Latest Odisha News

BREAKING NEWS

Browsing Category

ରାଜନୀତି

ଫିଲ୍ମ ଛାଭା ପାଇଁ ଔରଙ୍ଗଜେବଙ୍କ ପ୍ରତି ଜନଆକ୍ରୋଶ ବଢୁଛି: ଫଡନାଭିସ୍

ମୁମ୍ବାଇ: ଫିଲ୍ମ ଛାଭା ପାଇଁ ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ପ୍ରତି ଜନସାଧାରଣଙ୍କ ଆକ୍ରୋଶ ବଢୁଛି। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ଛାଭା ଚଳଚ୍ଚିତ୍ର ପରେ ଔରଙ୍ଗଜେବଙ୍କ ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ମହାରାଷ୍ଟ୍ରକୁ ଶାନ୍ତ ରଖିବାକୁ…

ବିଜେପିର ତୁଷ୍ଟିକରଣ ରାଜନୀତିର ପାଲଟା ଜବାବ ଦେଲେ ମମତା, କହିଲେ…

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ହୁଗଳିର ଫୁରଫୁରା ସରିଫରେ ଆୟୋଜିତ ଏକ ଇଫତାର ପାର୍ଟିରେ ଯୋଗ ଦେଇଥିଲେ । ଏହି ସମୟରେ, ସେ ଏପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତୁଷ୍ଟିକରଣ ରାଜନୀତିକୁ ପ୍ରୋତ୍ସାହିତ କରୁଥିବା ବିଜେପିର ଅଭିଯୋଗର ପ୍ରତିଆକ୍ରମଣ କରିଥିଲେ । ସେ…

ଅଭିମାନ, ଅସନ୍ତୋଷ ନା କୋଣଠେସା ?

ଭୁବନେଶ୍ବର: ଋଷିଛନ୍ତି ଜୟନାରାୟଣ, ବୁଝାଇବ କଣ ବିଜେପି ବେଳକୁ ବେଳ ତାଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି । ବିଜେପି ସରକାର ଗଠନ ପରଠୁ ଦଳର ବରିଷ୍ଠ ନେତା ଜୟନାରାୟଣଙ୍କୁ ଦଳ କୋଣଠେସା କରିଥିବା ଅଭିଯୋଗ ହେଉଛି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ନିଷ୍ପତ୍ତି ହୋଇପାରିନଥିବା ବେଳେ…

ଆଗରେ ବସିବାର ଯୋଗ୍ୟତା ନାହିଁ; କାହିଁକି କ୍ଷୋଭ ପ୍ରକାଶ କଲେ ଜୟନାରାୟଣ..

ଭୁବନେଶ୍ୱର: ସାମ୍ବାଦିକଙ୍କ ପ୍ରଶ୍ନରେ କ୍ଷୋଭ ଝାଡ଼ିଲେ ବରିଷ୍ଠ ନେତା ଜୟନାରାୟଣ। ବଡ଼ ବଡ଼ିଆ ନେତାଙ୍କୁ ପଚାର, ଆମ ଭଳିଆ ଛୋଟକାଟିଆଙ୍କୁ କାହିଁ ପଚାରୁଛ। ସୂଚନା ଅନୁଯାୟୀ, ଆସନ୍ତା ୨୨ ତାରିଖରେ ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଶାହଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକରେ…

ନକଲି ସାମ୍ବାଦିକଙ୍କ ଉପରେ ବର୍ଷିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ; କହିଲେ, ଉଲଗ୍ନ କରି… 

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବିଧାନସଭାରେ ନକଲି ସାମ୍ବାଦିକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ସମାଲୋଚନାକୁ ଗ୍ରହଣ କରିହେବ କିନ୍ତୁ ପରିବାର ସଦସ୍ୟ ମାନଙ୍କୁ ଟାର୍ଗେଟ କରିଲେ ଏହାକୁ ଆଦୌ…

ଧର୍ମପଦ କାହାଣୀରେ କାହାକୁ ନିଶାନା?

