Latest Odisha News

BREAKING NEWS

Browsing Category

ରାଜନୀତି

ୟୁରୋପ ଉପରେ ଅସନ୍ତୁଷ୍ଟ ଟ୍ରମ୍ପ, ଚୀନ ନେବ ଫାଇଦା !

ନୂଆଦିଲ୍ଲୀ: ନିକଟରେ ଜର୍ମାନୀରେ ହୋଇଥିବା ମ୍ୟୁନିଖ ସୁରକ୍ଷା ସମ୍ମେଳନରେ ୟୁରୋପକୁ ନେଇ ତେଢା ଆଭିମୁଖ୍ୟ ଦେଖାଇଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ବେନ୍ସ । ନାଟୋ ରହିବାକୁ ହେଲେ ୟୁରୋପୀୟ ୟୁନିୟନ ଦେଶଗୁଡିକ ସେମାନଙ୍କ ପ୍ରତିରକ୍ଷା ବଜେଟ୍ ବଢାଇବା ଉଚିତ୍ ବୋଲି ସେ କହିଛନ୍ତି । ପୂର୍ବରୁ…

ରାଜ୍ୟ ବଜେଟ୍; ୨ ଲକ୍ଷ ୯୦ ହଜାର କୋଟିର ବ୍ୟୟବରାଦ, କୃଷିକୁ ପ୍ରାଧାନ୍ଯ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ବିଜେପି ସରକାରଙ୍କ ଏହା ଦ୍ୱିତୀୟ ବଜେଟ୍। ଯାହାର ମୋଟ ବ୍ୟୟ ଅଟକଳ ୨.୯୦ ଲକ୍ଷ କୋଟି ଟଙ୍କାରୁ…

୧୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି, ସମ୍ବଲପୁରକୁ କେବେ?

ଭୁବନେଶ୍ବର:  ଓଡ଼ିଶାର ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ରବିବାର ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଦଳ ଅନୁଗୁଳ ପାଇଁ ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ର, ଗଜପତି ପାଇଁ ନବକିଶୋର ଶବର ଓ ଯାଜପୁର ପାଇଁ ଦେବଯାନୀ ପ୍ରଧାନଙ୍କୁ ସଭାପତି…

କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ; କାଲି ଘୋଷଣା, ୧୮ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ଏନେଇ କାଲି ଚୂଡାନ୍ତ ନିଷ୍ପତ୍ତି ହେବ। କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶପଥ ଗ୍ରହଣ ସମାରୋହ ୧୮ ତାରିଖରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଶପଥ ଗ୍ରହଣ ଉତ୍ସବରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ…

ବିଅର କ୍ୟାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ, ତେଜିଲା ବିବାଦ

ନୂଆଦିଲ୍ଲୀ: ଋଷର ଏକ ମଦ କମ୍ପାନୀ ରୋବର୍ଟ ତାର ବିଅର କ୍ୟାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଲୋକମାନେ ଋଷ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିବେଦନ…

କଂଗ୍ରେସକୁ ଫେରିଲେ ସୁର, ଆଗକୁ କିଏ?

ଭୁବନେଶ୍ବର: ୯ମାସ ପରେ କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ନିଲମ୍ବନ ହଟିବା ପରେ ସୁର ପୁଣି ଦଳକୁ ଫେରିଛନ୍ତି । ଭକ୍ତ ଦାସ ନୂଆ ପିସିସି ସଭାପତି ହେବା ପରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିରେ ଯେଉଁମାନଙ୍କୁ ଦଳରୁ ନିଲମ୍ବନ…

ପାଣ୍ଡିଆନଙ୍କ କଥାରେ ଗୃହକୁ ଅଚଳ କରୁଛି ବିଜେଡି: ଜୟନାରାୟଣ

ଭୁବନେଶ୍ଵର: ଦଳରେ ନାହାଁନ୍ତି କିନ୍ତୁ ବିଧାନସଭାରେ ଚାଲୁଛି ପାଣ୍ଡିଆନ୍ ରାଜ୍ । ବିଧାନସଭାରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ପ୍ରମାଣ ଦେଲେ ଜୟନାରାୟଣ । କହିଲେ ଏବେ ବି ବିଜେଡିରେ ଚାଲିଛି ପାଣ୍ଡିଆନଙ୍କ ରାଜ । ପାଣ୍ଡିଆନଙ୍କ କଥାରେ ଗୃହକୁ ଅଚଳ କରୁଛି ବିଜେଡି । ଏବେ ବି ବିଜେଡିରେ…

ଓଡ଼ିଶା କଂଗ୍ରସକୁ ନେଇ ଆସିଲା ବଡ଼ ଖବର, ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର: ଓଡ଼ିଶା କଂଗ୍ରସକୁ ନେଇ ଆସିଲା ବଡ଼ ଖବର । ନୂଆ ପିସିସି ସଭାପତି ନିଯୁକ୍ତ ପରେ ଏବେ ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କୁ ପରିବର୍ତ୍ତନ କରାଯାଇଛି। ଅଜୟ କୁମାର ଲଲ୍ଲୁ ହୋଇଛନ୍ତି ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ। ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଅଜୟ ଲଲ୍ଲୁ…

ଦିଲ୍ଲୀରେ ଓଡ଼ିଶା ଫର୍ମୁଲା !

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ କି? ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହରାଇଥିବା ପରବେଶ ବର୍ମାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଆଗରେ ରହିଥିଲା । ତେବେ ଦିନ ଗଡିବା…

ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ…

ଭୁବନେଶ୍ବର: ‘ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ । ପ୍ରଫୁଲ ଘଡାଇ ଜାଣିଥିବେ, କିଏ କେଉଁଠି ଷଡଯନ୍ତ୍ର କରିଥିଲା । ବିଜେଡି ଦଳ ଭିତରେ କିଛି ଷଡଯନ୍ତ୍ର ହୋଇନାହିଁ ।’ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ଘଡାଇଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କିଛି ଏପରି କଡା…