Latest Odisha News

BREAKING NEWS

Browsing Category

ରାଜନୀତି

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଆଜି(ଶୁକ୍ରବାର) ଘୋଷଣା ହୋଇପାରେ । ଶିବସେନା ଓ ଏନସିପିର ମିଳିତ ସହଯୋଗରେ ମହାରାଷ୍ଟ୍ରରେ ସରକାର ଗଢିବାକୁ କଂଗ୍ରେସ ସମ୍ମତି ପ୍ରଦାନ କରିଥିଲା । ଏନେଇ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ବୈଠକ ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ…

ଏନସିପି ଓ ଶିବସେନା ସହ ମିଶି ମହାରାଷ୍ଟ୍ରରେ ସରକାର ଗଢିବାକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ସମିକରଣର ଅନ୍ତ ଘଟିଛି । ପରିଶେଷରେ ଶିବସେନା ଓ ଏନସିପି ସହ ମେଣ୍ଟକରି ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜର ସହମତି ପ୍ରଦାନ କରିଥିବା ସୂତ୍ରରୁ ପ୍ରକାଶ । ଗୁରୁବାର…

ଗୃହରେ ବିଜେଡ଼ି ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀଙ୍କ ପ୍ରତିବାଦ

ଭୁବନେଶ୍ୱର: ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ବେଳେ ଗୃହରେ ବିଜେଡ଼ିର ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ପରାମର୍ଶ ଦେବା ସହିତ ଅବଗତ କରିଥିଲେ । ଧାନବିକ୍ରୀକୁ ନେଇ ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାରେ ସବୁ…

ଓଡିଶାର ୧୯ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀର ପ୍ରାୟ ୧୯ଟି ସ୍ଥାନରେ ଜଳ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ପକ୍ଷରୁ ଚିହ୍ନଟ କରାଯାଇଛି । ଏସମ୍ପର୍କରେ ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜଙ୍ଗଲ ଓ…

ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରରେ ବୃଦ୍ଧି ଏକ ଜାତୀୟ ସମସ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରରେ ବୃଦ୍ଧି ଘଟିବା ଏକ ଜାତୀୟ ସମସ୍ୟା ବୋଲି ବୁଧବାର ଦିନ ବିଧାନସଭାରେ କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ । ଓଡିଶାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ତୈଳ ଦ୍ରବ୍ୟ, ଆଳୁ ଓ ପିଆଜି ଭଳି…

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ କମଲ ହାସନ…

ଭୁବନେଶ୍ୱର: ଅଭିନେତାରୁ ରାଜନେତା ପାଲଟିଥିବା ତଥା ମାକାଲ୍ଲ ନିଧି ମାଇୟାମ (ଏମଏନଏମ) ଦଳର ସଭାପତି କମଲ ହାସନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଭେଟିଛନ୍ତି । ପ୍ରଖ୍ୟାତ ତାମିଲ୍ ଅଭିନେତା ଶ୍ରୀ ହାସନ ଆଜି ଭୁବନେଶ୍ୱର ସେଞ୍ଚୁରିୟନ ୟୁନିଭର୍ସିଟି ଅପ…

ବଢୁଛି ସମ୍ପର୍କ ! ସଂସଦରେ ବିଜେଡିକୁ ଖୁବ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ରାଜ୍ୟସଭାରରେ ଶୃଙ୍ଖଳା ରକ୍ଷାକରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ବିଜୁଜନତା ଦଳ ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) କୁ ପ୍ରଶଂସା କରିଛନ୍ତି। ରାଜ୍ୟସଭାର ୨୫୦ତମ ଅଧିବେଶନକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଓଡିଶା ଓ…

ବିଧାନସଭାରେ ପୁଣି ବିରୋଧିଙ୍କ ହଟ୍ଟଗୋଳ, ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଜାରି ରହିଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧିମାନେ ସୋମବାର ଦିନ ଶାସକ ଦଳକୁ ଘେରିବା ସହ ଗୃହରେ ହୋହାଲ୍ଲା କରିଛନ୍ତି । ବିରୋଧିଙ୍କ ହୋହାଲ୍ଲା ଫଳରେ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଆଜି…

ସୋମବାରଠୁଁ ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନ: ୧୦ଟି ମୁଖ୍ୟ ଦାବି ଉପସ୍ଥାପନ କରିବାକୁ ବିଜେଡ଼ି ପ୍ରସ୍ତୁତ

ଭୁବନେଶ୍ୱର: ସୋମବାରଠୁଁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ବାଲିଯାତ୍ରାକୁ ଜାତୀୟ ଐତିହ୍ୟ ମାନ୍ୟତା ତଥା ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ସମ୍ପର୍କୀତ ଦାବି ସମେତ ୧୦ ଦାବି ସଂସଦରେ ଉପସ୍ଥାପନ କରିବାକୁ ବିଜୁ ଜନତା ଦଳ ପ୍ରସ୍ତୁତ ହେଉଛି ।…

ଶିବସେନା ଓ କଂଗ୍ରେସ ସହଯୋଗରେ ସରକାର ଗଢିବାକୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୃଢୋକ୍ତି

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ଏବେବି ସଙ୍କଟଜନକ ଅବସ୍ଥା ଦେଇ ଗତି କରୁଛି ।ବିଜେପି-ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରି ମଧ୍ୟ ସରକାର ଗଠନ କରିବାକୁ ସକ୍ଷମ ହୋଇ ପରି ନାହିଁନ୍ତି । ସମସ୍ତ ଦଳକୁ ରାଜ୍ୟପାଳ ନୂଆ ସରକାର ଗଠନ କରିବାକୁ ଡକାଇଥିଲ ମଧ୍ୟ ସମସ୍ତ ଦଳ ନିଜ…