ଭୁବନେଶ୍ବର: ଗତ ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ଖରାପ ସମୟ ଦେଇ ଗତି କରୁଛି ବିଜେଡି। ବର୍ଷ ବର୍ଷ ଧରି ଚୁପ୍ ରହିିଥିବା ଦଳର ବରିଷ୍ଠ ନେତା ଏବେ ରାଜନୈତିକ ବୟାନ ଦେବାକୁ ପଛାଉ ନାହାନ୍ତି। କେନ୍ଦୁଝର ଖଣି ଦୁର୍ନୀତିକୁ ନେଇ ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀ…

ଭାଷା ବିବାଦରେ ଫିଲ୍ମର ଏଣ୍ଟ୍ରି

ନୂଆଦିଲ୍ଲୀ: ଭାଷାକୁ ନେଇ ତାମିଲନାଡୁରେ ବିଦ୍ରୋହ ତେଜୁଛି। କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷୀ ଫର୍ମୁଲାକୁ କୌଣସି ପରିସ୍ଥିତିରେ ଗ୍ରହଣ କରିବାକୁ ନାରାଜ ତାମିଲନାଡୁ। ଏବେ ଭାଷା ବିବାଦକୁ ଡେଇଁଛନ୍ତି ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ। ଟଙ୍କା ପାଇଁ ତାମିଲ…

‘ନାଚିକି ଦେଖାଅ, ନହେଲେ ନିଲମ୍ବନ ହେବ ‘: ହୋଲି ସେଲିବ୍ରେସନରେ ପୋଲିସଙ୍କୁ ଧମକ ଦେଲେ ଆରଜେଡି ନେତା 

ପାଟଣା: ଆଜି ସାରା ଦେଶ ହୋଲି ଖେଳରେ ମସଗୁଲ ଥିବା ବେଳେ ବିହାର ପାଟଣାରେ ଚାଲିଛି ଚିରାଚରିତ କୁର୍ତ୍ତା ଫାଡ ହୋଲି ସେଲିବ୍ରେସନରେ ଯୋଗ ଦେଇଥିଲେ ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ। ପାଟନାରେ ହୋଲି ପାଳନ କରୁଥିବା ସମୟରେ ତେଜ ସେଠି ଜଣେ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ନାଚିବାକୁ ବାଧ୍ୟ…

ବଦ୍ରିଙ୍କ ପରେ ଅଶୋକ: ‘ଧର୍ମପଦ’ ଉପାଖ୍ୟାନ ଦେଇ ଦଳୀୟ ନେତାଙ୍କୁ ଟାର୍ଗେଟ 

ଭୁବନେଶ୍ଵର: ୨୪ ବର୍ଷ ଧରି ଚୁପ୍ ରହିଥିବା ନେତା ଏବେ ଦଳର ପରାହତ ପରେ ଧିରେ ଥିରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାଜା ଚକ୍ର ମାମଲାରେ ଘସିପୁରା ବିଜେଡି ବିଧାୟକ ବଦ୍ରିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଏବେ ବି ଚର୍ଚ୍ଚା ଥମିନଥିବା ବେଳେ ଆଜି ହୋଲିରେ ପୁଣି ମୁହଁ ଖୋଲି ବିଜେଡି…

କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ହେଲେ ମାର୍କ କାର୍ନି 

ଓଟାୱା: କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମାର୍କ କାର୍ନି। ଆମେରିକା ସହିତ ସମ୍ପର୍କ ଖରାପ ହେଉଥିବା ବେଳେ ସେ କାନାଡାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୧୫ ମସିହାରୁ କାନାଡାର ପ୍ରଧାନମନ୍ତ୍ରୀ ଥିବା ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେଇଛନ୍ତି। ଉଲ୍ଲେଖଯୋଗ୍ୟ,…