Latest Odisha News

BREAKING NEWS

Browsing Category

ରାଜନୀତି

ତ୍ରିପୁରା, ନାଗାଲାଣ୍ଡରେ ବିଜେପି…. ମେଘାଳୟରେ ଝୁଲା ସରକାର

ନୂଆଦିଲ୍ଲୀ: ପୂର୍ବୋତ୍ତରର ୩ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଥିବା ବେଳେ ଫଳାଫଳ ସ୍ପଷ୍ଟ ହୋଇଛି । ଏବେ ତ୍ରିପୁରାରେ ବିଜେପି ସରକାର ଥିବା ବେଳେ ନାଗାଲାଣ୍ଡରେ ବିଜେପି ମେଣ୍ଟ ଓ ମେଘାଳୟରେ ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ସରକାର ଅଛି ।…

ନାଗାଲାଣ୍ଡ ଲେଖିଲା ନୂଆ ଇତିହାସ, ୬୦ ବର୍ଷ ପରେ ରାଜ୍ୟ ପାଇଲା ମହିଳା ବିଧାୟକ

କୋହିମା: ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଆଜି ହେଉଛି । ଆଉ ଏଥର ନିର୍ବାଚନରେ ନାଗାଲାଣ୍ଡର ଲୋକ ନୂଆ ଇତିହାସ ଲେଖିଛନ୍ତି । ନାଗାଲାଣ୍ଡ ରାଜ୍ୟ ଗଠନ ପର ଠାରୁ କେହି ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇ ନଥିଲେ । ଏଥର ବିଜେପିର ସହଯୋଗୀ…

ପୋଲିସ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ, କାଲି ସବୁ ଥାନାରେ ଏତଲା ଦେବ ବିଜେପି

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଜେପି ବିରୋଧ କରିଛି । ପ୍ରତିବାଦରେ ଦଳ ଆସନ୍ତାକାଲି ରାଜ୍ୟର ସବୁ ଥାନାରେ ଏତଲା ଦେବ । ଏନେଇ ଆଜି ପ୍ରେମସିଟରେ ସୂଚନା ଦେଇଛନ୍ତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ…

ଗ୍ୟାସ୍ ଦର ବଢ଼ାଇ ପିଏମ୍ ମୋଦି ଚାହୁଁଛନ୍ତି କି ଲୋକେ ଚାଉଳ ନ ରାନ୍ଧି କଞ୍ଚା ଖାଆନ୍ତୁ ? :ବିଜେଡି

ଭୁବନେଶ୍ୱର: ଓଡ଼ିଶା ତଥା ଦେଶର ମା’ ଭଉଣୀଙ୍କ ଆଖିରୁ ଚୂଲି ଧୂଆଁ ବାଜି ଯେଭଳି ଲୁହ ନବାହାରିବ ସେଥିପାଇଁ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ରିହାତି ଦରରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ ଯୋଜନା କରିଥିଲେ । ହେଲେ ଏଲପିଜି ରନ୍ଧନ ଗ୍ୟାସର ଦର ଦ୍ରୁତ ଗତିରେ ବୃଦ୍ଧି କେବଳ ଓଡ଼ିଶାର ମାଆ ଏବଂ…

ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ… ଖଡଗେ ଦେଲେ ବଡ଼ ଇସାରା

ଚେନ୍ନାଇ: କଂଗ୍ରେସ ଦୁର୍ବଳ ହୋଇଯାଇଛି...। ଅନ୍ୟପଟେ ଅଣ ବିଜେପି-ଅଣ କଂଗ୍ରେସ ଦଳ ଏକାଠି ହୋଇ ତୃତୀୟ ସାମ୍ମୁଖ୍ୟ ପାଇଁ ଅଣ୍ଟା ଭିଡିଲେଣି। ହେଲେ ବିନା କଂଗ୍ରେସରେ ବିଜେପି ଭଳି ଦଳକୁ ତୃତୀୟ ସାମ୍ମୁଖ୍ୟ ଟକ୍କର ଦେବା ବି ମୁସକିଲ। ସେପଟେ କଂଗ୍ରେସ ବିରୋଧୀ ଦଳର ନେୃତ୍ବ ନେଲେ ଟିଏମସି…

ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନରେ ବିଜେଡି ରଚିଥିଲା ହିଂସା ଷଡ଼ଯନ୍ତ୍ର: ସମୀର ମହାନ୍ତି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ତଥା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ଗତକାଲି ବିଧାନସଭା ଘେରାଉ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା । ଗଣତନ୍ତ୍ରରେ ପ୍ରତିବାଦ କରିବାର…

କର୍ଣ୍ଣାଟକରେ ଆପକୁ ବଡ ଝଟକା: ଦଳ ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ କମିଶନର

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ବା ଆପକୁ ବଡ ଝଟକା ଲାଗିଛି । ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନର ଭାସ୍କର ରାଓ ଆଜି ଆପ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଭାସ୍କର ରାଓ ଗତକାଲି (ମଙ୍ଗଳବାର) କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକ ଓ…

ସରିଲା ବିଜୁ ଲିଗାସି, ମାର୍ଚ୍ଚ ୫ରୁ ନବୀନଙ୍କୁ ବ୍ରାଣ୍ଡିଂ କରିବ ବିଜେଡି

ଭୁବନେଶ୍ୱର: ବଜେଟ ଆଗତ ବେଳେ ରାଜ୍ୟ ସରକାରଙ୍କ ଯୋଜନାରୁ ଯେଉଁ ଆଭାସ ମିଳିଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି। ଏଥର ବଜେଟରେ ବିଜୁ ନାଁରେ ନୂଆ ଯୋଜନା ଘୋଷଣା କରିନଥିଲେ ସରକାର। ଯାହାକି ପ୍ରଥମ ଥର ପାଇଁ ଏକ ବିଚ୍ୟୁତି ଦେଖାଦେଇଥିଲା। ତେଣୁ ଗୋଟିଏ ଆଭାସ ମିଳିଥିଲା ଯେ ଏଣିକି ଆଗାମୀ…

ବିକ୍ଷୋଭ ବେଳେ ଇରାସିସ୍ ଆଚାର୍ଯ୍ୟଙ୍କ ସହ ବିଜେପିର ୨୨ କର୍ମକର୍ତ୍ତା ଗିରଫ

ଭୁବନେଶ୍ୱର: ମଙ୍ଗଳବାର ରଣକ୍ଷେତ୍ର ପାଲଟିଥିଲା ବିଧାନସଭା ସମ୍ମୁଖ ଲୋୟର ପିଏମଜି ରାସ୍ତା । ଶତ୍ରୁ ସହ ଲଢ଼ିବା ଭଳି ରାଜଧାନୀର ଛାତି ଉପରେ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଧସ୍ତାଧସ୍ତି, ଉତ୍ତେଜନାକୁ ଏଡ଼ାଇବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିବା ବେଳେ ବିଜେପି…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭା ଘେରାଓ କରିବ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ପ୍ରତି ବର୍ଷ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଗତ ୫ ବର୍ଷରେ ୬୫.୯୦ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ୨୦୧୮ରେ ୧, ୦୭, ୪୦୮; ୨୦୧୯ରେ ୧, ୨୧, ୫୨୫; ୨୦୨୦ରେ ୧, ୩୪, ୨୩୦; ୨୦୨୧ରେ ୧, ୫୫, ୪୨୦;…