Latest Odisha News

BREAKING NEWS

Browsing Category

ରାଜନୀତି

ଓଡିଶାର ୬ ଲୋକସଭା ଓ ୪୨ ବିଧାନସଭା ଆସନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର : ଓଡିଶାର ୩ୟ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ମଙ୍ଗଳବାର ଦିନ ଭୋଟଗ୍ରହଣ ଆରମ୍ଭ ହୋଇଛି । ସମୁଦାୟ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୭,୯୯,୦୩୩ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୪,୫୬,୭୨୯…

ଦଳରୁ ନିଲମ୍ବିତ ହେଲେ ବିଜେଡ଼ି ଯୁବ ଜନତା ଦଳ ପରାମର୍ଶଦାତା

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବିଜୁ ଯୁବ ଜନତା ଦଳର ପରାମର୍ଶ ଦାତା ସୁନୀଲ୍ ପ୍ରଧାନଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ।

ତିନି ଟାଣୁଆ ପ୍ରାର୍ଥୀଙ୍କ ଭିତରେ ଲଢେଇ, କିଏ ଜିତିବ ଢେଙ୍କାନାଳ ଆସନ?

ଢେଙ୍କାନାଳ: କିଛି ଘଣ୍ଟାପରେ ଭୋଟର କରିବେ ଢେଙ୍କାନାଳର ଭାଗ୍ୟ ନିରୂପଣ । ଓଡ଼ିଶାରେ ମଙ୍ଗଳବାର ଦିନ ୩ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଢେଙ୍କାନାଳରେ ତିନିଦଳର ତିନି ଜଣ ଟାଣୁଆ ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି ଘମାଘୋଟ ନିର୍ବାଚନ ଯୁଦ୍ଧ । ରାଜନୈତିକ ବିଶାରଦଙ୍କ ମତାନୁଯାୟୀ…

ପୁରୀରେ ଓକିଲ ଓ ଡାକ୍ତରଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଭୁବନେଶ୍ୱର: ପୁରୀ ଲୋକସଭା ଆସନ ଗତ ଦୁଇ ଦଶନ୍ଧି ଧରି ବିଜୁ ଜନତା ଦଳ କବଜାରେ ରହି ଆସିଛି । ଏପରିକି ବିଜେଡ଼ି ଏହି ଆସନଟିକୁ ଗତ ୫ଟି ନିର୍ବାଚନରେ ମଧ୍ୟ ଲଗାତର ଭାବେ ଅକ୍ତିଆର କରିଆସୁଛି । ଏଥର କିନ୍ତୁ ଏଠାରୁ ତିନିଥର ବୀଜୟର ଟୀକା ପିନ୍ଧିଥିବା ବିଜେଡ଼ି ସାଂସଦ ପିନାକୀ ମିଶ୍ରଙ୍କ ଲାଗି…

ଅନନ୍ତ ଜେନା ଓ ଜଗନ୍ନାଥ ପ୍ରଧାନଙ୍କୁ ସୁରକ୍ଷା ଦେବେ କମିଶନରେଟ୍ ପୋଲିସ

ଭୁବନେଶ୍ୱର : ବିଜେଡି ପ୍ରାର୍ଥୀ ଅନନ୍ତ ଜେନା ଓ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ କାର୍ ଉପରକୁ ହୋଇଥିବା ବୋମାମାଡ ଘଟଣାରେ ସୋମବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଦୁଇ ବିଧାୟକଙ୍କୁ ସୁରକ୍ଷା ପ୍ରଦାନ କରାଯିବ । ଏନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି…

ପିପିଲିରେ ଫ୍ଲାଇଂ ସ୍କ୍ୱାଡଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେ ପ୍ରଦୀପ ମହାରଥୀ

ପିପିଲି : ପିପିଲି ବିଧାୟକଙ୍କ ଫାର୍ମହାଉସରେ ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାଡଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମା ଶଙ୍କର ଦାସ ମଧ୍ୟ କହିଛନ୍ତି, “ଆହତ ଫ୍ଲାଇଂ ସ୍କ୍ୱାଡ ସଦସ୍ୟଙ୍କ…

ଘସିପୁରାରେ ଓପିସିସି ମୁଖ୍ୟଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ

କେନ୍ଦୁଝର : ଘସିପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ଘସିପୁରା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଘସିପୁରାଠାରେ ରବିବାର ଦିନ…

ଓଡ଼ିଶା ବିଜେପି ପକ୍ଷରୁ ୫ଜଣ ନୂଆ ମୁଖପାତ୍ର ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶାରେ ସାଂଗଠନିକ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ ତଥା ମଜବୁତ କରିବା ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ସୋମବାର ଦିନ ବରିଷ୍ଠ ନେତୃବର୍ଗଙ୍କୁ ନୂତନ ଦାୟିତ୍ୱ ଅର୍ପଣ କରିଛି । ବିଜେପିର ନୂତନ ମୁଖପାତ୍ର ଭାବେ ବିଷ୍ଣୁ ଦାସ, ଉମାକାନ୍ତ ପଟ୍ଟନାୟକ, ଉର୍ମିଳା…

ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ,୫ ଆହତ

ପିପିଲି : ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମହାଉସରେ ଯାଞ୍ଚବେଳେ ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ ସ୍କ୍ୱାଡ୍ ଓ ଜଣେ ମାଜିଷ୍ଟ୍ରେଟଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଶ୍ରୀଯୁକ୍ତ ମହାରଥୀ ଓ ତାଙ୍କ ସମର୍ଥକମାନେ ଏହି ଯାଞ୍ଚକାରୀ…