Latest Odisha News

BREAKING NEWS

Browsing Category

ରାଜନୀତି

ମୋଦୀଙ୍କ ଆର୍‌ଆର୍ ଟ୍ୟାକ୍ସ ବୟାନକୁ ନେଇ ରେବନ୍ତ ରେଡ୍ଡୀଙ୍କ ପାଲଟା ଜବାବ, ପ୍ରଧାନମନ୍ତ୍ରୀଙ୍କୁ ପଚାରିଲେ ଏପରି…

ନୂଆଦିଲ୍ଲୀ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍‌ଆର୍ ଟ୍ୟାକ୍ସ (RR TAX) ବିଷୟରେ ଉଲ୍ଲେଖ କରି ତେଲେଙ୍ଗାନା ସରକାର ଉପରେ ଆକ୍ରମଣ କରିଥିଲେ। 'ଆରଆରଆର' ଶୀର୍ଷକ ବ୍ଲକବଷ୍ଟର ତେଲୁଗୁ ଚଳଚ୍ଚିତ୍ର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ…

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ଭରିଲେ ହେବିୱେଟ୍

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ପତ୍ର ଦାଖଲ କଲେ ହେବିୱେଟ୍ ଓ ସିନେ ତାରକା । ତେବେ ହଜାର ହଜାର ସମର୍ଥକଙ୍କ ସହ ବିରାଟ ବାଇକ୍ ଶୋଭାଯାତ୍ରାରେ ଆସି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୈଜୟନ୍ତ ପଣ୍ଡା । ସେହିପରି ନିଜର ସମର୍ଥକଙ୍କ…

‘ଷଷ୍ଠଥର ପାଇଁ ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନ ହେବେ, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି’

ଭୁବନେଶ୍ୱର: ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଏହି ଅବସରରେ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ…

‘ଲେଖିକି ରଖନ୍ତୁ, ଆଉ ପ୍ରଧାନମନ୍ତ୍ରୀ ହେବେନି ନରେନ୍ଦ୍ର ମୋଦି’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ୟୁପିରେ 'ଇଣ୍ଡିଆ' ମେଣ୍ଟ ର ଝଡ଼ ଆସୁଛି । ଆପଣ ଲେଖିରଖନ୍ତୁ ଯେ, ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ର ଏହା ସବୁଠୁ ବଡ ପରାଜୟ ହେବାକୁ ଯାଉଛି । ଉତ୍ତର ପ୍ରଦେଶର କନୌଜରେ ରାହୁଲ ଗାନ୍ଧୀ କହିଛନ୍ତି, “ନରେନ୍ଦ୍ର…

“ଆନ୍ଧ୍ରପ୍ରଦେଶରେ ୪ ପ୍ରତିଶତ ମୁସଲିମଙ୍କୁ ମିଳିବ ସଂରକ୍ଷଣ”: ଜଗନ୍ ମୋହନ ରେଡ୍ଡୀ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ କୁର୍ନୁଲରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ରାଜ୍ୟରେ ମୁସଲମାନମାନଙ୍କୁ ୪ ପ୍ରତିଶତ ସଂରକ୍ଷଣ ମିଳିବ। ଏହା ୱାଇଏସଆରସିପି (YSRCP) କଂଗ୍ରେସର ଅନ୍ତିମ ନିଷ୍ପତ୍ତି। ସଂରକ୍ଷଣ…

ବିଜେଡିର ଇସ୍ତାହାରକୁ ଧମେନ୍ଦ୍ରଙ୍କ କଟାକ୍ଷ: ଫମ୍ପା ପ୍ରତିଶ୍ରୁତି

ସମ୍ବଲପୁର: ବିଜେଡିର ନିର୍ବାଚନୀ ଇସ୍ତାହାରକୁ କଟାକ୍ଷ କରି କହିଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଘୋଷଣାପତ୍ରରେ କିଛି ନୂଆ ନାହିଁ, ଲୋକଙ୍କୁ ଦେଇଛନ୍ତି ଫମ୍ପା ପ୍ରତିଶ୍ରୁତି, ୨୪ ବର୍ଷ ପରେ ମୌଳିକ ସମସ୍ୟାର କିଛି ବି ସମାଧାନ ହୋଇନାହିଁ । ଗତକାଲି ବିଜେଡି ତାର ଇସ୍ତାହାର ପତ୍ର ଜାରି…

