Latest Odisha News

BREAKING NEWS

Browsing Category

ରାଜନୀତି

କାଟ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ଭୋଟିଂ ବେଳେ ଗୃହରୁ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ବିରୋଧୀ ଦଳ 'ଇଣ୍ଡିଆ' ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଗୁରୁବାର (ଅଗଷ୍ଟ ୧୦) ଲୋକସଭାରେ କାଟ ହୋଇଛି। ଏହି ଅବିଶ୍ୱାସ ପ୍ରସ୍ତାବ ବାଚନିକ ଜରିଆରେ ଭୋଟିଂ ହୋଇଥିଲା। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣରେ ବିରୋଧୀ ଦଳ…

‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି କେନ୍ଦ୍ର’, ନିଜ ଇଚ୍ଛାରେ ଚୟନ କରିବେ ନିର୍ବାଚନ କମିଶନ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପରେ ଏବେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତିକୁ ନେଇ ଟାର୍ଗେଟରେ କେନ୍ଦ୍ରର ବିଜେପି ସରକାର। ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ଦେଶର ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସଂସଦରେ ସ୍ୱତନ୍ତ୍ର ବିଲ ଆଣି କୋର୍ଟଙ୍କ ନିର୍ଦ୍ଦେଶକୁ ଅକାମୀ…

ସଂସଦରେ ବର୍ଷିଲେ ପ୍ରଧାନମନ୍ତ୍ରୀ; କହିଲେ, ବିରୋଧୀଙ୍କ ଅନାସ୍ଥା ଆମ ପାଇଁ ସବୁବେଳେ ଶୁଭ ହୋଇଛି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଗୁରୁବାର ସଂସଦରେ ରଖିଛନ୍ତି । ଗୁରୁବାର ଅପରାହ୍ନରେ ମୋଦି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ବର୍ଷିଛନ୍ତି ।  ଅନସ୍ଥା ପ୍ରସ୍ତାବ ଭଗବାନଙ୍କ ଆଶୀର୍ବାଦ ବୋଲି କହି ବିରୋଧୀଙ୍କୁ  କଡା…

ଆଜି ସଂସଦରେ ବିବୃତ୍ତି ରଖିବେ ମୋଦି, ବିରୋଧୀଙ୍କୁ ଦେବେ ଜବାବ

ନୂଆଦିଲ୍ଲୀ: ସଂସଦରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । ଆଜି ଅନାସ୍ଥା ବିତର୍କର ତୃତୀୟ ଦିନ । ଆଜି ପ୍ରଧାନମନ୍ତ୍ରୀ ମୋଦି ଅନାସ୍ଥା ବିତର୍କରେ ସାମିଲ ହେବେ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ…

କେଉଁଠି ବନ୍ଧୁ ତ କେଉଁଠି ଶତ୍ରୁ, ଛତିଶଗଡ଼ରେ ହାତ ଭାଙ୍ଗିଦେଵ ଝାଡୁ!

ଭୁବନେଶ୍ୱର: ଗୋଟିଏ ପଟେ ମିଳନର କଥା ଅନ୍ୟପଟେ ଲଢ଼େଇର ଯୋଜନା। ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀ ଇଣ୍ଡିଆ ମଧ୍ୟରେ ଏମିତି କିଛି ଲଢେଇ ମଧ୍ୟ ଦେଖିବାକୁ ମିଳୁଛି। ମୋଦିଙ୍କ ନେତୃତ୍ୱରେ ଶାସନରେ ଥିବା ଏନଡିଏକୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆର ବିରୋଧୀ ଏକାଠି ହୋଇଛନ୍ତି। ସେପଟେ…

ଓଡ଼ିଶାରେ ଶାହ କଲେ ନବୀନଙ୍କ ପ୍ରଶଂସା, ଦିଲ୍ଲୀରେ ପିନାକୀ କଲେ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର: ପଲ୍ଲୀରେ ବିଜେଡି-ବିଜେପି କର୍ମୀ ଓ ନେତା ପରସ୍ପରକୁ ଟାର୍ଗେଟ କରିବାକୁ ଯାଇ ମାରପିଟ ହେଉଥିବାର ନଜିର ରହିଛି। ଏବେ କିନ୍ତୁ ଦୁଇ ଦଳର ନେତା ପ୍ରତିପକ୍ଷ ଦଳର ନେତାଙ୍କୁ ପ୍ରଶଂସା କରିବା ଜାତୀୟ ରାଜନୀତିରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଅମିତ ଶାହ ଭୁବନେଶ୍ବର ଗସ୍ତରେ…

ସସ୍ମିତ ପାତ୍ରଙ୍କ ଦସ୍ତଖତ ନକଲ ଅଭିଯୋଗ, ବଡ଼ ଅଡ଼ୁଆରେ ଆପ୍ ସାଂସଦ ରାଘବ; ହରାଇପାରନ୍ତି ପଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ା ସୋମବାର ଦିନ ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିବା ପରେ ଏକ ବଡ଼ ବିବାଦରେ ଫସିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଏହି ପ୍ରସ୍ତାବରେ ଚଢାଙ୍କ ବିରୋଧରେ ଦସ୍ତଖତ ଜାଲିଆତି ଅଭିଯୋଗ…

ଅନାସ୍ଥା ପ୍ରସ୍ତାବ: କାହିଁକି ପ୍ରଥମ ଦିନରେ ଅଭିଭାଷଣ ରଖିଲେନି ରାହୁଲ ଗାନ୍ଧୀ, କଂଗ୍ରେସ ଦେଲା ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ମଙ୍ଗଳବାରଠୁ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ବିତର୍କ ଗୁରୁବାର ଯାଏ ଚାଲିବ। କିନ୍ତୁ ପ୍ରଥମ ଦିନରେ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଥମେ ରାହୁଲ ଗାନ୍ଧୀ ଉଭିଭାଷଣ ରଖିବେ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଥିଲା।…

‘ଦିଲ୍ଲୀ ବିଲ’, ହାରିକି ବି ଜିତିଲେ ବିରୋଧୀ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ବିରୋଧୀ ବିଫଳ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଆହୁରି ତୀଵ୍ର ହେବାରେ ଲାଗିଛି। ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲକୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି। ବିଲ ସପକ୍ଷରେ ୧୩୧ ଖଣ୍ଡ ଭୋଟ…

ନବୀନ ସରକାରଙ୍କୁ ଆପ୍‌ର ଟାର୍ଗେଟ, ଫିରିଙ୍ଗିଆ ଥାନା ପୋଡ଼ିର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଏପର୍ଯ୍ୟନ୍ତ ୧୯ଜଣ ଗିରଫ ହୋଇଥିବା ବେଳେ ଫିରିଙ୍ଗିଆ ଥାନା ପୋଡ଼ିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଆପ୍ ପକ୍ଷରୁ ଦାବି କରାଯାଇଛି। ଆପ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାରେ ନିରୀହ, ଆଦିବାସୀ, ଦଳିତଙ୍କ ଉପରେ…