳ ଭିତରେ ହିଁ ଅଡ଼ୁଆରେ ପଡ଼ିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର। ମାର୍ଚେଣ୍ଟ ନେଭିର ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ସମର୍ଥନ କରି ସେ ଦେଇଥିବା ବୟାନକୁ…

ଦିଲ୍ଲୀ ଏୟାରପୋର୍ଟରେ ୪୫ମିି. ଧରି ଅଟକିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ୨୧ ଜୁନ୍ ଦିନ ୧:୧୫ ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହା ପରେ ସେ ତୁରନ୍ତ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନା ଅନୁଯାୟୀ, NEET ପରୀକ୍ଷା ଅପରାହ୍ନ ୨ଟାରେ ଆରମ୍ଭ ହେବାର…

‘ପଶ୍ଚିମବଙ୍ଗରେ ପରିବର୍ତ୍ତନର ନୂଆ ପବନ ବହୁଛି’, ବିଭିନ୍ନ ପ୍ରକଳ୍ପର ଭେଟି ଦେଇ ମମତାଙ୍କୁ ଘେରିଲେ…

କୋଲକାତା: ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗ ଏବେ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ରାଜ୍ୟରେ ଏକ ବଡ଼ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏବେ ପରିବର୍ତ୍ତନର ଏକ ନୂଆ ପବନ ବହୁଛି ଏବଂ ଜନସାଧାରଣ ବିକାଶ ସପକ୍ଷରେ ମନ…

ସିଏମ୍‌ଓରୁ ଫାଇଲ୍‌ ଗାଏବ ଘଟଣା: ଜିଏ ବିଭାଗରେ ପୋଲିସର ଖୋଳତାଡ଼, ଜେରା ପରିସରକୁ ଆସିପାରନ୍ତି ନବୀନ

ଭୁବନେଶ୍ୱର: ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ବା ଗାଏବ ହେବା ଘଟଣାରେ ପୋଲିସ ଏବେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। କ୍ୟାପିଟାଲ୍ ଥାନାରେ ରୁଜୁ ହୋଇଥିବା ଏତଲା ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସାଧାରଣ ପ୍ରଶାସନ…

PM Modi’s Rairangpur Tour: ମୋଦିଙ୍କ ରାଇରଙ୍ଗପୁର ଗସ୍ତ ପୂର୍ବରୁ ତେଜିଲା ଓଡ଼ିଶା ରାଜନୀତି, ସଫଳତା-ବିଫଳତାକୁ ନେଇ…

ଭୁବନେଶ୍ୱର: ଶନିବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କରିବେ ତାଙ୍କ ଗାଁ ପରିଦର୍ଶନ । ଗୋଟିଏ ମଞ୍ଚରେ ଏକାଠି ହୋଇ ଓଡିଶାବାସୀଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ । ଅପରପକ୍ଷେ…

୪୮ ଘଣ୍ଟା ପୂର୍ବରୁ ଜଣାଇବାକୁ ପଡିବ; ନହେଲେ ହର୍ମୁଜରେ ଏଣ୍ଟ୍ରି ମିଳିବନି

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂଆ ନିୟମ ଲାଗୁ କରିଛି। ଏହି ନିୟମ ଅନୁଯାୟୀ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ପ୍ରବେଶ କରିବା ପୂର୍ବରୁ ଜାହାଜଗୁଡ଼ିକୁର ପଞ୍ଜୀକରଣ କରିବାକୁ ପଡିବ ଏବଂ ପରମିଟ୍ ଓ ବୀମା ପାଇବାକୁ ପଡିବ।…

Shiv Sena-UBT Crisis: ଥମୁନି ଶିବସେନାର ଅନ୍ତଃକଳହ! କୁକୁର-ବାଘ ବୟାନରେ ରାଜନୀତି ତେଜିଲା! ଶିନ୍ଦେଙ୍କ କଟାକ୍ଷ ପରେ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଶିବସେନା ଭିତରେ ବଡ଼ ଧରଣର ଅସନ୍ତୋଷ ଦେଖାଦେଇଛି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (UBT)ର ୬ ଜଣ ଲୋକସଭା ସାଂସଦ ଏକନାଥ ଶିନ୍ଦେ ଶିବିରକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ…

ଇରାନକୁ ଗୋଟିଏ ପଇସା ବି ମିଳିବନି: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ପରେ ସେ ଏକ ପୋଷ୍ଟରେ କହିଥିଲେ ଯେ ଇରାନ ଆମେରିକାଠାରୁ ଗୋଟିଏ ଟଙ୍କା ମଧ୍ୟ ପାଇବ ନାହିଁ, ୩୦୦ ବିଲିୟନ ଡଲାର ଦୂର କଥା। ଶାନ୍ତି ଚୁକ୍ତିନାମାର ଷଷ୍ଠ ପଏଣ୍ଟରେ ଇରାନର…