Latest Odisha News

BREAKING NEWS

Browsing Category

ରାଜନୀତି

ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂଙ୍କ ପରଲୋକ । ଆଜି ଅପରାହ୍ନରେ ୬୪ ବର୍ଷ ବୟସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗତ କିଛି ବର୍ଷ ହେଲା ସେ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ କିଛି ମାସ ପୂର୍ବରୁ ସିଙ୍ଗାପୁରର ଏକ ହସ୍ପିଟାଲରେ…

ରାଜସ୍ଥାନ ରାଜନୀତିରେ ପୁଣି ଲୁଚାଛପା ଖେଳ, ଜୈସଲମେର ଗଲେ ଗେହଲଟଙ୍କ ସମର୍ଥକ ବିଧାୟକ

ଜୟପୁର: ଜାରି ରହିଛି ରାଜସ୍ଥାନ ରାଜନୈତିକ ସଙ୍କଟ । ପୁଣି ଆରମ୍ଭ ହୋଇଛି ଲୁଚାଛପାର ଖେଳ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା କଂଗ୍ରେସର ସମସ୍ତ ବିଧୟକଙ୍କୁ ଜୈସଲମେର ସ୍ଥାନାନ୍ତର କରାଯାଇଛି । ଚାଟାର୍ଡ ଫ୍ଲାଇଟ୍‌ରେ ସେମାନଙ୍କୁ ଜୈସଲମେର ନିଆଯାଇଛି । ସୂଚନା ମୁତାବକ,…

ରାଜ୍ୟରେ କରୋନା ସ୍ଥିତି : ବିଜେପି ବନାମ ବିଜେଡି

ଭୁବନେଶ୍ୱର: କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡନ୍ତୁ । ପ୍ରେସମିଟ୍ କରି ଆଜି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଦିଲ୍ଲୀ…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଅଭୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଡିଜିପି । ମାମଲାର ତଦନ୍ତ କରୁଛି ଜିଆଇପି । ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁକୁ ପାଖାପାଖି ମାସେ ହେଲାଣି ।…

‘କାରୋନା ମୁକାବିଲା ପାଇଁ ଦିଲ୍ଲୀ ମଡେଲ୍ ଆପଣାନ୍ତୁ ରାଜ୍ୟ ସରକାର’

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି । ଭୁବନେଶ୍ୱରର ସ୍ଥିତି ଗମ୍ଭୀର, ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲାଣି ବୋଲି କହିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ…

ମନରେଗା କାମରେ ଦୁର୍ନୀତି ହୋଇଛି: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ମନରେଗା କାମରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଲା ବିଜେପି । ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ସଠିକ ଭାବେ କାମ ମିଳୁନାହିଁ । ଶ୍ରମିକଙ୍କ ବଦଳରେ ଜେସିବି ଓ ଟ୍ରାକ୍ଟର ରାତିଅଧିଆ କାମ କରୁଛନ୍ତି । ଶ୍ରମିକଙ୍କ ଅର୍ଥ ବାଟମାରଣ ହେଉଛି । ଏକ ସାମ୍ବାଦିକ…

ଗେହଲଟଙ୍କୁ ଗ୍ରୀନ୍ ସିଗ୍‌ନାଲ ଦେଲେ ରାଜସ୍ଥାନ ରାଜ୍ୟପାଳ

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟରେ ଗେହଲଟ ସରକାରଙ୍କୁ ମିଳିଛି ଗ୍ରୀନ୍ ସିଗ୍‌ନାଳ । ରାଜ୍ୟପାଳ କଲରାଜ ମିଶ୍ର ରାଜସ୍ଥାନ ସରକାରଙ୍କୁ ନିଃସର୍ତ୍ତ ବିଧାନସଭା ଅଧିବେଶନ ଡକାଇବାକୁ ଅନୁମତି ଦେଇଛନ୍ତି। ରାଜ୍ୟପାଳ ନିଜର ନିର୍ଦ୍ଦେଶରେ କହିଛନ୍ତି ସରକାର ବର୍ତ୍ତମାନ ପରିସ୍ଥିତିରେ ୨୧…

ରାଜସ୍ଥାନ ରାଜ୍ୟପାଳଙ୍କୁ ଅଧିବେଶନ ପାଇଁ ଗେହଲଟଙ୍କ ସାନି ପ୍ରସ୍ତାବ

ଜୟପୁର: ଜାରି ରହିଛି ରାଜସ୍ଥାନୀ ରାଜନୀତି ସଙ୍କଟ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାନି ପ୍ରସ୍ତାବ ପଠାଇଛନ୍ତି । ୩୧ ଜୁଲାଇରୁ ବିଧାନସଭା ଅଧିବେଶନ ଡାକିବାକୁ ସେ ଏହି ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି । କରୋନା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା…

କାଳିଆ ଟଙ୍କା ନଫେରାଇବାକୁ ବିଜେପିର ପରାମର୍ଶ

ଭୁବନେଶ୍ୱର: କାଳିଆ ଟଙ୍କା ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛି ବିଜେପି । ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ କରିବାକୁ ନେଇ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଘେରିଛନ୍ତି । ସେ ଚାଷୀମାନଙ୍କୁ କାଳିଆ ଟଙ୍କା ନଫେରାଇବାକୁ…

କରୋନା ଭିତରେ ବ୍ୟାପକ ହେବ ରକ୍ତ ସଂଗ୍ରହ: ଓଡିଶା ମୋ ପରିବାର

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଭିତରେ ରକ୍ତ ସଂକଟ ସୃଷ୍ଟି ହୋଇଛି । ଓଡିଶାରେ ସାଢେ ୩ ଲକ୍ଷରୁ ୪ ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକତା ରହୁଛି । ରାଜ୍ୟରେ ଦୁଇ ଲକ୍ଷ ୟୁନିଟ୍ ସ୍ୱେଚ୍ଛାକୃତ ଭାବେ ଆସିଥାଏ । ତେବେ କରୋନା ଭିତରେ ତାହା ପ୍ରଭାବିତ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ…