Latest Odisha News

BREAKING NEWS

Browsing Category

ରାଜନୀତି

ଦିନ ୩ଟା ୩୦ରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରେସମିଟ୍; ପଦରୁ ଇସ୍ତଫା ଦେଇପାରନ୍ତି !

ମୁମ୍ବାଇ: ଆସନ୍ତାକାଲି ସନ୍ଧ୍ୟା ୫ଟାରେ ହେବ ମହାରାଷ୍ଟ୍ର ବିଧାନସଭାରେ ଶକ୍ତିପରୀକ୍ଷା । ଏହି ଶକ୍ତିପରୀକ୍ଷା ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ଦିନ ୩ଟା ୩୦ରେ ଏକ ପ୍ରେସ୍ ମିଟ୍ ଡ଼ାକିଛନ୍ତି । ଯେହେତୁ ଆସନ୍ତାକାଲି ମହାରାଷ୍ଟ୍ର…

ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର !

ମୁମ୍ବାଇ: ମହାରାଷ୍ଟ୍ରର ଏନସିପି ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା କାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା । ଅଜିତଙ୍କ ସହିତ ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଦିନ ଶପଥ ଗ୍ରହଣ କରିଥିବା…

୩୩ ଓଏଏସ ଅଧିକାରୀଙ୍କୁ ଆଇଏଏସ ର‌୍ୟାଙ୍କକୁ ପଦୋନ୍ନତି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଚଳିତ ବର୍ଷ ମାତ୍ର ୬ ନୂଆ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ଓଡିଶା କ୍ୟାଡର ବିଭାଗ ଦିଆଯାଇଥିବା ନେଇ ସୋମବାର ଦିନ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ବିଧାୟକ ଚକ୍ରଧର କହଁରଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ…

ପାଣ୍ଡିଆନ୍ ଆଉଥରେ କୋରାପୁଟ ଯାଆନ୍ତୁ ବୋଲି ତାରା ବାହିନୀପତି ଚାହାଁନ୍ତି; କାହିଁକି ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘୫-ଟି’ ଅନୁଯାୟୀ ଶାସନ ପରିଚାଳନା ବ୍ୟବସ୍ଥାକୁ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି । ସେମିତି କହିବାକୁ ଗଲେ ସୋମବାର ଦିନ ବିଧାନସଭାରେ ସମସ୍ତ ବିଜେଡ଼ି ବିଧାୟକମାନେ ମନେ ମନେ ନିଶ୍ଚିତ ରୂପେ ଖୁସି ଅନୁଭବ କରୁଥିବେ । କଥାହେଲା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ…

ମହାରାଷ୍ଟ୍ରକୁ ନେଇ ଲୋକସଭାରେ ପ୍ରବଳ ହଟ୍ଟଗୋଳ; ଗଣତନ୍ତ୍ରର ହତ୍ୟା ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମହାସଙ୍କଟ ଦେଇ ଗତି କରୁଛି ଏବେ ମହାରାଷ୍ଟ୍ରର ରାଜନୀତି । ମହାରାଷ୍ଟ୍ର ବିଧାନସଭା ଏବଂ ରାଜଭବନ ଅତିକ୍ରମ କରିବା ପରେ ସକାଳେ ସୁପ୍ରିମକୋର୍ଟରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନେଇ ଶୁଣାଣି ଚାଲିଥିଲା । ତେବେ ଏହି ରାଜନୈତିକ ଉଷ୍ମତାର ଗରମାଗରମ…

ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ: ଆସନ୍ତାକାଲି ସୁପ୍ରିମକୋର୍ଟ ଦେବେ ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ: ସୋମବାର ସକାଳ ୧୦ଟା ୩୦କୁ ସମସ୍ତେ ଅପେକ୍ଷା କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ତାଙ୍କର ରାୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି । ଅର୍ଥାତ ମଙ୍ଗଳବାର ଦିନ ୧୦ଟା ୩୦ ସମୟରେ ମହାରାଷ୍ଟ୍ର ବିଧାନସଭାର ସଂରକ୍ଷିତ ଶୁଣାଣି ତାଙ୍କର ଚୂଡ଼ାନ୍ତ ରାୟରେ ପ୍ରକାଶିତ କରିବେ ।…

ସୁପ୍ରିୟାଙ୍କ ୱାଟସଆପ୍ ଷ୍ଟାଟସକୁ ନେଇ ଚର୍ଚ୍ଚା; ମହାରାଷ୍ଟ୍ର ରାଜନୀତିରେ ପରିବାର ଓ ଦଳରେ ଫାଟ !

ମୁମ୍ବାଇ: ରାତି ପାହିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହୋଇଥାଆନ୍ତେ ମୁଖ୍ୟମନ୍ତ୍ରୀ, ମାତ୍ର ସକାଳେ ସବୁ ଓଲଟପାଲଟ ହୋଇଗଲା । ମହାରାଷ୍ଟ୍ର ଶାସନଗାଦିକୁ ନେଇ ରାତିଅଧରେ ଶିବସେନା-ଏନସିପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ମନ୍ତ୍ରଣା ଏକରକମ ଅକାମି ହୋଇ ଓଲଟା ଫଳାଫଳ ଦେଖିବାକୁ ମିଳିଲା । ଏହି…

ବିଜେପି ସହ ମିଶି ସରକାର ଗଢିବା ‘ଏନସିପି’ର ନିଷ୍ପତ୍ତି ନୁହେଁ: : ଏନସିପି ଅଧ୍ୟକ୍ଷ

ମୁମ୍ବାଇ: ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଜେପି-ଏନସିପି ମେଣ୍ଟରେ ମହାରାଷ୍ଟ୍ରରେ ଗଠନ ହୋଇଛି ସରକାର । ତେବେ ଏହି ପରିପେକ୍ଷିରେ ଏନସିପି ମୁଖ୍ୟ ଶରଦ ପାୱାର ଦେଇଛନ୍ତି ଏକ ଚାଞ୍ଚଲ୍ୟକର ବୟାନ । ଶରଦ କହିଛନ୍ତି ଯେ, ଏନସିପି ସହ ମିଶି ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବା ତାଙ୍କ ଦଳର…

ମହାରାଷ୍ଟ୍ରରେ ରାତାରାତି ବଦଳିଲା ରାଜନୈତିକ ସମୀକରଣ; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଫଡନାଭିସ୍

ମୁମ୍ବାଇ: ବହୁ ପ୍ରତିକ୍ଷିତ ମହାରାଷ୍ଟ୍ର ଆସନକୁ ନେଇ ଜାରି ରହିଥିବା ହାଇଭୋଲଟେଜ୍ ଡ୍ରାମାର ଅନ୍ତଘଟିଛି । ରାତାରାତିି ମହାରାଷ୍ଟ୍ରରେ ରାଜନୈତିକ ସମୀକରଣ ବଦଳିଥିବା ବେଳେ ସରକାର ଗଢିଛନ୍ତି ବିଜେପି-ଏନସିପି ମେଣ୍ଟ । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର…

ଶିବସେନାରୁ ଚୟନ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ : ମାଣିକରାଓ ଠାକରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ଘୋଷଣା ହେବକୁ ଥିବା କୁହାଯାଉଛି । ତେବେ ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ପକ୍ଷରୁ ଆସିଛି ଏହିଭଳି ମନ୍ତବ୍ୟ । "ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହେବ । ରାଜ୍ୟସ୍ତରୀୟ ବୈଠକରେ ଏନସିପି ଏହି ପଦ ପାଇଁ…