Latest Odisha News

BREAKING NEWS

Browsing Category

ରାଜନୀତି

ଦିଲ୍ଲୀ ନିର୍ବାଚନରେ ଆରପାରର ଲଢେଇ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଚାଲିଛି । ଏଥର ଦିଲ୍ଲୀରେ ତିନି ପ୍ରମୁଖ ଦଳ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରପାରର ଲଢେଇ ହେଉଛି । ବାଜିରେ ଲାଗିଛି ଅନେକ କିଛି । ୨୦୧୩କୁ ଛାଡିଦେଲେ ଏପର୍ଯ୍ୟନ୍ତ ସବୁ ନିର୍ବାଚନରେ ସ୍ପଷ୍ଟ ଜନାଦେଶ ଦେଇଛି ଦିଲ୍ଲୀ । ଏଥର…

ଆଦିବାସୀ ମହିଳାଙ୍କ ରଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନିନ୍ଦା କଲା ବିଜେଡି

ବାରିପଦା: ଆଦିବାସୀ ମହିଳାଙ୍କ ରଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ବୁଧବାର ଦିନ ନିନ୍ଦା କରିଛି ବିଜୁ ଜନତା ଦଳ (ବିଜେଡି)। ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଏବଂ ମୟୂରଭଞ୍ଜ ଜିଲ୍ଲା ପରିଷଦ…

ତୁମ ବାପାଙ୍କ ସହ କାମ କରିଛି, ପାଟି ବନ୍ଦ କରିକି ବସ; କାହିଁକି ଚିହିଁକିଲେ ଖଡଗେ… 

ନୂଆଦିଲ୍ଲୀ: ବୁଧବାର ସଂସଦରେ ଭାଷଣ ସମୟରେ ବିଜେପି ସାଂସଦଙ୍କ ବ୍ୟବହାରରେ ରାଗିଯାଇଥିଲେ। ଏପରିକି ତାଙ୍କୁ ତାଙ୍କ 'ପିତା'ଙ୍କ କକଥା ମଧ୍ଯ ମନେ ପକାଇଦେଇଥିଲେ। ଏହାକୁ ନେଇ ଗୃହରେ ବହୁତ ହଟ୍ଟଗୋଳ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ବାଚସ୍ପତି ଜଗଦୀପ ଧନଖଡ଼ ଉଭୟ ପକ୍ଷକୁ ଶାନ୍ତ କରାଇଥିଲେ।…

ଦିଲ୍ଲୀର ୧୨ ସିଟରେ ଆପ୍-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ନେତାଙ୍କର ସରିଲା ଏବେ ଜନତାଙ୍କ ପାଳି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ୍ । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ଦିଲ୍ଲୀ ଦଖଲ କରିବାକୁ ଜୋରଦାର ପ୍ରଚାର କରିଛନ୍ତି । ଦିଲ୍ଲୀରେ ମୁଖ୍ୟତଃ ଆପ୍ ଓ ବିଜେପି ମଧ୍ୟରେ ଟକ୍କର ହେଉଥିବା କୁହାଯାଉଛି । ତେବେ ଏମିତି…

ଦିଲ୍ଲୀରେ ପଞ୍ଜାବୀ, ବଣିଆ ଭୋଟର ହେବେ କିଙ୍ଗମେକର !

ନୂଆଦିଲ୍ଲୀ: କାହିଁକି ଗତ ୬ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ହାରୁଛି ବିଜେପି? କୁହାଯାଏ, ପୂର୍ବାଞ୍ଚଳୀ, ଦଳିତ ଓ ସଂଖ୍ୟାଲଘୁ ଭୋଟ୍ ବିଜେପି ପରାଜୟ ପଛର କାରଣ । ତେବେ ୧୯୯୯, ୨୦୧୪, ୨୦୧୯ ଓ ୨୦୨୪ରେ ଲୋକସଭା ନିର୍ବାଚନରେ ଦିଲ୍ଲୀରେ କ୍ଲିନ୍ ସୁଇପ୍ କରିଛି ବିଜେପି । ପଞ୍ଜାବୀ, ବଣିଆ ଓ…

ହସ୍ପିଟାଲରେ ସୁଶାନ୍ତ ସିଂହଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ମଙ୍ଗଳବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭେଟିଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ନବୀନ କହିଛନ୍ତି ଯେ ପୂର୍ବତନ ଭଟଲି ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର…

କାନାଡାର ପ୍ରଧାନମନ୍ତ୍ରୀ ରେସରେ ରୁବି ଢଲ୍ଲା; ଦିନେ ଥିଲେ ବଲିଉଡ ଅଭିନେତ୍ରୀ… 

ହାଇଦ୍ରାବାଦ: କାନାଡାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନିର୍ବାଚନରେ  ରୁବି ଢଲ୍ଲାଙ୍କ ନାମ ଚର୍ଚ୍ଚାରେ ରହିଛି। ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରେ, କାନାଡାର ୪୫ ତମ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ରେସରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ବଲିଉଡ୍…

ଦିଲ୍ଲୀ ନିର୍ବାଚନ: କାହା ଗ୍ୟାରେଣ୍ଟିରେ କେତେ ଦମ୍?

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରର ମାଗଣା ଯୋଜନା ଦଳ ପାଇଁ ବୁଷ୍ଟର ଡୋଜ୍ ହୋଇଛି । ପୂର୍ବ ଦୁଇଟି ନିର୍ବାଚନରେ ମାଗଣା ବିଜୁଳି, ପାଣି ଭଳି ଲୋକପ୍ରିୟ ଯୋଜନା ଆପ୍ ଖାତାକୁ ଭୋଟ୍ ଟାଣିଛି । ଦିଲ୍ଲୀରେ ଭିତ୍ତିଭୂମି ବିକାଶ ସାଙ୍ଗକୁ ଜନକଲ୍ୟାଣକାରୀ ଯୋଜନାକୁ ଏଥର ବି ନିର୍ବାଚନ…

ଦିଲ୍ଲୀ ଦଙ୍ଗଲରେ କାହାର ପଲ୍ଲା ଭାରି?

ନୂଆଦିଲ୍ଲୀ: ଦିଲ୍ଲୀରେ କେତେ କାମ ଦେବ କଂଗ୍ରେସ ରଣନୀତି ? ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ପ୍ରଚାର। ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ତେବେ କୁଆଡ଼େ ଢଳିବେ ଭୋଟର? ସବୁ ବର୍ଗର ଭୋଟରଙ୍କ ପାଇଁ ତିନି ପ୍ରମୁଖ ଦଳ ବଡ଼ ଘୋଷଣା…

ଓଡି଼ଆ ନୂଆବର୍ଷ ପୂର୍ବରୁ ସରିବ ବିଜେଡି ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ୱର: ଶଙ୍ଖ ଭବନରେ ବସିଲା ବିଜେଡି ସମନ୍ୱୟ କମିଟି ବୈଠକ। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଓଡି଼ଆ ନୂଆ ବର୍ଷ ପୂର୍ବରୁ ସରିବ ବିଜେଡି ସାଂଗଠନିକ ନିର୍ବାଚନ। ଆଜି ବସିଥିବା ସମନ୍ବୟ କମିଟି ବୈଠକ ପରେ…