Latest Odisha News

BREAKING NEWS

Browsing Category

ରାଜନୀତି

ଫୋକସ ଢେଙ୍କାନାଳ ଲୋକସଭା, ପଦ ଛାଡିବେ ଉପବାଚସ୍ପତି ରଜନୀକାନ୍ତ ସିଂହ!

ଭୁବନେଶ୍ୱର: ଆଗକୁ ବିଧାନସଭା ସହିତ ଲୋକସଭା ନିର୍ବାଚନ। ଏହାପୂର୍ବରୁ ସମସ୍ତ ଦଳ ପରସ୍ପର ବିରୋଧରେ କ୍ଷେତ୍ର ପ୍ରସ୍ତୁତି କରୁଛନ୍ତି। କିନ୍ତୁ ସଦ୍ୟ ସୂଚନା ଅନୁଯାୟୀ ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ପଦରୁ ଆସନ୍ତା ଶୀତ ଅଧିବେଶନ ପୂର୍ବରୁ ଇସ୍ତଫା ଦେଇପାରନ୍ତି। ଯଦିଓ ଏହାକୁ ନେଇ…

ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ହେଉଛନ୍ତି ସଜବାଜ। ସକ୍ରିୟ ହୋଇଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବିଜେପି ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିମାନଙ୍କ ନାମ ତାଲିକା ଘୋଷଣା କରିଛି। ରାଜ୍ୟ…

ଛତିଶଗଡରେ ବିଜେପି କହିଲା ୩୧୦୦ ଦେବି, କଂଗ୍ରେସ କହିଲା ୩୨୦୦ ଦେବି

ଭୁବନେଶ୍ୱର: ରାତି ପାହିଲେ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଯେଉଁ ୨୦ ଟି ବିଧାନସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ସେଠାରେ ପ୍ରଚାର ଶେଷ ହୋଇଛି। ମତଦାନ ହେବାକୁ ଥିବା ୨୦ ଟି ସିଟରେ ୨୨୩ ଜଣ ପ୍ରାର୍ଥୀ ଲଢେଇରେ ରହିଥିବାବେଳେ ୪୦…

କଂଗ୍ରେସକୁ ‘ଚାଲୁ’ ପାର୍ଟି କହି ଅଖିଳେଶ ଭାଙ୍ଗିଦେଲେ ‘ଇଣ୍ଡିଆ’ ମେଣ୍ଟ!

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲଗାତର କଂଗ୍ରେସକୁ ଟାର୍ଗେଟ କରି ଚାଲିଛନ୍ତି। ମଧ୍ୟପ୍ରଦେଶରେ କଥା ଦେଇ ମେଣ୍ଟ ନ କରିବା ଯୋଗୁ ଲଗାତର କଂଗ୍ରେସକୁ ଆଟାକ କରି ଚାଲିଛନ୍ତି ଅଖିଳେଶ। ଏବେ କିନ୍ତୁ ଏହା ଚରମ ସୀମାରେ ପହଂଚିଛି। ଯାହାକି…

ତେଲେଙ୍ଗାନା ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ୪୦ ଷ୍ଟାର ପ୍ରଚାରକଙ୍କ ତାଲିକା

ହାଇଦ୍ରାବାଦ: ନଭେମ୍ବର ୩୦ ରେ ହେବ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଏନେଇ ଭାରତ ରାଷ୍ଟ୍ର ସମିତି (ବିଆରଏସ), କଂଗ୍ରେସ ଏବଂ ବିଜେପି ପକ୍ଷରୁ ଚାଲିଛି ଜୋରଦାର ନିର୍ବାଚନୀ ପ୍ରସ୍ତୁତି । ଏଥର କଂଗ୍ରେସ ଏବଂ ବିଆରଏସ ମଧ୍ୟରେ କଡ଼ା ପ୍ରତିଯୋଗିତା ବିଷୟରେ ଆଲୋଚନା ହେଉଛି, କିନ୍ତୁ ବିଜେପି…

