Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପି ନିଜର କଲାନି, ଜଗନଙ୍କୁ ଏବେ ଭଗବାନ ଭରସା !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି। ମୋଦିଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ କେନ୍ଦ୍ରୀୟ ନେତାମାନେ ପ୍ରଚାର ପ୍ରସାର କରିବା ସହ ବିରୋଧୀ ଦଳ ଗୁଡିକ ଉପରେ…

‘ବିହାର ରାଜନୀତି’, ନୀତିଶଙ୍କ ପାଦତଳୁ ମାଟି ଖସୁଛି!

ଭୁବନେଶ୍ୱର: ବିରୋଧୀଙ୍କୁ ଏକାଠି କରି ମୋଦିଙ୍କୁ ସତ୍ତାରୁ ହଟାଇବାକୁ ଯୋଜନାବଦ୍ଧ ଭାବେ ଆଗେଇ ଚାଲିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଝଟକା। ଆଗାମୀ ୨୩ ତାରିଖରେ ପାଟନାରେ ବିରୋଧୀଙ୍କ ବୈଠକ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ବିହାରରୁ ଏକ ବଡ଼ ଖବର ଆସିଛି। ବିହାରର…

ମହାରାଷ୍ଟ୍ରରେ ସ୍ଥିତି ଟଳମଳ, ସେପଟେ ଦେଶର ସଂଗଠନ ସଜାଡୁଛନ୍ତି ସିନ୍ଦେ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସନ, ଦଳୀୟ ଚିହ୍ନ ଓ ମୂଳ ଶିବସେନାକୁ ନିଜ ଆଡକୁ ଆଣିବାକୁ ସମର୍ଥ ହୋଇଥିବା ଏକନାଥ ସିନ୍ଦେ ଏବେ ଦେଶବ୍ୟାପୀ ଦଳକୁ ସୁଦୃଢ଼ କରିବାକୁ ଲାଗି ପଡିଛନ୍ତି। ଦେଶର ୧୫ ଟି ରାଜ୍ୟର ଦଳୀୟ କାର୍ଯ୍ୟକାର୍ତ୍ତାଙ୍କ ସହ କାଶ୍ମୀରର ଶ୍ରୀନଗରରେ ବୈଠକ କରିଛନ୍ତି ସିନ୍ଦେ।…

୨୦୨୪ ରେ ବିଜେପିକୁ ଜିତାଇବ କି ରାମମନ୍ଦିର?

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନଗୁଡିକ ପାଇଁ କଂଗ୍ରେସ ଆଗ୍ରେସିଭ ଢଙ୍ଗରେ ଆଗଉଥିବା ବେଳେ ବିଜେପି ପାଇଁ ଏହା ଚିନ୍ତାର କାରଣ ସାଜିଥିବା କୁହାଯାଉଛି। ଦରଦାମ ବୃଦ୍ଧି ଉପରେ ରୋକ ଲାଗୁ ନ ଥିବାବେଳେ କଂଗ୍ରେସ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସ୍କିମ ଦ୍ୱାରା ଲୋକଙ୍କୁ…

ଜୟ ବଜରଙ୍ଗବାଲୀ ଧ୍ୱନି ଭିତରେ ପ୍ରିୟଙ୍କାଙ୍କ ଏମପି ଅଭିଯାନ ଆରମ୍ଭ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଜୟ ବଜରଙ୍ଗବାଲିରୁ କଂଗ୍ରେସ ଆରମ୍ଭ କରିଛି ପ୍ରଚାର। ରାଜ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦମଦାର ଏଣ୍ଟ୍ରି କରିବା ସହ ମଧ୍ୟପ୍ରଦେଶ ଭାବାବେଗ ସହ ଜଡିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ମଧ୍ୟପ୍ରଦେଶ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମେ ନର୍ମଦା…

କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? ଚର୍ଚ୍ଚାରେ ମେୟର ଓ ଦେବାଶିଷ ସାମନ୍ତରାୟ

କଟକ: କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? କାରଣ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ମେୟର ତଥା ବିଜେଡି ନେତା ସୁବାଷ ସିଂହଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ଯାହା ସିଧାସିଧା ନହେଲେ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ରହିଛି। ତେଣୁ ଦଳୀୟ କନ୍ଦଳ କଥା ଚର୍ଚ୍ଚାର ବିଷୟ…

ଶରଦ ପାୱାରଙ୍କ ଷ୍ଟ୍ରାଇକରେ ଫସିଲେ ଅଜିତ୍ ପାୱାର!

ମୁମ୍ବାଇ: ପ୍ରଥମେ ମେ ୨ରେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଶରଦ ପାୱାର । ଆଉ ଏବେ ଝିଅ ସୁପ୍ରିୟା ସୁଲେଙ୍କ ସହ ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ, ଶରଦ ପାୱାର ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରିଛନ୍ତି । ଆଉ ଶରଦ ପାୱାରଙ୍କ ଏହି ଘୋଷଣା ପୁତୁରା ଅଜିତ୍…

ଚତୁର୍ଥ ପାସ୍ ରାଜାଙ୍କୁ ବୁଝା ପଡ଼ୁନି ଦେଶ କେମିତି ଚଳାଇବେ ?: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀର ରାମଲୀଳା ମୈଦାନରେ ଆମ୍ ଆଦମୀ ପାର୍ଟି ମହାରାଲି ଆରମ୍ଭ କରିଛି । ମହାରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଜନତା ଦିଲ୍ଲୀର ମାଲିକ । କିନ୍ତୁ…

ବିଧାୟକ ପାଣ୍ଠିରୁ କାମ ପାଇଁ କମିଶନ ମାଗୁଛନ୍ତି ସରକାରୀ ଅଧିକାରୀ: ମହମ୍ମଦ ମୋକିମ୍

ଭୁବନେଶ୍ୱର: କମିଶନ ମାଗୁଛନ୍ତି ସରକାରୀ ଅଧିକାରୀ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଅଭିଯୋଗ ଆଣି କହିଛନ୍ତି, ବିଧାୟକ ପାଣ୍ଠିରୁ କାମ କରାଗଲେ ବି କିଛି ସରକାରୀ ଅଧିକାରୀ କମିଶନ ବା ଲାଞ୍ଚ ମାଗୁଛନ୍ତି । ଶନିବାର ଗଣମାଧ୍ୟମରେ ବାରବାଟୀ-କଟକ ବିଧାୟକ ମୋକିମ୍ କହିଛନ୍ତି, ସରକାରୀ…

‘ସମ୍ବଲପୁର’ ଛାଡ଼ି ଦେବ କି ବିଜେଡି ?

ଭୁବନେଶ୍ୱର: ମନ୍ତ୍ରୀପଦରୁ ରୋହିତ ପୂଜାରୀଙ୍କୁ ବାଦ ଦିଆଯିବା ପରେ ଏହାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏମିତି ଅପ୍ରତ୍ୟାଶିତ ଭାବେ ରୋହିତଙ୍କୁ ବାଦ ଦିଆଯିବା ରାଜନୈତିକ ମହଲକୁ ଚକିତ କରିଛି। ଏଭଳି ସ୍ଥିତିରେ ସମ୍ବଲପୁର ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ପଶ୍ଚିମ ଓଡିଶାର…