Latest Odisha News

BREAKING NEWS

Browsing Category

ରାଜନୀତି

ସ୍ବତନ୍ତ୍ର ଅଧିବେଶନରେ ‘ମୋଦୀ ଚାଳିଶା’ ଜପିବାକୁ ଯିବୁ ନାହିଁ: କଂଗ୍ରେସ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏଜେଣ୍ଡା ଓ ପ୍ରସ୍ତାବିତ କାର୍ଯ୍ୟସୂଚୀ ପ୍ରକାଶ ନପାଇବାରୁ ମଙ୍ଗଳବାର ସରକାରଙ୍କୁ କଂଗ୍ରେସ ତୀବ୍ର ଭର୍ତ୍ସନା କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଯେତେବେଳେ ବି ସ୍ୱତନ୍ତ୍ର ଅଧିବେଶନ ଡକାଯାଏ, ସବୁ…

‘ଭାରତ ଯୋଡୋ’ ନାଁରେ କଂଗ୍ରେସ ରାଲି କରିପାରିବ, ‘ଭାରତ ମାତା କି ଜୟ’ ନାରାରେ ଅଡ଼ୁଆ…

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡା ମଙ୍ଗଳବାର କହିଛନ୍ତି ଯେ କଂଗ୍ରେସର ନା ଦେଶ ପ୍ରତି ନା ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ପ୍ରତି କାହା ପ୍ରତି ସମ୍ମାନ ରହିଛି? ଏହି ଦଳ କେବଳ ଗୋଟିଏ ସ୍ୱତନ୍ତ୍ର ପରିବାରର ମହିମାକୁ ନେଇ ଚିନ୍ତିତ ବୋଲି କହିଛନ୍ତି। 'ଇଣ୍ଡିଆର ରାଷ୍ଟ୍ରପତି'…

ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ: ସଭାପତି ଓ ପୂର୍ବତନ ସଭାପତିଙ୍କ ଶୀତଳ ଯୁଦ୍ଧ, ଦ୍ୱନ୍ଦରେ କର୍ମୀ

ସୁବର୍ଣ୍ଣପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ପକ୍ଷରୁ ଗାଁ ଗାଁରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ସବୁ ଆୟୋଜିତ ହେଉଛି। ଏହାରି ଭିତରେ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିଜେପିରେ ଗୋଷ୍ଠୀ କନ୍ଦଳ।…

ସେପ୍ଟେମ୍ବର ୨୫ରୁ ପିସିସିର ‘ଘରେ ଘରେ କଂଗ୍ରେସ ଅଭିଯାନ’

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କମିଟି ତରଫରୁ କଂଗ୍ରେସ ଭବନ, ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଚଳିତ ମାସ ୨୫…

ରାମ ମନ୍ଦିର ପାଇଁ ଏକାଠି ହେବେ ମୋଦି ଯୋଗୀ !

ଭୁବନେଶ୍ୱର: ଦେଶରେ ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ପାଞ୍ଚ ତାରିଖରେ ସେ ମୋଦିଙ୍କୁ ସାକ୍ଷାତ କରିବେ। ଅଯୋଧ୍ୟାରେ ହେଉଥିବା ରାମ ମନ୍ଦିର ଉଦଘାଟନ ସମ୍ପର୍କିତ…

ଏମପିରେ ଆଶୀର୍ବାଦ ମାଗୁଛି ବିଜେପି, କିନ୍ତୁ ଦଳୀୟ ନେତା ପାଲଟିଛନ୍ତି ଅଭିଶାପ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ମଧ୍ୟପ୍ରଦେଶରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିତ୍ରକୁଟରୁ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟବ୍ୟାପୀ ଏକ ବଡ଼ ବାତାବରଣ ତିଆରି…

୧୦୮ ପ୍ରସଙ୍ଗକୁ ନେଇ ବିଜେପି ତିଆରି କଲା ଚାର୍ଜସିଟ: ବର୍ଷିଲେ ବିଜେଡି ବିଧାୟକ ଦେବୀ, ରୋହିତ

ଭୁବନେଶ୍ବର: ପୁଣି ବିସ୍ଫୋରକ ବୟାନ ଦେଇ ରାଜ୍ୟ ରାଜନୀତିକୁ ହଲଚଲ କରି ଦେଇଛନ୍ତି ଜୟନାରାୟଣ ମିଶ୍ର । ରାଜ୍ୟ ଚଳାଇବା ପାଇଁ ପାଣ୍ଡିଆନଙ୍କୁ ଲିଜ ଦେଇଛନ୍ତି ନବୀନ ପଟ୍ଟନାୟକ । ହେଲେ ଏଥର  ରାଜ୍ୟରେ ଆଉ ରହିବନି ଲିଜ ସରକାର । ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକ ଗିରଫ ହେବେ, ଜେଲରେ ରହିବେ ।…

ହକି ଛାଡି ହାତ ଧରିଲେ ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ହକି ଷ୍ଟିକ ଛାଡି ହାତ ଧରିଲେ । କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠିକ ଭାବେ ଦଳରେ ସାମିଲ ହୋଇଛନ୍ତି ଏଇ ହକି ତାରକା । ପ୍ରବୋଧ କଂଗ୍ରେସରେ ମିଶିବା ନେଇ ପୂର୍ବରୁ ଆଲୋଚନା…

ରାଜ୍ୟ କାର୍ଯ୍ୟାଳୟରେ ‘କୋର କମିଟି’ ବୈଠକ, ଆଗାମୀ ନିର୍ବାଚନ ପାଇଁ ବିଜେପିର ରୋଡମ୍ୟାପ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ୨୦୨୪ ନିର୍ବାଚନ ରଣନୀତି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରୋଡମ୍ୟାପ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷର…

‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ନୁହେଁ ‘ୱାନ୍ ନେସନ୍ ୱାନ୍ ଏଜୁକେସନ୍’ ଆବଶ୍ୟକ:…

ନୂଆଦିଲ୍ଲୀ: ହରିୟାଣାରେ ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ରାଜନୈତିକ ଦଳଗୁଡ଼ିକ ସକ୍ରିୟ ଥିବା ନଜର ଆସିଛି। ଏହି କ୍ରମରେ ଆମ୍ ଆଦମୀ ପାର୍ଟି (ଆପ୍) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଭୱାନୀରେ ପହଞ୍ଚିଛନ୍ତି। ଏହି…