Latest Odisha News

BREAKING NEWS

Browsing Category

ରାଜନୀତି

କନିଷିରୁ ମୋଦୀଙ୍କ ବଡ଼ ଦାବି, ତ୍ରିପୁରା ଭଳି ଏଥର ଓଡ଼ିଶାର ନିର୍ବାଚନ ଫଳାଫଳ ହେବ?

ବ୍ରହ୍ମପୁର: ଓଡ଼ିଶାରେ ଜୁନ ୪ ତାରିଖରେ ବିଜେଡି ସରକାର ହଟିବ । ବିଜେପି ଏଠାରେ ଜୁନ ୧୦ରେ ସରକାର ଗଢ଼ିବ। ବ୍ରହ୍ମପୁର କିନିଷିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଅଭିଭାଷଣ ରଖିଛନ୍ତି। ଯଦିଓ ଏହା ଶୁଣିବାକୁ ଅଡୁଆ ଲାଗୁଛି କିନ୍ତୁ ଲୋକଙ୍କୁ ବିଶ୍ବାସ ଦେବାକୁ ଯାଇ ତ୍ରିପୁରାରେ କଥା…

ବ୍ରହ୍ମପୁରରେ ମୋଦୀଙ୍କ ଅଭିଭାଷଣ; ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌, ୧୦ରେ ମୁଖ୍ୟମନ୍ତ୍ରୀ ଶପଥ ନେବେ

ବ୍ରହ୍ମପୁର: ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର କନିଷି ସଭାରେ ପହଞ୍ଚିଛନ୍ତି ମୋଦି । ବ୍ରହ୍ମପୁର କନିଷି ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ । କିହିଲେ କାଲି ମୁଁ…

ବିଜେଡି, କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହେଲେ ଜଜ୍ଞେଶ୍ୱର ବାବୁ

ବଲାଙ୍ଗୀର: ନିକଟରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ବିଧାୟକ ଜଜ୍ଞେଶ୍ୱର ବାବୁ ବଲାଙ୍ଗୀରରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଜଜ୍ଞେଶ୍ୱର ବାବୁଙ୍କ ସହ ତାଙ୍କ ଶତାଧିକ ସମର୍ଥକଙ୍କୁ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସହରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପିରେ ସ୍ୱାଗତ…

ବିବାଦ ଘେରରେ ଆଇପିଏସ ଆଶିଷ ସିଂ, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି

ନୂଆଦିଲ୍ଲୀ: ଆଇପିଏସ୍ ଆଶିଷ ସିଂହଙ୍କର ନିକଟରେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ପରେ ବଦଳି ହୋଇଥିଲେ ମଧ୍ୟ ସେ ବିଜୁ ଜନତା ଦଳ (ବିଜେଡି)ର ନିର୍ବାଚନ ପରିଚାଳନା କରୁଥିବା ବିଜେପି ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ରେ ଆଇପିଏସ ଆଶିଷ ସିଂହ ଇନ୍ସପେକ୍ଟର ଜେନେରାଲ…

ସହଜ ନୁହେଁ ସାନଖେମୁଣ୍ଡି

ଭୁବନେଶ୍ବର : ସାନଖେମୁଣ୍ଡିରେ ସରିଛି ସମରସଜ୍ଜା । ଗୋଟେପଟେ କଂଗ୍ରେସ ହେଭିଓ୍ବେଟ୍ ରମେଶ ଜେନା ତ ଅନ୍ୟପଟେ ଧରାକୋଟ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ । କ୍ୟାମ୍ପେନିଂରେ କମ୍ପୁଛି ଗାଁ, ରୁଦ୍ଧଦ୍ବାର ବୈଠକରେ ପ୍ରସ୍ତୁତ ଚାଲିଛି ବିଜୟ ବ୍ଲୁପ୍ରିଣ୍ଟ । ଭାବିଚିନ୍ତି ଗୋଟି ଚଳାଉଛନ୍ତି…

ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ବିଜେପିର ନିର୍ବାଚନୀ ଷ୍ଟଣ୍ଟ: ଚନ୍ନି

ଚଣ୍ଡିଗଡ: କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଜେପିର ନିର୍ବାଚନ ପୂର୍ବରୁ ଷ୍ଟଣ୍ଟ ବୋଲି କହିଛନ୍ତି। ଏସବୁ ଷ୍ଟଣ୍ଟ, ଆତଙ୍କବାଦୀ ଆକ୍ରମଣ…

ଗୁଜୁରାଟରେ ​​୩୫ ଜଣ ମୁସଲମାନ ପ୍ରାର୍ଥୀ ଲଢିବେ ନିର୍ବାଚନ, କଂଗ୍ରେସ କେତେ ଜଣଙ୍କୁ ଦେଲା ଟିକେଟ୍ ?

ସୁରାଟ: ଚଳିତ ଗୁଜୁରାଟ ଲୋକସଭା ନିର୍ବାଚନରେ ​​୩୫ ଜଣ ମୁସଲମାନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥର କିନ୍ତୁ କଂଗ୍ରେସ ଏହାର ପରମ୍ପରାକୁ ଭାଙ୍ଗିଛି। ମୁସଲମାନ ସମ୍ପ୍ରଦାୟର ଜଣେ ବି ବ୍ୟକ୍ତିଙ୍କୁ ଟିକେଟ ଦେଇନି କ‌ଂଗ୍ରେସ। ଏନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।  କଂଗ୍ରେସ…

ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ

ପୁରୀ: କଂଗ୍ରେସ ପାର୍ଥି ଉମା ବଲଭ ରଥଙ୍କୁ ଆକ୍ରମଣ। ସନ୍ଧ୍ୟା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରଚାର କରୁଥିବା ବେଳେ କିଛି ଦୃର୍ବୃତ ଆକ୍ରମଣ କରିଛନ୍ତି। ତେବେ ଆକ୍ରମଣରେ ମୁଣ୍ଡରେ ଆଘାତ ଲାଗିଛି। କିଏ ଓ କହଁକି ଆକ୍ରମଣ କରିଛି ଏଯାଏ ସ୍ପଷ୍ଟ ହୋଇନାହିଁ। ପୁରୀ କୁମ୍ଭରପଡା ଥାନାରେ  ଏ…

ବିଜେପି ଇସ୍ତାହାରକୁ ପାଣ୍ଡିଆନଙ୍କ କଟାକ୍ଷ, କହିଲେ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଇସ୍ତାହାର

ଭୁବନେଶ୍ୱର: ବିଜେପିର ଇସ୍ତାହାରକୁ ବିଜେଡିର ନମ୍ବର ଟୁ ନେତା ଭି. କେ ପାଣ୍ଡିଆନ କଲେ ସମାଲୋଚନା। କହିଲେ ଲୋକଙ୍କୁ ଭୂଆଁ ବୁଲାଇବାକୁ ଇସ୍ତାହାର ତିଆରି ହୋଇଛି। ସେ କହିଛନ୍ତି, ଯଦି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଂକା କରିବାର ଥିଲା ତାହେଲେ ବିଜେପି ୧୦ ବର୍ଷ କ୍ଷମତାରେ…

ଆସନ୍ତାକାଲି କଳାହାଣ୍ଡିରେ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କଳାହାଣ୍ଡି: ଆସନ୍ତାକାଲି ଦିନିକିଆ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳ ୧୧.୦୫ ରେ ଭବାନୀପାଟଣା ଶ୍ରୀକୃଷ୍ଣ ନଗର ପଡିଆରେ ପହଞ୍ଚିବା ପରେ ସେଠାରେ ନିର୍ବାଚନୀ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଗତ ଦିନରେ ଜିଲ୍ଲାରେ…