Latest Odisha News

BREAKING NEWS

Browsing Category

ରାଜନୀତି

ଏଏସ୍‌ଓ ମେଧା ତାଲିକା ରଦ୍ଦ ପ୍ରସଙ୍ଗ, ଓପିଏସ୍‌ସିକୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୌ ଚିନ୍ତିତ ନୁହଁନ୍ତି ବିଜେଡି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତିକୁ ନେଇ ବହୁ ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ଅତୀତରେ ଆରଆଇ ଓ ଅମିନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା । ରାଜ୍ୟରେ…

ଅଧ୍ୟାଦେଶ ଅଡ଼ୁଆ, ବିଜେପି ବିରୋଧୀଙ୍କୁ ଭେଟି ସମର୍ଥନ ଲୋଡ଼ିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରକୃତ ବସ୍ ଦିଲ୍ଲୀ ସରକାର ବୋଲି ସୁପ୍ରିମକୋର୍ଟଙ୍କ ରାୟର ୮ ଦିନ ପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ପୁଣି ଉପରାଜ୍ୟପାଳଙ୍କୁ ସବୁ କ୍ଷମତା ଦେଇଛି । ଯାହାକି ସମ୍ବିଧାନ ବିରୋଧୀ ବୋଲି ଆମ୍ ଆଦମୀ ପାର୍ଟି କହିବା ସହ ବିରୋଧୀଙ୍କୁ ଏ ପ୍ରସଙ୍ଗରେ ଏକାଠି ହେବାକୁ…

ତୋଗଲକି ଶାସନ ସହ ନୋଟବନ୍ଦୀର ତୁଳନା କଲା କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି, ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦୀ ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ…

ମଧ୍ୟପ୍ରଦେଶରେ ମହିଳା କାର୍ଡ, ହାତ ଉଠିବ ନା ପଦ୍ମ ଫୁଟିବ?

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆସନ୍ନ ନିର୍ବାଚନ ଥିବାରୁ ଏବେ ଫୋକସରେ ମହିଳା। ସରକାରରେ ଥିବା ବିଜେପି ଓ ବିରୋଧୀ ଦଳରେ ଥିବା କଂଗ୍ରେସ ମଧ୍ୟରେ ମହିଳାଙ୍କୁ ଆକର୍ଷିତ କରିବାକୁ ଲଢେଇ ତୀଵ୍ର ହୋଇଛି। କିଏ କେଉଁ ମାଧ୍ୟମରେ ମହିଳା ବର୍ଗଙ୍କୁ ନିଜ ପକ୍ଷରେ ରଖିବ ସେ ନେଇ ଚାଲିଛି ପ୍ରତିଦ୍ବନ୍ଦିତା।…

‘ଭୋଟ ଦିଅନି ନୋଟ ବଦଳିବନି’

ଭୁବନେଶ୍ୱର: ଦୁଇ ହଜାର ଟଙ୍କିଆ ନୋଟକୁ ବଜାରରୁ ଫେରାଇ ନେବା ନିଷ୍ପତ୍ତିକୁ ନେଇ ଦେଶର ରାଜନୀତି ସରଗରମ। ବ୍ୟାଙ୍କଗୁଡ଼ିକ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବା ବନ୍ଦ କରିବାକୁ ଆରବିଆଇ ପକ୍ଷରୁ କୁହାଯାଇଛି। ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ପରେ ୨ ହଜାର ଟଙ୍କା ନୋଟ୍ ବଜାରକୁ ଅଣାଯାଇଥିଲା ।…

ବିଜେପିର ୨୦୨୪ ପ୍ଲାନ୍, ‘ବିଜେଡି ମୁକ୍ତ ଓଡ଼ିଶା’

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ‘ବିଜେଡି ମୁକ୍ତ ଓଡ଼ିଶା’ ଗଠନ ପାଇଁ ଲକ୍ଷ୍ୟ ରଖିଛି । ଆଜି ବସିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୨୦୦୦ ମସିହାରୁ…

ଗେହଲଟଙ୍କ ପ୍ରତିଆକ୍ରମଣ, ଫସିଯିବେ ପାଇଲଟ !

ଭୁବନେଶ୍ୱର: ଗେହଲଟଙ୍କ ବିରୋଧରେ ଲଗାତର ଲଢେଇ ଜାରି ରଖିଥିବା ସଚିନ ପାଇଲଟ ଏବେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ରାଜସ୍ଥାନ ଶିରୋହୀର ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘନିଷ୍ଠ କୁହାଯାଉଥିବା ସନ୍ୟମ ଲୋଧା ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି। ବିଜେପିର ଦୁର୍ନୀତି ବିରୋଧରେ ରାଜସ୍ଥାନ…

ଚକ୍ରବ୍ୟୁହରେ ସିଦ୍ଦରମେୟା, ଫସିବେ ନା ଖସିବେ ?

ଭୁବନେଶ୍ୱର: ବହୁ ପ୍ରତିଯୋଗିତା ମଧ୍ୟରେ ରେସରେ ଜିତି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟା। କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଦାୟିତ୍ୱ ଗ୍ରହଣ ସହ ମନ୍ତ୍ରୀମଣ୍ଡଳ ଗଠନ ଓ ସମନ୍ୱୟ ରକ୍ଷା…

କର୍ଣ୍ଣାଟକ ପାଇଁ ନା ବିଜେପିକୁ ଦେଶରୁ ହଟାଇବାକୁ ‘ଶପଥ’?

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ସହ ରାତି ପାହିଲେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ପିସିସି ସଭାପତି ଡି କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କିନ୍ତୁ ଏହି ଶପଥ ଗ୍ରହଣ ଉତ୍ସବ କେବଳ କର୍ଣ୍ଣାଟକରେ କଂଗ୍ରେସ…

ବିଜେପିର ୨୦୨୪ କସରତ, କାଲି ବସିବ ରାଜ୍ୟ କାର୍ଯକାରିଣୀ ବୈଠକ

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିବାକୁ ଯାଉଛି । ଯାହାକୁ ନେଇ ଘରେ ଘରେ ପହଞ୍ଚିବାକୁ ଯୋଜନା କରିଛି ବିଜେପି । ଏହି ସମୟରେ ରାଜ୍ୟ ବିଜେପି ଶନିବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକିଛି । ଯେଉଁଥିରେ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହେବ । ବିଜେପିର ଯୋଜନା ଅନୁସାରେ,…