Latest Odisha News

BREAKING NEWS

Browsing Category

ରାଜନୀତି

ଖେଳ ଖେଳିଲେ କେଜରିୱାଲ !

ଭୁବନେଶ୍ୱର: ପାଟନାରେ ବିରୋଧୀ ଏକତା ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ଼ ରାଜନୈତିକ ଗୋଟି ଚଳାଇଛନ୍ତି। ବିରୋଧୀ ଏକତା ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ପାଇଁ ଅଣାଯାଇଥିବା ଅଧ୍ୟାଦେଶ ପ୍ରସଙ୍ଗରେ ସବୁ ବିରୋଧୀଙ୍କୁ ଚିଠି ଲେଖିଛନ୍ତି…

ବିଜେଡି ଅଘୋଷିତ ଭାବେ ବିଜେପି ସହ ରହିଛି: ଟିଏମସି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି, ଦେଶର ଶାସକ ଦଳ ବିଜେପି ଏବଂ ଅଣ ବିଜେପି ଦଳ ତଥା ବିରୋଧୀଙ୍କ ସହ ସମ୍ପର୍କ କଥା ଉଠିଲେ ସମଦୂରତା ନୀତି ଆପଣାନ୍ତି ନବୀନ। ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଅନୁପସ୍ଥିତ ରହିଥିଲେ ମଧ୍ୟ ଦଳର ସାଂସଦଙ୍କୁ ନୂଆ…

ଗଦ୍ଦାର କିଏ, ଉଦ୍ଧବ ନା ସିନ୍ଦେ?

ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ ପରେ ଏବେ ଅନ୍ତଃରାଷ୍ଟ୍ରୀୟ ଗଦ୍ଦାର ଦିବସ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରରେ ଶିବସେନାର ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତବର୍ଷ ଆଜିର ଦିନରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୪୦ ବିଧାୟକ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିଥିଲେ।…

‘ରାମ ନାମ’ ଛଡାଇ ନେଲା କଂଗ୍ରେସ, ବିଜେପି ଜପୁଛି ‘କୃଷ୍ଣ ନାମ’!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି କଂଗ୍ରେସ ମଧ୍ୟରେ ରାଜନୀତି ସେତିକି ଜମୁଛି। ରାଜ୍ୟରେ କଂଗ୍ରେସ ରାମ ଓ ହନୁମାନଙ୍କ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଚାର ପ୍ରସାର ଚଳାଇଛି। ରାଜ୍ୟରେ ରାମ ବନପଥ ଗମନ ପାଇଁ କମଲନାଥ ସରକାର କିଭଳି କାମ କରିଥିଲେ ଓ ଆଗକୁ ଏ…

ବିରୋଧୀଙ୍କ ୨୪ ଫର୍ମୁଲା, ପ୍ରତ୍ୟେକ ବିଜେପି ପ୍ରାର୍ଥୀ ବିରୋଧରେ ଜଣେ ବିରୋଧୀ ପ୍ରାର୍ଥୀ !

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ବିହାରର ପାଟନାରେ ଏକାଠି ହେବେ ବିରୋଧୀ। ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିରୋଧୀଙ୍କ ପାଇଁ ଏକ ବଡ଼ ଦିନ ବୋଲି ବିଚାର କରାଯାଉଛି। ବିଜେପିକୁ ସତ୍ତାରୁ ବାହାର କରିବା ପାଇଁ ବିରୋଧୀ ପାଟନା ବୈଠକରେ ରଣନୀତି ପ୍ରସ୍ତୁତ କରିବେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ…

ଲଢୁଛି ଶିବସେନା, ଦେଖୁଛି ବିଜେପି !

ଭୁବନେଶ୍ୱର: ଚଳଚଞ୍ଚଳ ହେଉଛି ମହାରାଷ୍ଟ୍ର ରାଜନୀତି। ଗୋଟିଏ ପଟେ ଶିବସେନାର ପ୍ରତିଷ୍ଠା ଦିବସକୁ ଉଦ୍ଧବ ଗୋଷ୍ଠି ଓ ସିନ୍ଦେ ଗୋଷ୍ଠି ଅଲଗା ଅଲଗା ପାଳନ କରିଛନ୍ତି। ଉଭୟ ଗୋଷ୍ଠି ଏହି ଅବସରରେ ନିଜର ପାୱାର ସୋ କରିଛନ୍ତି। କିନ୍ତୁ ସେପଟେ ଜଣଙ୍କ ପରେ ଜଣେ ନେତା ଉଦ୍ଧବଙ୍କ ହାତ ଛାଡିବାରେ…

ରାଜସ୍ଥାନ ରାଜନୀତିରେ ବୟସ କଣ୍ଟା, ୭୦ ଟପିଲେ ଟିକେଟ ନାହିଁ !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଏଥର ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପାଇଁ ବେଶ ଚ୍ୟାଲେଞ୍ଜିଙ୍ଗ ହେବ ବୋଲି କୁହାଯାଉଛି। ଉଭୟ କଂଗ୍ରେସ ଓ ବିଜେପି ରାଜସ୍ଥାନରେ ଆଗାମୀ ନିର୍ବାଚନରେ ଯୁବବର୍ଗଙ୍କୁ ଆଗକୁ ଆଣିବାକୁ ଯୋଜନା କରୁଛନ୍ତି। ଉଭୟ ଦଳ ଏଭଳି ରଣନୀତି ଆପଣାଇବାକୁ…

କଂଗ୍ରେସକୁ ମହାରାଷ୍ଟ୍ରରେ ଜିତାଇବେ ସିଦ୍ଦରମେୟା!

ଭୁବନେଶ୍ୱର: କର୍ଣ୍ଣାଟକ ବିଜୟଧାରାକୁ ଅନ୍ୟଆଡେ ବ୍ୟାପକ କରିବା ପାଇଁ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି ଅବସରରେ କର୍ଣ୍ଣାଟକର ପଡୋଶୀ ଓ ଅନ୍ୟତମ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ର ଉପରେ ଦଳର ନଜର ପଡିଛି। ସେଥିପାଇଁ କର୍ଣ୍ଣାଟକ ନିର୍ବାଚନରେ ସଫଳତା ଦେଇଥିବା ନେତାଙ୍କୁ ନେଇ…

ମଣିପୁର ହିଂସାକୁ ନେଇ ବର୍ଷିଲେ ସୁବ୍ରମଣିଆନ୍ ସ୍ୱାମୀ, କହିଲେ ‘ଅମିତ ଶାହଙ୍କୁ ଖେଳ ମନ୍ତ୍ରଣାଳୟକୁ ପଠାଅ’

ନୂଆଦିଲ୍ଲୀ: ଦେଢ଼ ମାସ ହେଲା ଜଳୁଛି ଉତ୍ତରପୂର୍ବ ରାଜ୍ୟ ମଣିପୁର । ଦୁଇ ସମ୍ପ୍ରଦାୟ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ଅନେକ ଜୀବନ ନେଲାଣି । ଯାହାକୁ ନେଇ ଉଦବେଗ୍ ପ୍ରକାଶ କରିଛନ୍ତି ବିଜେପି ନେତା ସୁବ୍ରମଣିଆନ୍ ସ୍ୱାମୀ । ସେ ଶନିବାର ଟ୍ୱିଟ୍ କରି ମଣିପୁରରେ କେନ୍ଦ୍ରୀୟ ଶାସନ ଲାଗୁ ସହ…