Latest Odisha News

BREAKING NEWS

Browsing Category

ରାଜନୀତି

‘ମୁଖ୍ୟମନ୍ତ୍ରୀ ଅସୁସ୍ଥ’, ତାଙ୍କୁ ଗୃହବନ୍ଦୀ ରଖାଯାଇଛି ବୋଲି କହିଲେ ଅପରାଜିତା

ଭୁବନେଶ୍ୱର: ପୁଣି ନା ନନେଇ ଟାର୍ଗେଟ୍ କଲେ ଅପରାଜିତା । ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ମଳିପଡ଼ାର ଏକ ସଭାରେ ପୁଣି ଥରେ ବର୍ଷିଛନ୍ତି । କହିଛନ୍ତି, ରାଜ୍ୟରେ ନିର୍ବାଚିତ ନେତା, ମନ୍ତ୍ରୀ ସଭାକୁ ଯାଉ ନାହାନ୍ତି କି ଘୋଷଣା କରୁ ନାହାନ୍ତି ।…

ମହାରାଷ୍ଟ୍ରରେ ବିଜେପିର ପ୍ରେସର ଗେମ, ସିନ୍ଦେ ନିଜେ ଛାଡି ପଳାଇବେ!

ଭୁବନେଶ୍ୱର: ମହାରାଷ୍ଟ୍ରରେ ହରଡ଼ଘଣାରେ ପଡିଛନ୍ତି ଏକନାଥ ସିନ୍ଦେ। ସିନ୍ଦେ ବିଜେପି ସରକାରରେ ଅଜିତ ପାୱାର ଗୋଷ୍ଠୀଙ୍କ ଏଣ୍ଟ୍ରି ପରେ ସିନ୍ଦେ ଗୋଷ୍ଠୀ ବିଧାୟକ ଓ ନେତାମାନଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସେଥିପାଇଁ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ବିଜେପିକୁ ଘାରିଲା ଗାଦି ବଞ୍ଚାଇବା ଚିନ୍ତା! ମୋଦି କଲେଣି ମାରାଥାନ ପ୍ରଚାର

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଜୋରଦାର କରିଛନ୍ତି। ଦେଶର ବିଭିନ୍ନ ପ୍ରମୁଖ ରାଜ୍ୟ ସହ ଲୋକସଭା ନିର୍ବାଚନ ଥିବାରୁ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ବିଜେପି ଉଦ୍ୟମକୁ ଜୋରଦାର କରିଛି। ସେଥିପାଇଁ ସାଙ୍ଗଠନିକ ପରିବର୍ତ୍ତନଠୁ ଆରମ୍ଭ କରି…

ଡିଏନ୍ ଗ୍ରୁପ୍ ଉପରେ ଆୟକର ଚଢ଼ଉକୁ ନେଇ ବିଜେପି ଡାର୍ଟି ପଲିଟିକ୍ସ କରୁଛି: ବିଜେଡି

ଭୁବନେଶ୍ୱର: ସ୍ପର୍ଶକାତର ମାମଲାରେ ବିଜେଡି ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ। ତେଣୁ ଏବେ ଡିଏନ୍ ଗ୍ରୁପ୍ଉ ପରେ ଆୟକର ଚଢ଼ଉକୁ ନେଇ ଓଡ଼ିଶା ବିଜେପି ନେତାମାନେ ପୁଣିଥରେ ଡାର୍ଟି ପଲିଟିକ୍ସ କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।…

ଏକାଠି ହେଲେ ଗେହଲଟ ପାଇଲଟ!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ସଚିନ ପାଇଲଟଙ୍କୁ ମନେଇବାରେ ସଫଳ ହୋଇଛି କଂଗ୍ରେସ। ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ଆଗୁଆ ରଣନୀତି ପ୍ରସ୍ତୁତ କରିଛି। ଦଳ ସେଠାରେ କ୍ଷମତାରେ ଥିବାବେଳେ ଆଗକୁ ମଧ୍ୟ କିଭଳି କ୍ଷମତାକୁ ଆସିବ ସେ ନେଇ କଂଗ୍ରେସର କେନ୍ଦ୍ରୀୟ…

କାମ ଦେବ କି ବିଜେପିର ଗୌହାଟୀ ଗଣିତ?