ଭାରି ପଡିବ କି ବିଜେଡି ଇସ୍ତହାର?, ‘ମିଶନ ଶକ୍ତି ମା’ଙ୍କୁ ପେନସନ, ସରକାରୀ ଚାକିରୀଆଙ୍କୁ ବିଏସକେୱାଇରେ ଅର୍ନ୍ତଭୁକ୍ତ’

ଭୁବନେଶ୍ବର:  ନିର୍ବାଚନକୁ ମାତ୍ର ଦିନ କେଇଟା । ଭୋଟରଙ୍କୁ ନିଜ ଆଡକୁ ଆକର୍ଷଣ କରିବା ପାଇଁ ନିଜ ନିଜର ରୋଡ ମ୍ୟାପ ପ୍ରସ୍ତୁତ କରୁଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ । ନିଜ ନିଜର ପ୍ରତିଶ୍ରୁତିର ପେଡି ରାଜ୍ୟବାସୀଙ୍କ ଆଗରେ ଖୋଲି ଦେଇଛନ୍ତି । ତେବେ ଏହି ନିକଟ ଅତୀତରେ ବିଜେପି ତାର ଇସ୍ତାହାର…

କେନ୍ଦ୍ରୀୟ ଫୋକସରେ ଓଡିଶା, ଆସୁଛନ୍ତି ରାଜନାଥ, ଭୂପେନ୍ଦ୍ର

ଭୁବନେଶ୍ବର:  ବିଜେପି ଫୋକସରେ ଓଡ଼ିଶା । ଜଣଙ୍କ ପରେ ଜଣେ ବିଜେପିର ତୁଙ୍ଗ ନେତା ଓଡିଶା ଆସି ଲଗାତାର ଓଡିଶାବାସୀଙ୍କୁ ଦେଉଛନ୍ତି ପ୍ରତିଶ୍ରୁତି । ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ(ବିଜେଡି)କୁ କ୍ଷମତାରୁ ହଟାଇବା ପାଇଁ  ବିଜେପିର କେନ୍ଦ୍ରୀୟଙ୍କ ନେତୃତ୍ୱଙ୍କର ପ୍ରୟାସ ଜାରି ରହିଛି ।…

ପଦ୍ମ ଫୁଟାଇବ ମୋଦି ଲହର!

ଭୁବନେଶ୍ଵର: ଓଡିଶାର ନିର୍ବାଚନୀ ପାଣିପାଗ ବଦଳାଇବ କି ମୋଦି ହାୱା ! ପ୍ରଥମ ପ୍ରଚାରରେ ଜୋଶ୍ ଭରିଲେ । ଶପଥ ତାରିଖ କହି ସିଧା ଟାର୍ଗେଟ୍ କଲେ । ମୋଦିଙ୍କ ପ୍ରଥମ କ୍ୟାମ୍ପେନିଂରେ ହିଁ ବିଜେଡି ନେତାଙ୍କ ନିଦ ହଜିଥିବା ବିଜେପି ନେତା କହୁଛନ୍ତି । ତେବେ ବିଜେପି ସରକାର ଗଢିବା ନେଇ ମୋଦିଙ୍କ…

ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେଡି, କ’ଣ ରହିଛି ଫୋକସ୍ ରେ ଜାଣନ୍ତୁ…

ଭୁବନେଶ୍ବର: ବିଜେଡି ଆଜି ତାର ନିର୍ବାଚନ ଇସ୍ତାହାର ଜାରି କରିଛି । ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି । ଇସ୍ତାହାରରେ ବଡ଼ବଡ଼ ପ୍ରତିଶ୍ରୁତି ଦେଇଛି ଦଳ । ବିଶେଷ କରି ଦଳ ଫୋକସ୍‌ରେ ଅଛନ୍ତି ଯୁବ ଭୋଟର ଓ ମଧ୍ୟବିତ୍ତ ବର୍ଗର ଲୋକ ।…