Latest Odisha News

BREAKING NEWS

Browsing Category

ରାଜନୀତି

ନବୀନଙ୍କୁ ଷ୍ଟାର ପ୍ରଚାରକ କହୁଥିଲା ବିଜେଡି, ଏବେ କଳାକାର କାହିଁକି ଖୋଜା ପଡ଼ିଲେ ପଚାରିଲା ବିଜେପି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଓଲିଉଡ କଳାକାରଙ୍କୁ ଟାର୍ଗେଟ କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୁ ଜନତା ଦଳ (ବିଜେଡି)କୁ ତୀବ୍ର ସମାଲୋଚନା କରିଛି । ବିଜେପି ନେତ୍ରୀ ତଥା ଓଲିଉଡ ଅଭିନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି, ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ଓ…

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ସହ ଲଢିବେ ବିକ୍ରମାଦିତ୍ୟ ସିଂହ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରୁଛି ବିଜେପି । ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ  ଟିକେଟ୍‌ ଦେଇଛି ବିଜେପି। ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ଟକ୍କର ଦେବେ କଂଗ୍ରେସର ବିକ୍ରମାଦିତ୍ୟ ସିଂହ। ମଣ୍ଡି ଲୋକସଭା…

କଳାକାରଙ୍କ ସହ ମଞ୍ଚରେ ନାଚି ନିର୍ବାଚନ ପ୍ରଚାର କଲେ ମମତା, କହିଲେ ମୋଦୀ ଗ୍ୟାରେଣ୍ଟି ମିଥ୍ୟା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ମିଥ୍ୟା ବୋଲି କହିଛନ୍ତି। ଏହା ସହିତ ସେ ମଧ୍ୟ ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନରେ ​​ବିଜେପି ୨୦୦ରୁ ଉର୍ଦ୍ଧ୍ୱ ଆସନ ଜିତିବ ନାହିଁ।…

ବିଜେପିରେ ଯୋଗ ଦେଲେ ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ

ଭୁବନେଶ୍ୱର: ବିଜେଡି ସହ ଦୀର୍ଘ ବର୍ଷର ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ବିଜେପିରେ ଯୋଗ ଦେଲି ବୋଲି ବିଜେଡି ରାଜ୍ୟ ସଂପାଦକ ତଥା ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ଅଜୟ ନାୟକ। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନାୟକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ…

କାହିଁକି ଆମଦାନୀ ନେତାଙ୍କୁ ଭରସା ?

ଭୁବନେଶ୍ୱର: ଦଳଡିଆଁ ନେତାଙ୍କୁ ଟିକେଟ୍ । କାହିଁକି ଆମଦାନୀ ନେତାଙ୍କୁ ବିଜେଡିର ଭରସା ? ବିଜୟ ପାଇଁ ରଣନୀତି, ନା ପ୍ରସ୍ତୁତି ଅଭାବରୁ ତରବରିଆ ନିଷ୍ପତ୍ତି ? ୩୩ପ୍ରତିଶତ ମହିଳାଙ୍କୁ ଟିକେଟ୍‌, ବିଗାଡିଲା କି ଆଶାୟୀଙ୍କ ଖେଳ? କାହିଁକି ନିଜ ଦଳ ନେତାଙ୍କ ଅପେକ୍ଷା ଆମଦାନୀ ନେତା ପସନ୍ଦ ?…

ବିଜେଡ଼ି ଓ ବିଜେପିର ଓଡ଼ିଶା ବିରୋଧି ନୀତି, କିଛି ନେତାମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିକାଶ ବାଟବଣା

ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ ବିଜେପି ନେତାମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନସାଧାରଣ ଦୀର୍ଘ ଦଶନ୍ଧି ଧରି ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଲୋକଙ୍କର କୌଣସି ଉନ୍ନତିମୂଳକ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପନ୍ନ ହୋଇପାରୁନାହିଁ । ଏ ସନ୍ଧର୍ଭରେ…

କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ସାକ୍ଷାତ କରିବାକୁ ମିଳିଲାନି ଅନୁମତି, ଅମାନବୀୟ ବ୍ୟବହାର କହିଲେ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବାକୁ ଅନୁମତି ଦିଆଗଲା ନାହିଁ। ଏନେଇ ଆମ୍ ଆଦମି ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଭାରତୀୟ ଜନତାଙ୍କ ବିରୋଧରେ…

ରାଜନୀତିରେ ପ୍ରବେଶ ପରେ କଣ ଅଭିନୟ ଛାଡିଦେବେ ଅରୁଣ ଗୋଭିଲ, ଜାଣନ୍ତୁ କଣ କହିଲେ ଅଭିନେତା

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆରେ ସବୁଠାରୁ ଲୋକପ୍ରିୟ ଅଭିନେତା ତଥା ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଚଳିତବର୍ଷ ରାଜନୀତିରେ ପ୍ରବେଶ କରିବା ସହିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । । ମେରଟ ଆସନରୁ ବିଜେପି ପାର୍ଥୀ ଭାବେ…

ବିରୋଧୀଙ୍କୁ ମୋଦୀଙ୍କ ଜବାବ, ଆମ୍ବେଦକର ଚାହିଁଲେ ମଧ୍ୟ ସମ୍ବିଧାନକୁ ଉଚ୍ଛେଦ କରିପାରିବେନି

ଜୟପୁର: ରାଜସ୍ଥାନର ବାରମେରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସମ୍ବିଧାନକୁ ନଷ୍ଟ କରିବାକୁ ଲକ୍ଷ୍ୟ ରଖିଛି ବୋଲି ବିରୋଧୀଙ୍କ ଦାବିର ଜବାବ ଦେଇଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ ତାଙ୍କ ସରକାର ସମ୍ବିଧାନକୁ ସମ୍ମାନ ଦିଅନ୍ତି ଏବଂ…

ବାତ୍ୟା ପୂର୍ବ ପ୍ରସ୍ତୁତି ସମୀକ୍ଷା କଲା ଆଇଏମଡି

ନୂଆଦିଲ୍ଲୀ: ବିପର୍ଯ୍ୟୟ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏପ୍ରିଲ-ଜୁନ୍ ୨୦୨୪ ପାଇଁ ଏକ ପ୍ରାକ୍-ବାତ୍ୟା ମକ ଡ୍ରିଲ୍ କରିଛି। ଆଇଏମଡିର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀସ୍ଥିତ ମୌସମ ଭବନରେ ହାଇବ୍ରିଡ୍…