Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ : ଚୋରାବାଲି

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୯   ସନ୍ଧ୍ୟା ହେଉହେଉ କୁମାର ଆସି ହାଜର । ଥାଙ୍କ୍ ଗଡ଼୍ ,ଅରୁ ଏଇଠି । ତା’ ଅନୁମାନ ଠିକ୍ ଥିଲା । କୁମାର ତୁମେ, ଜାଣିଥିଲି ତୁମେ ଦିନେ ଆସିବ ବୋଲି । କିନ୍ତୁ ଏତେ ଜଲ୍‌ଦି ବୋଲି ଭାବିନଥିଲି । ଜାଣିଥିଲ ? ଥରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୮ ଆପଣ ବିଶ୍ୱାସ କରିପାରିବେନି ମୁଁ ଏ ଭିତରେ ଆପଣଙ୍କୁ କେତେ ଥର ମନେ ପକେଇସାରିଲିଣି । ଆପଣଙ୍କ ସହ ମୋ'ର କୈଣସି ସମ୍ପର୍କ ନାହିଁ । ଥରେ ମାତ୍ର ଦେଖା । ହେଲେ, କେଜାଣି କାହିଁକି ମନେହେଲା ସାରା ସଂସାରରେ କେଦାର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୭ କିଛି ସମୟ ପରେ ସେ ତାଙ୍କ ବ୍ୟାଗ୍ ଧରି ମୋ’ ହାତରେ ଦରମା ଟଙ୍କା ଦେଲେ, କହିଲେ ତୋ’ ବାପା ଆସିଲେ ତାଙ୍କ ସହ ଚାଲିଯିବୁ । ସତ କହୁଛି ବାବୁ ସେ କିଛି ବି କହିନାହାନ୍ତି? ସୁର ମଉସା ପଦାକୁ ଯାଇଥିଲେ, ଫେରିଆସି ମତେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୬ ପରିବେଶ ଭାରି ଗମ୍ଭୀର । ମ୍ୟାଡ଼ମ୍‌? ମ୍ୟାଡ଼ମ୍ ଉପରେ ତ? ଝିଅଟି ନୀରବ । ସେ ଚାହିଁଲା ସମସ୍ତକୁ । ସମସ୍ତେ ଚୁପ୍ । ଯେମିତି କଌ୰୩୯;ଣ ଗୋଟେ ଭୁଲ୍‌ କରି ଧରାପଡିଯାଇଛନ୍ତି, ସେମିତି । କାହା ମୁହଁରେ ହରସ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୫ ସେମିତି ଅନ୍ୟମନସ୍କ ଭାବରେ ରଙ୍ଗ ଭରି ଚାଲିଛି । ସବୁ ରଙ୍ଗ ଆଜି କାନଭାସ୍ ଉପରେ ଅଜାଡି ଦେଇ ଆଙ୍କୁଛି କଣ! ବାସ୍‌...ଶେଷ ସ୍ପର୍ଶ ଦେଇ ଦୂରକୁ ଘୁଞ୍ଚି ଆସିଲା । ଚିତ୍ରଟିକୁ ଆଖି ଭରିଦେଖିନେଲା ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୪ ତା’ଙ୍କ ଅନାଗ୍ରହ ଦେଖି ମାମୁଁ ମାଇଁ ମଧ୍ୟ ଧିରେଧିରେ ଦୂରେଇ ରହିଲେ । ବଡ ଘରେ ଭାଣିଜୀ ବିଭାଦେଇ ସେ ଚୁପ୍ ରହିଲେ । ଏବେ ସେ କୋଉ ମୁହଁ ନେଇ ସେଠାକୁ ଯିବ? କ' ଣ କହିବ? ତା'ର ମନେ ପଡୁଲା ଲିପି କଥା । ନିଜର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୩  ତାକୁ ଯେମିତି କେହି ଜଣେ ବିଟାର ଅନ୍ଧକାର ସୁଡ଼ଙ୍ଗ ଭିତରେ ଏକଲା ଛାଡ଼ି ଦେଇଛି । ସେ ଭୟରେ ଦିଶାହୀନ ଭାବେ ଧାଇଁଛି ଯେ ଧାଇଁଛି । ଏ ରାତିଟା ତା' ପାଇଁ କାଳ ରାତି । ବେଳୁବେଳ ରହସ୍ୟମୟ ହେଇ ତା’ ଆଗରେ ଆସି ଛିଡ଼ା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୨ ନାଁ , କିଛି ନାହିଁ । ତା'ର ମନେ ପଡ଼ିଲା, ଗତ କିଛି ଦିନ ହେବ ବାର୍‌ରେ ସମୟ କିଟୁଥିଲେ । କାହାକାହା ସହ ଫୋନ୍‌ରେ କଥା ହେଉଥିଲେ । ସେ ପୁଣି ଦୌଡ଼ିଲା ଟପ୍ ଫ୍ଲୋରକୁ । ଡୋର ଖୋଲି ଲାଇଟ୍‌ ଅନ୍ କରୁକରୁ ସାଇଡ଼୍‌ରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୧ “ଅଫିସର ପରିସ୍ଥିତି ଠିକ୍ ନାହିଁ । ତୁମେ ଅନୁମାନ କରିସାରିଥିବ । ଏଠି ରହିଲେ କେବେ ବି ଶାନ୍ତିରେ ରହି ପାରିବିନାହିଁ । ମୁଁ ବଞ୍ଚିବାକୁ ଚାହେଁ । ତେଣୁ ଚାଲିଯାଉଛି, ମୋ ଉଡାଣ ଆରମ୍ଭ ହେଇସାରିଲାଣି । ଆଉ ଇଣ୍ଡିଆ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୦ ଅଫିସ ଆସୁଆସୁ କୁମାର ହାତରେ ଏନ୍‌ଭଲବଟା ଧରେଇ ଦେଇ ଚାଲିଗଲା ପିଓନ୍ । ଏ ତ’ ବୈଭବ ସାର୍‌ଙ୍କ ହାତଲେଖା ଚିଠି । କୁମାର, ଏ ସବୁ ଏବେ ମୋ କଣ୍ଟ୍ରୋଲ ବାହାରେ । ମୁଁ ଏଠୁ ଚାଲିଯିବାକୁ ବାଧ୍ୟ ହେଉଛି ।…