ନିର୍ବାଚନ ପୂର୍ବରୁ ୩ ଦିନିଆ କେଦାରନାଥ ଗସ୍ତରେ ରାହୁଲ ଗାନ୍ଧୀ

ଡେରାଡୁନ: କେଦାରନାଥ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ଅପରାହ୍ନରେ କେଦାରନାଥରେ ପହଞ୍ଚି ବାବା କେଦାରଙ୍କୁ ଦର୍ଶନ କରିଛନ୍ତି ରାହୁଲ । ସେଠାରେ ସେ ତିନି ଦିନ ଧରି ରହିବେ । ଏଥିପାଇଁ ଗରହୱାଲ ସ୍ଥିତ ଗେଷ୍ଟ ହାଉସ ବୁକ୍ କରାଯାଇଛି । ସେଠାରେ ସେ ରାତ୍ରୀଯାପନ କରିବେ ବୋଲି…

‘ମହାଦେବଙ୍କୁ ବି ଛାଡିଲନି’ ବୋଲି ମୋଦୀଙ୍କ ଅଭିଯୋଗର ଜବାବ ରଖିଲେ ଛତିଶଗଡ ସିଏମ୍ ବାଘେଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଛତିଶଗଡ଼ରେ କଂଗ୍ରେସ ସରକାର ଉପରେ ଦୁର୍ନୀତି ଅଭିଯୋଗ ଆଣି କହିଛନ୍ତି ଯେ, କଂଗ୍ରେସ ସରକାର 'ମହାଦେବ'ଙ୍କୁ ମଧ୍ୟ ଛାଡ଼ି ନାହିଁ। ଅନଲାଇନ୍ ବେଟିଂ ଆପ୍ ମହାଦେବର ପ୍ରମୋଟରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ 508 କୋଟି ଟଙ୍କା…

କର୍ଣ୍ଣାଟକରେ ‘ପେସିଏମ’ ଭଳି ତେଲେଙ୍ଗାନାରେ ‘ଏଟିଏମ’ କଂଗ୍ରେସକୁ ଜିତାଇଦେବ!

ଭୁବନେଶ୍ୱର: ତେଲେଙ୍ଗାନାରେ ସମ୍ପୂର୍ଣ୍ଣ କର୍ଣ୍ଣାଟକ ଢାଞ୍ଚାରେ ଆଗ୍ରେସିଭ ପ୍ରଚାର କରୁଛି କଂଗ୍ରେସ। କର୍ଣ୍ଣାଟକ ନିର୍ବାଚନରେ ଯେଭଳି ୪୦ ପ୍ରତିଶତ କମିଶନ ସରକାର କ୍ୟାମ୍ପେନ କରି ତତ୍କାଳୀନ ବିଜେପି ସରକାର ବିପକ୍ଷରେ ଏକ ବଡ଼ ମାହୋଲ ତିଆରି କରିଥିଲା । କଂଗ୍ରେସ ଏବେ ତେଲେଙ୍ଗାନାରେ…

ବିଜେପିର ‘ରାମ’ ବାଣକୁ ରୋକିବ ଜଗନ୍ନାଥଙ୍କ ‘ଶଙ୍ଖ’ !

ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ଉଦଘାଟନ କରିବେ। ଯାହାକୁ ନେଇ ସାରା ଦେଶରେ ଏକ ବଡ଼ ବାତାବରଣ ତିଆରି କରିବା ପାଇଁ ବିଜେପି ବଡ଼ ଯୋଜନା କରୁଛି। ଦେଶର ପ୍ରତ୍ୟେକ ପ୍ରାନ୍ତରୁ ରାମ…

ଓଡ଼ିଶା ଦୁଇ ଭାଗ ହେବା ପ୍ରସଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ: ନରସିଂହ ମିଶ୍ର

ଭୁବନେଶ୍ୱର: ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ବୟକଟ୍ ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ଦୁଇ ଭାଗ ହେଲେ ଦାୟୀ ରହିବେ ବୋଲି ସେ କହିଛନ୍ତି। ନରସିଂହ ମିଶ୍ର କହିଛନ୍ତି ଯେ, ବିଜେଡି…