Latest Odisha News

BREAKING NEWS

Browsing Category

ରାଜନୀତି

ପାଦରେ ଚାଲିବେ, ବସରେ ଗଡ଼ିବେ, କଂଗ୍ରେସକୁ ୨୪ ରେ ଜିତାଇଦେବେ!

ଭୁବନେଶ୍ୱର: କଂଗ୍ରେସର ଫୋକସରେ ଏବେ ପଦଯାତ୍ରା ଓ ବସଯାତ୍ରା। ଭାରତ ଯୋଡୋ ଯାତ୍ରାର ସଫଳତା ପରେ ପ୍ରତି ରାଜ୍ୟରେ ପଦଯାତ୍ରା ଓ ବସଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଂଚି ମାହୋଲ ତିଆରି କରିବାକୁ ଯୋଜନା କରିଛି କଂଗ୍ରେସ। ଉତ୍ତରାଖଣ୍ଡରୁ ଆରମ୍ଭ ହେବ କଂଗ୍ରେସର ପଦଯାତ୍ରା। କେନ୍ଦ୍ର…

ସାଧାରଣ ନିର୍ବାଚନ ପାଇଁ ବିଜେପି-ବିଜେଡି ପ୍ରସ୍ତୁତି, ଅପରାଜିତାଙ୍କ ଆସନ ଉପରେ ଶାସକ ଦଳର ନଜର

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ସମେତ ପୂର୍ବ ଭାରତର ୧୨ଟି ରାଜ୍ୟ ପାଇଁ ପ୍ରସ୍ତୁତି ଏବଂ ରଣନୀତି ଉପରେ ଆଲୋଚନା କରିବା ପାଇଁ ଗୌହାଟୀରେ ବିଜେପିର ବୈଠକ ପରେ ତାଙ୍କ ଗସ୍ତକୁ…

ବିଜେପିର ନିର୍ଦେଶ, ଗାଁରେ ରହିବେ କେନ୍ଦ୍ରମନ୍ତ୍ରୀ!

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ଘନ ଘନ ବୈଠକ କରୁଛନ୍ତି। ଜାତୀୟ ଦଳ ବିଜେପି ଓ କଂଗ୍ରେସ ଅଧିକ ତତ୍ପର ହେଉଥିବା ଦେଖିବାକୁ ମିଳିଛି। ବିଜେପି ଏଥିପାଇଁ ଏକ ଷ୍ଟ୍ରାଟେଜି ବୈଠକ କରିଛି। ଦଳର ଜାତୀୟ ସଭାପତି ଜେ…

‘ମହାରାଷ୍ଟ୍ର ରାଜନୀତି’, ସ୍ୱାର୍ଥ ପାଇଁ ମିଶିଗଲେ, ଏବେ ପଦ ପାଇଁ ବାଡାବାଡି!

ଭୁବନେଶ୍ୱର: ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ରାଜନୀତି ସରଗରମ ହେଉଛି। ଗୋଟିଏ ପଟେ ସିନ୍ଦେ ବିଜେପି ଅଜିତ ସରକାର ନିଜର ମନ୍ତ୍ରୀମଣ୍ଡଳକୁ ଚୂଡାନ୍ତ ରୂପ ଦେଇପାରୁ ନାହାଁନ୍ତି। ଏପରିକି ବିଭାଗ ବଣ୍ଟନକୁ ନେଇ ମଧ୍ୟ ଅଙ୍କ ଛିଡୁ ନାହିଁ। ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ…

କଂଗ୍ରେସର ନୂଆ ଫଣ୍ଡା, ଦଳ ଭିତରେ ଲଢ଼ନି, ବିଜେପିକୁ ସଫା କର!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛତିଶଗଡ଼ରେ ଦଳୀୟ ସଙ୍ଗଠନକୁ ସଜାଡ଼ିଛି। ଦଳୀୟ କନ୍ଦଳ ଏବେ ପ୍ରମୁଖ ରାଜନୈତିକ ଦଳଗୁଡିକ ପାଇଁ ମୁଣ୍ଡବ୍ୟଥାର କାରଣ ହେଉଥିବା ବେଳେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛି। ହିମାଚଳ ଓ କର୍ଣ୍ଣାଟକରେ ଏହି…

ରାହୁଲଙ୍କୁ ଜେଲରେ ନ ପୁରେଇ ଛାଡିବନି ବିଜେପି !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ଟିପ୍ପଣୀ ପ୍ରସଙ୍ଗକୁ ନେଇ ରାହୁଲଙ୍କ ପିଛା ଛାଡୁନି ବିଜେପି। ଗୁଜୁରାଟ ସମେତ ଦେଶର ବିଭିନ୍ନ ରାଜ୍ୟରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ମାନହାନି ମାମଲା ଚାଲିଥିବା ବେଳେ ସୁରଟ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଯାହାକି ଗୁଜୁରାଟ ହାଇକୋର୍ଟରେ ମଧ୍ୟ କାଏମ…

ସୁପ୍ରିମକୋର୍ଟଙ୍କୁ ମହାରାଷ୍ଟ୍ର ବାଚସ୍ପତିଙ୍କ ଚ୍ୟାଲେଞ୍ଜ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହୋଇଛି। ପ୍ରତି ମୁହୂର୍ତ୍ତରେ ନୂଆ ରୂପ ନେଉଥିବା ମହାରାଷ୍ଟ୍ର ରାଜନୀତିରେ ନେତାଙ୍କ ମନ୍ତବ୍ୟକୁ ଆନ୍ଦୋଳନ ଆରମ୍ଭ ହୋଇଛି। ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିଜେପି ରାସ୍ତାକୁ ଓଲ୍ହାଇଛି। ମହାରାଷ୍ଟ୍ର…

ବିଜେଡି ସରକାର ପ୍ରଶାସନିକ ମାଫିଆ କବଜାରେ, ଏପରି କହି କାହାକୁ ଟାର୍ଗେଟ କଲା ବିଜେପି?

ଭୁବନେଶ୍ୱର: ଓଡିଶାର ବିଜୁ ଜନତା ଦଳ ସରକାର ଏକ ପ୍ରଶାସନିକ ମାଫିଆଙ୍କ କବଜରେ ରହିଛି। ବିଜେପି ବୁଧବାର ଏଭଳି ଏକ ଅଭିଯୋଗ କରିଛି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ, ଓଡ଼ିଶା ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଦାବି କରିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସରକାର ଗତ ୨୩ ବର୍ଷ ମଧ୍ୟରେ…

ଗ୍ରାମାଞ୍ଚଳର ବିକାଶ ବିଜେପି ସହ୍ୟ କରି ପାରୁନାହିଁ: ବିଜେଡି

ଭୁବନେଶ୍ୱର: ଯେତେବେଳେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତର ରୂପାନ୍ତୀକରଣ, ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ସର୍ବୋପରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ସଂସ୍ଥାପନା ଲାଗି ଐତିହାସିକ ପଦକ୍ଷେପ ନେଉଛନ୍ତି ଓଡ଼ିଶା ବିଜେପି ଏଥିରେ ବି ରାଜନୀତି କରିବାକୁ…

ମହାରାଷ୍ଟ୍ର ରାଜନୀତି, ହାତ ଛାଡ଼ିଦେବେ ସାଥୀ, ଏକା ହୋଇଯିବେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ କିଛି କିଛି ପରିବର୍ତ୍ତନ ହୋଇଚାଲିଛି। ଆଗକୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀମଣ୍ଡଳରେ ଅଜିତ ପାୱାର…