Latest Odisha News

BREAKING NEWS

Browsing Category

ରାଜନୀତି

ଆନ୍ଧ୍ରପ୍ରଦେଶରେ ଫର୍ମୁଲା ଫାଇନାଲ: ବିଜେପି, ଟିଡିପି, ଜନସେନା ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ପ୍ରାୟ ନିଶ୍ଚିତ ହୋଇଛି । ଏଥିପାଇଁ ସିଟ୍ ବଣ୍ଟା ଫର୍ମୁଲା ମଧ୍ୟ ଚୂଡ଼ାନ୍ତ ହୋଇଛି। ଟିଡିପି ସହ ବିଜେପି ଏକ ବୁଝାମଣା କରିଛି। …

କିଛି ଲାଭ, କିଛି କ୍ଷତି: ବିଜେଡି, ବିଜେପି ‘ମେଣ୍ଟ’ର ଅର୍ଥ ଉଭୟ ଦଳ ପାଇଁ କ’ଣ ହୋଇପାରେ?

ସନ୍ଦୀପ ମିଶ୍ର ଭୁବନେଶ୍ୱର: ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମେଣ୍ଟ କରିବେ ନା କରିବେନି? ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଉଭୟ ଦଳ ନିର୍ବାଚନୀ ମେଣ୍ଟ ଆଡ଼କୁ ଆଗେଇ ଆସୁଥିବାରୁ ଓଡ଼ିଶାରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ଅନ୍ତ ଘଟିବା…

୩ ଦିନିଆ ଓଡ଼ିଶା ଗସ୍ତରେ ଆପ୍ ନେତା ସୌରଭ ଭରଦ୍ୱାଜ ଓ ବିରେନ୍ଦର ସିଂ, ଆଶାୟୀ ପ୍ରାର୍ଥୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ଆମ୍ ଆଦ୍‌ମୀ ପାର୍ଟିର ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକାକୁ ଦୃଷ୍ଟିରେ ରଖି ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ଓଡିଶା ପ୍ରଭାରୀ ତଥା ଦିଲ୍ଲୀ କ୍ଯାଣ୍ଟର ବିଧାୟକ ବୀରେନ୍ଦ୍ର…

ସନାତନଙ୍କୁ ନେଇ ଚିନ୍ତାରେ ବିଜେଡ଼ି !, ଉଠୁଛି ପଡ଼ୁଛି ଚମ୍ପୁଆ ରାଜନୀତି

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ବିଧାନସଭା ଆସନରେ ପୂର୍ବତନ ବିଧାୟକ ସନାତନ ମହାକୁଡ଼କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ନିର୍ବାଚନରେ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ଏବେଠାରୁ କେନ୍ଦୁଝର ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଲାଣି। ଏହି ଆସନରେ ପ୍ରାର୍ଥୀଙ୍କୁ ନେଇ ଘଡ଼ିକେ ଘୋଡ଼ ଛୁଟିବାରେ…

ବିଜେପି ସମର୍ଥନରେ ଝାଡ଼ଖଣ୍ଡରୁ ରାଜ୍ୟସଭା ପ୍ରାର୍ଥୀ ହେବେ ଓଡ଼ିଆ ବ୍ୟବସାୟୀ ହରିହର ମହାପାତ୍ର

ରାଞ୍ଚି: ଝାଡଖଣ୍ଡର ଦୁଇଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ଦୁଇ ଜଣ । ଏଥିମଧ୍ୟରୁ ଜଣେ ରହିଛନ୍ତି ଓଡ଼ିଆ । ମୁମ୍ବାଇର ରହୁଥିବା ଏହି ଓଡ଼ିଆ ବ୍ୟବସାୟୀ ହେଉଛନ୍ତି ହରିହର ମହାପାତ୍ର। ସେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ନେଇଛନ୍ତି।…

ନୀତିନ ଗଡକରୀଙ୍କୁ ଉଦ୍ଧବଙ୍କ ଅଫର ଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ବିଜେପି ଛାଡି ମହା ବିକାଶ ଅଘାଡିରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ଏହି ବିବୃତ୍ତି ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।…

ୱାୟନାଡରେ ରାହୁଲଙ୍କ ବିରୋଧରେ ପ୍ରାର୍ଥୀ କିଏ, ବଢ଼ିବ କି ଇଣ୍ଡିଆ ମେଣ୍ଟର ଫାଟ?

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆନୁଷ୍ଠାନିକ ଭାବେ ୩୯ ଜଣପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସ୍ଥାନ ପାଇଥିବା ଉଲ୍ଲେଖନୀୟ ନାମ ମଧ୍ୟରେ ଅଛନ୍ତି ରାହୁଲ ଗାନ୍ଧି, ଯିଏ କି ପୁଣି ଥରେ କେରଳର ୱାୟନାଡରୁ ନିର୍ବାଚନ ଲଢ଼ିବେ। ଏହି ନିର୍ବାଚନ…

ଛିଣ୍ଡିଲାନି ମେଣ୍ଟ ଗଣିତ? ଏକାକୀ ବିଜେପି ନିର୍ବାଚନ ଲଢ଼ିବ କହିଲେ ମନମୋହନ ସାମଲ

ଭୁବନେଶ୍ୱର: ଦିଲ୍ଲୀରୁ ଫେରିଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଦିଲ୍ଲୀ ଗସ୍ତ ସମୟରେ ମେଣ୍ଟ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ଯାହା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓ ବିଜୁ ଜନତା ଦଳ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ଯେଉଁ କଳ୍ପନାଜଳ୍ପନା…

ସମ୍ଭାବ୍ୟ ବିଜେଡି-ବିଜେପି ମେଣ୍ଟ ଘୋଷଣା ବିଳମ୍ବ ପଛର କାରଣ କ’ଣ?

ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଗତ ଦୁଇ ଦିନ ହେବ କଳ୍ପନାଜଳ୍ପନା ଜୋର ଧରିଛି। ତେବେ ଏହି ମେଣ୍ଟକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ…

ୱାୟନାଡ଼ରୁ ରାହୁଲ ଗାନ୍ଧୀ, ରାଜନନ୍ଦାଗାଓଁରୁ ଭୂପେଶ ବଘେଲ ଲଢିବେ ନିର୍ବାଚନ, କଂଗ୍ରେସ ଜାରିକଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଗାମୀ ଏକ ସପ୍ତାହ ମଧ୍ୟରେ ତାରିଖ ଘୋଷଣା ହୋଇପାରେ। ଏଥିପାଇଁ ଆଜି କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ରାହୁଲ ଗାନ୍ଧୀ, ଭୁପେଶ ବଘେଲଙ୍କ…