Latest Odisha News

BREAKING NEWS

Browsing Category

ରାଜନୀତି

ଡେଲିଭରି ବୟରୁ ମେକାନିକ ପର୍ଯ୍ୟନ୍ତ ରାହୁଲଙ୍କ ଯାତ୍ରା !

ଭୁବନେଶ୍ୱର: କେତେବେଳେ ଡେଲିଭରି ବୟଙ୍କ ସ୍କୁଟରରେ ତ କେତେବେଳେ ଟ୍ରକରେ। ଆଉ କେତେବେଳେ ବାଇକ ଗ୍ୟାରେଜରେ। ଗତ କିଛି ମାସ ଧରି ବିଭିନ୍ନ ବର୍ଗର ତୃଣମୂଳ ସ୍ତରର ଲୋକଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଖାଯାଉଛନ୍ତି। ସେମାନଙ୍କ ସହ ଯାତ୍ରା କରୁଛନ୍ତି ସେମାନଙ୍କ ସୁଖଦୁଃଖ…

କେନ୍ଦ୍ରକୁ ରେଳ ଦୁର୍ଘଟଣାର ଜବାଵ ମାଗିଲେ କଂଗ୍ରେସ ନେତା

ଭୁବନେଶ୍ୱର: ବାଲେଶ୍ୱର ରେଳ ଦୁର୍ଘଟଣାରେ କେତେ ଜୀବନ ଅକାଳରେ ଚାଲିଗଲା। ଏହାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଲା। ଦେଶର ରାଜନୀତି ମଧ୍ୟ ତୀଵ୍ର ହେଲା। ଘଟଣାର ସିବିଆଇ ତଦନ୍ତ ମଧ୍ୟ ଚାଲିଛି। କିନ୍ତୁ ଏହାର ଫଳ କଣ ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ…

ଦଳବଳ ନେଇ ପଟୁଆରରେ ମହାରାଷ୍ଟ୍ର ପଳେଇଲେ କେସିଆର !

ଭୁବନେଶ୍ୱର: ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତିର ବହୁ ପ୍ରଭାବୀ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଆଗକୁ ଥିବା ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ କେସିଆରଙ୍କ ବିଆରଏସକୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ଓ ବିଜେପି ସଜବାଜ ହେଉଛନ୍ତି। ଏପରିକି କଂଗ୍ରେସ ମହାସଚିବ ପ୍ରିୟଙ୍କା…

କର୍ଣ୍ଣାଟକରେ ହାରିବା ପରେ.. ବିଜେପି ଲଢୁଛି ବିଜେପି ସହ, ବୋମ୍ମାଇ ସାଜିଛନ୍ତି ଦେଖଣାହାରୀ !

ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ନେତାଙ୍କ ମଧ୍ୟରେ ଲଢ଼େଇ ତୀଵ୍ର ହେବାରେ ଲାଗିଛି। ଦଳର ପ୍ରମୁଖ ନେତାମାନେ ଏହି ବଡ଼ ପରାଜୟ ପାଇଁ ପରସ୍ପରକୁ ଦୋଷ ଦେଉଥିବାବେଳେ ଏବେ କିନ୍ତୁ ଖୋଲାଖୋଲି ଲଢ଼େଇକୁ ଓଲ୍ହାଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତାମାନେ ମୋଦିଙ୍କ ୯ ବର୍ଷ…

ବଢ଼ିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ: ସରକାରୀ ବଙ୍ଗଳା ନବୀକରଣର ଅଡ଼ିଟ୍ କରୁଛି CAG

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣରେ ଆର୍ଥିକ ଅନିୟମିତତା ଅଭିଯୋଗର ଅଡିଟ୍ ଆରମ୍ଭ କରିଛି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧିକାରୀମାନେ । ଏହି…

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଦୁର୍ନୀତି ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛି ବିଜେପି । ଦଳ ପକ୍ଷରୁ କୁହାଯାଇଛି- ସତ, ମିଛ କହି ଓଡ଼ିଶାବାସୀଙ୍କୁ ବାରମ୍ବାର ପ୍ରତାରଣା କରିବା ଶାସକ ବିଜୁ ଜନତା ଦଳର ଅଭ୍ୟାସରେ ପରିଣତ ହୋଇଛି । ନିଜ ମିଛ ଧରାପଡିବା ପରେ ଅନ୍ୟ ମୁଣ୍ଡରେ…

ବିରୋଧରେ କହି ବିପଦକୁ ଡାକୁଛନ୍ତି କି ସୌମ୍ୟ?

ଭୁବନେଶ୍ୱର: ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଗତି କୁଆଡେ? ସୌମ୍ୟ କଣ ଆଗକୁ ଅନ୍ୟ କିଛି ଯୋଜନା କରୁଛନ୍ତି କି? ବିଜେଡି ଠାରୁ ନିଜକୁ ଦୁରେଇ ନେଉଛନ୍ତି କି ସୌମ୍ୟ? ଖଣ୍ଡପଡାରୁ ଆଉ କଣ ବିଜେଡି ପ୍ରାର୍ଥୀ ହେବେନି କି ସୌମ୍ୟ ରଞ୍ଜନ ପଟ୍ଟନାୟକ? ସୌମ୍ୟଙ୍କୁ ନେଇ…

ବଘେଲଙ୍କ ବାଣରେ ବିଜେପି ଘାଇଲା! ଶାହା ବଦଳାଇଲେ ରଣନୀତି

ଭୁବନେଶ୍ୱର: ଛତିଶଗଡ଼ରେ ଶାସନକୁ ବଜାୟ ରଖିବା ସହ ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିକ ସିଟ ଜିତିବା ପାଇଁ ଶାସନରେ ଥିବା କଂଗ୍ରେସ ସବୁ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଦଳ ପକ୍ଷରୁ ସଂଭାଗୀୟ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ବିଧାନସଭା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

‘ତେଲେଙ୍ଗାନା ରାଜନୀତି’, ବିଆରଏସ ବଳରେ ହାତ ହେଉଛି ବଳିୟାନ!

ଭୁବନେଶ୍ୱର: ସରଗରମ ହେଉଛି ତେଲେଙ୍ଗାନା ରାଜନୀତି। ନିର୍ବାଚନ ଯେତିକି ନିକଟତର ହେଉଛି ପ୍ରମୁଖ ଦଳଗୁଡିକ ନିଜ ନିଜର ଶକ୍ତି ସାଉଁଟିବା କାର୍ଯ୍ୟକୁ ତୀଵ୍ର କରୁଛନ୍ତି। ରାଜନୈତିକ ସମୀକରଣ ମଧ୍ୟ ବଦଳୁଛି। ଏଭଳି ସ୍ଥିତିରେ ତେଲେଙ୍ଗାନାରେ ବିଆରଏସକୁ ବଡ଼ ଝଟକା ଲାଗିବାକୁ ଯାଉଛି।…