Latest Odisha News

BREAKING NEWS

Browsing Category

ରାଜନୀତି

ମୋ ବିରୋଧରେ ଯଦି ଅଭିଯୋଗ ଅଛି ତଦନ୍ତ ହେଉ : ନରସିଂହ ମିଶ୍ର

ଭୁବନେଶ୍ୱର : ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ପ୍ରସଙ୍ଗରେ ବିଧାନସଭା ବାହାରେ ଶୁକ୍ରବାର ଦେଖିବାକୁ ମିଳିଥଲା କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବିଷୋଦଗାର। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ମିଶ୍ର କହିଥିଲେ, ମୋ ବିରୋଧରେ ଯଦି କିଛି ଫଟୋ କିମ୍ୱା ଅଭିଯୋଗ ଅଛି, ତାହାହେଲେ…

ଓଡିଶା ପ୍ରଦେଶ କଂଗ୍ରେସ,ପାରିଲେ ହିରୋ ନ ପାରିଲେ ଜିରୋ !

ଭୁବନେଶ୍ୱର: ରାହୁଲ ଗାନ୍ଧୀ ପ୍ରସଙ୍ଗରେ କଣ ଫାଇଦା ପାଇବ ରାଜ୍ୟ କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଚନା ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏଭଳି ଚର୍ଚ୍ଚା ଜୋର ଧରିଛି। ରାହୁଲଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା ସମେତ…

‘ରାହୁଲ’ ସମର୍ଥନ ବଢୁଛି, ବିବାଦ ବି ବଢୁଛି!

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲଙ୍କ ପ୍ରତି ଦେଶ ସମେତ ବିଦେଶରୁ ସମର୍ଥନ ବଢ଼ିବାରେ ଲାଗିଛି। ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆମେରିକା ପରେ ଜର୍ମାନୀ ମୁହଁ ଖୋଲିଛି। ରାହୁଲଙ୍କ ପ୍ରସଙ୍ଗରେ ବିଚାର ବିଭାଗୀୟ ସ୍ୱାଧୀନତା ଓ ମୌଳିକ ଗଣତାନ୍ତ୍ରିକ ନୀତି ଲାଗୁ ହେବା ଉଚିତ ବୋଲି…

ସୁବ୍ରତ ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ କ’ଣ ସମ୍ପର୍କ : ଜୟନାରାୟଣ

ଭୁବନେଶ୍ୱର : ବିଧାନସଭାରେ ଶୁକ୍ରବାର ଉଠିଥିଲା ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍‌ ଓ ବଣିକ କୋଚିଂ ପ୍ରସଙ୍ଗ। ଶାସକ ବିଜେଡିକୁ ଏହି ଦୁଇ ପ୍ରସଙ୍ଗରେ ବିରୋଧୀ ଆକ୍ରମଣ କରିଥିଲେ। ‘ବଣିକ୍‌’ କୋଚିଂ ସେଣ୍ଟର ସୁବ୍ରତ ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ ସହ କ’ଣ ସଂପର୍କ ରହିଛି ବୋଲି…

ଟିକେଟ୍ ପାଇବା ପରେ ନବୀନଙ୍କୁ ଧନ୍ୟବାଦ ଦେଲେ ଦୀପାଳି, କହିଲେ ‘ଆଶୀର୍ବାଦରୁ ବିପୁଳ ଭୋଟରେ ଜିତିବୁ’

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେଡି ଟିକେଟ୍ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦୀପାଳି ଦାସ । କହିଛନ୍ତି , ମୋ ଉପରେ ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମୋର ଧନ୍ୟବାଦ । ଏଥିସହ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାମ ସବୁ ଲୋକଙ୍କ ପାଖରେ…

ଦୀପାଳିଙ୍କ ପ୍ରାର୍ଥୀତ୍ୱ ନେଇ ପ୍ରମିଳାଙ୍କ ଦମ୍ଭୋକ୍ତି, କହିଲେ; ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି

ଭୁବନେଶ୍ବର : ଝାରସୁଗୁଡା ଉପ ନିର୍ବାଚନ ପାଇଁ ଶାସକ ବିଜେଡି ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଶାସକ ଦଳ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ଦୀପାଳିଙ୍କ ଉପରେ…

ଦିଦିଙ୍କ ପୁଣି ଥିରେ ଦିଲ୍ଲୀ ଚଲୋ ଡାକରା, ବିଜେପିକୁ ସରକାରରୁ ହଟାଇବାକୁ ନବୀନଙ୍କ ସହ ଅନ୍ୟ ବିରୋଧୀଙ୍କୁ କଲେ ଆହ୍ବାନ 

କୋଲକାତା: ବିଜେପି ବିରୋଧରେ ଏକଜୁଟ ହେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ବାନ ଜାତୀୟ ରାଜନୀତିକୁ ସରଗରମ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ମମତା ଆହ୍ବାନ ଦେଇ ପୁଣିଥରେ ଏକ ବିକଳ୍ପ ସାମୁଖ୍ୟ ଆଡକୁ ଇସାରା କରିଛନ୍ତି ।…

ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବର୍ଷା ! କହିଲେ ମୋତେ ବ୍ୟକ୍ତିଗତ ଆକ୍ଷେପ ବେଳେ କେଉଁଠି ଥିଲେ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ପ୍ରସଙ୍ଗ ସମ୍ବଳିତ ଟ୍ବିଟ ଉପରେ ବିଜେଡି ତାର ପାଲଟା ଜବାବ ଜାରି ରଖିଛି । ଗୁରୁବାର ସାସଂଦ ସସ୍ମିତ ପାତ୍ର ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଥିବାବେଳେ ଶୁକ୍ରବାର ବିଜେଡିର ନବ ନିର୍ବାଚିତ ପଦମପୁର…

ବିନା ରାଜୁ ଦାସରେ କଣ ବିଜେଡି ହାରିବ?

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ଶେଷ ଉପନିର୍ବାଚନ ହୋଇପାରେ ବୋଲି କୁହାଯାଉଛି। ତେଣୁ ଏହା ପ୍ରମୁଖ ଦଳ ଗୁଡିକ ପାଇଁ ସେମିଫାଇନାଲ ମ୍ୟାଚ ବୋଲି ଆଲୋଚନା ହେଉଛି। ସାଧାରଣ ଭାବେ ରାଜ୍ୟରେ ଶାସକ ଦଳ ବିଜେଡି ସବୁଠୁ ପ୍ରଭାବୀ ଦଳ ଭାବେ ଉଭା ହୋଇଛି।…

ଟାର୍ଗେଟରେ ‘ରାହୁଲ’ ସଂସଦରୁ ବିଦା କଲେ, ଘରୁ ତଡିଦେବେ, ଆଗକୁ କଣ ?

ଭୁବନେଶ୍ୱର: ସଦସ୍ୟ ପଦ ରଦ୍ଦ ପରେ ରାହୁଲ ଗାନ୍ଧୀଙ୍କୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା। ରାହୁଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ସାରା ଦେଶରେ ରାହୁଲଙ୍କ ସପକ୍ଷରେ ଏକ ମାହୋଲ ତିଆରି କରିଛି। କିନ୍ତୁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଜି ନୁହେଁ କେବେଠୁ ରାହୁଲ ଟାର୍ଗେଟରେ…