Latest Odisha News

BREAKING NEWS

Browsing Category

ରାଜନୀତି

ପାଟକୁରାରେ ନିର୍ବାଚନ ହେବା ନେଇ ଇସିଆଇଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ବିଜୟ

ଭୁବନେଶ୍ୱର : ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୋଷଣା ପରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିଷ୍ପତ୍ତିକୁ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ବୁଧବାର ଦିନ ସ୍ୱାଗତ କରିଛନ୍ତି । ଶାସକ ବିଜେଡି ବିଧାୟକ ବେଦ ପ୍ରକାଶଙ୍କ ମୃତ୍ୟୁ ପରେ…

ଭୁବନେଶ୍ୱର ଲୋକସଭା ଆସନର ଜୟଦେବରେ ସର୍ବାଧିକ ମତଦାନ

ଭୁବନେଶ୍ୱର : ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ମତଦାନ ମଙ୍ଗଳବାର ଦିନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରେ ଜୟଦେବ ନିର୍ବାଚନମଣ୍ଡଳୀର ସର୍ବାଧିକ ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ…

ମେ’ ୧୯ରେ ପାଟକୁରା ବିଧାନସଭା ଆସନରେ ହେବ ନିର୍ବାଚନ

ଭୁବନେଶ୍ୱର : ପାଟକୁରାରେ ବିଧାନସଭା ଆସନରେ ମେ’ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ, ଏନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଘୋଷଣା କରିଛନ୍ତି । ଜାରି ଅଧିସୂଚନା ଅନୁଯାୟୀ ଆସନ୍ତା ମେ’ ୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୨ ତାରିଖରେ ଯାଞ୍ଚ ପ୍ରକ୍ରିୟା…

ବ୍ରହ୍ମଗିରିରେ ଗ୍ରାମବାସୀ ଭାଙ୍ଗିଦେଲେ ଇଭିଏମ୍

ପୁରୀ: ମଙ୍ଗଳବାର ଦିନ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କମାଶାସନ ଅଞ୍ଚଳର ୨୨୨ ନଂ ବୁଥରେ ଇଭିଏମ୍ ବା ଭୋଟିଂ ମେସିନଗୁଡ଼ିକୁ ଗ୍ରାମବାସୀ ଭାଙ୍ଗିଦେଇଥିବାର ଅଭିଯୋଗ ହୋଇଛି । ନିଜ ମୁତାବକ ଭୋଟ ସୁଇଚ୍…

ଚାଷୀ, ମହିଳା ଓ ଯୁବକଙ୍କୁ ହତାଶ କରିଛି ବିଜେପି: ନବୀନ

ଭଦ୍ରକ: ବିଜେଡ଼ି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ମାରାଥନ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଦ୍ରକ ଓ ବାଲେଶ୍ୱରଠାରେ ଅନୁଷ୍ଠିତ ଦୁଇଟି ବିଶାଳ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ବିଜେପିକୁ ସମାଲୋଚନା…

ଏପ୍ରିଲ୍ ୨୫ରେ ଓଡିଶାର ୯ଟି ବୁଥରେ ହେବ ସାନି ମତଦାନ

ଭୁବନେଶ୍ୱର : ଓଡିଶାର ୯ଟି ବୁଥରେ ଏପ୍ରିଲ୍ ୨୫ ତାରିଖରେ ସାନି ଭୋଟ୍ ଗ୍ରହଣ ହେବ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି । ରାଜ୍ୟରେ ଏପ୍ରିଲ୍ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଭୋଟିଂ ବୁଥରେ ଇଭିଏମରେ ହୋଇଥିବା ତ୍ରୁଟି…

କେନ୍ଦୁଝରରେ ପଦ୍ମ ଫୁଟିବା ରୋକିପାରିବେ କି ବିଜେଡି ପ୍ରାର୍ଥୀ?

କେନ୍ଦୁଝର : ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ୍ ୨୩ ତାରିଖ ତଥା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇଥିବା ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ମେ’ ୨୩ ତାରିଖ ତଥା ନିର୍ବାଚନ ଫଳାଫଳ ଘୋଷଣା ଦିନ ନିର୍ଣ୍ଣୟ ହେବାକୁ ଯାଉଛି । ସେହିପରି କେନ୍ଦୁଝର…

ଭୁବନେଶ୍ୱରରେ ଦୁଇ ପୂର୍ବତନ ପ୍ରଶାସକ: ଅରୂପ ଓ ଅପରାଜିତାଙ୍କ ମଧ୍ୟରେ ଲଢେଇ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନରେ ଏଥର ଦୁଇ ପୂର୍ବତନ ପ୍ରଶାସକଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱଦ୍ୱିତା ଦେଖିବାକୁ ମିଳିଛି । ଏହି ଭୋଟ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ତଥା ଆଇପିଏସ ଅଧିକାରୀ ଅରୂପ ପଟ୍ଟନାୟକ, ଯିଏକି ବିଜେଡ଼ି ଟିକଟରେ ନିର୍ବାଚନ…

ଭୋଟଗ୍ରହଣ କେନ୍ଦ୍ରରେ ଓଡ଼ିଶାର ରଥୀ-ମହାରଥୀଙ୍କ ମତଦାନ…

ଭୁବନେଶ୍ୱର: ଓଡ଼ିଶାରେ ଆଜି ଚାଲିଛି ୩ୟ ପର୍ଯ୍ୟାୟ ମତଦାନ । ରାଜ୍ୟର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ଲାଗି ସକାଳୁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ପ୍ରାୟ ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ଭୋଟର୍ ମାନେ ଉତ୍ସାହର ସହିତ ଭୋଟ୍ ଦେଉଥିବା ବେଳେ ଓଡ଼ିଶା ରାଜନୀତିର ହେଭିୱେଟ୍ ନିଜ ନିଜର ମତଦାନ…