ଭୁବନେଶ୍ୱର: ବଦଳୁଛି ବିଜେପିର ସାଙ୍ଗଠନିକ କଳେବର। ଦଳର ଜାତୀୟ ସଂଗଠନ ସହ ରାଜ୍ୟ ସଂଗଠନ ଗୁଡିକୁ ନୂଆ ରୂପ ଦେବା ପାଇଁ ଦଳ ପକ୍ଷରୁ ଜୋରଦାର କସରତ ଚାଲିଛି। ଏଥିସହିତ ଦେଶର ବିଭିନ୍ନ ଅଞ୍ଚଳକୁ ଜୋନରେ ଭାଗ କରି ଦଳ ବିଭିନ୍ନ ରାଜ୍ୟର ନେତାଙ୍କ ସହ ବୈଠକ ଆରମ୍ଭ କରିଛି। ଏହି ଅବସରରେ…

ବିଜେପି କମାଇଲା ବିଧାନସଭା ଆସନ ସଂଖ୍ୟା ଲକ୍ଷ୍ୟ; ବିଜେଡି, କଂଗ୍ରେସ ରଖିଲେ ଜବାବ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦୃଢୋକ୍ତି ପ୍ରକାଶ କରିଛି ଯେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୮୦ଟି ବିଧାନସଭା ଓ ୧୮ଟି ଲୋକସଭା ଆସନରେ ବିଜେପି ବିଜୟୀ ହେବ। ଏହି ଦାବି କରିଛନ୍ତି ଦଳର ସାରସକଣା ବିଧାୟକ ବୁଧନ ମୁର୍ମୁ। ପୂର୍ବରୁ ଓଡ଼ିଶାରେ ବିଜେପି ଦୁର୍ବଳ ଥିଲେ…

୨ ରାଜ୍ୟ ଏକାଠି ବସିଲେ ମହାନଦୀ ବିବାଦର ସମାଧାନ ସମ୍ଭବ କହିଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖରା ଦିନେ ମହାନଦୀ ଶୁଖିଲା ପଡ଼ୁଛି । ବର୍ଷା ଦିନେ ଉଛୁଳୁଛି । ମହାନଦୀକୁ ନେଇ ମୁଣ୍ଡ ଟେକିଥିବା ବିବାଦର କେମିତି ହେବ ସମାଧାନ । ମାମଲା ଟ୍ରିବୁନାଲରେ ଗଡ଼ି ଚାଲିଥିବା ବେଳେ ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ୍. ସିଂହଦେଓ ମତ ରଖିଛନ୍ତି ।…

ଦରଦାମ ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ, ଫିଙ୍ଗିଲା ଟମାଟୋ

ଭୁବନେଶ୍ୱର: ଦରଦାମ ବଢ଼ୁଛି, ଆକ୍ରୋଶ ତେଜୁଛି । ରାଜ୍ୟରେ ପନିପରିବା ସହ ଅନ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି । ପରିବା ବଜାରରେ କୌଣସି ବି ପନିପରିବା ଦର ଶହେ ତଳେ ନାହିଁ । ଯାହାକୁ ନେଇ ଜନ ଆକ୍ରୋଶ ବଢ଼ିଥିବା ବେଳେ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଓଡ଼ିଶା…

ଶରଣ ପଶିଲେ ଜଗନ!

ଭୁବନେଶ୍ୱର: ବିଜେପିର ଆଭିମୁଖ୍ୟକୁ ନେଇ ଚିନ୍ତାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ। କେନ୍ଦ୍ରର ବିଜେପି ସରକାରକୁ ସବୁବେଳେ ସହଯୋଗ ଯୋଗାଇ ଆସୁଥିବା ଜଗନଙ୍କୁ ବିଜେପିର କେନ୍ଦ୍ରୀୟ ନେତାମାନେ ଟାର୍ଗେଟ କରିବା ପରେ ଜଗନଙ୍କ ଚିନ୍ତା ବଢିଛି। ଏପରିକି ମୋଦୀଙ୍କ ନଅ ବର୍ଷ ଶାସନ…