Latest Odisha News
Browsing Category

ଭାଷା ଭାଗବତ

ଭାଷା ଭାଗବତ : ଭାଷା ଗଡ଼ୁଛି ତଳେ ପଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଂହାର ସଂସାର ସଂଭାର ସଂଚାର ଉଚ୍ଚାରଣ କର ଭିନ୍ନତା ନ ଶୁଭିଲେ କାହିଁ ବନାନ ବଦଳାଅନାହିଁ ସଂଯତ ସଂହତ ସଂଗତ ଏକ ପ୍ରକାରେ ଉଚ୍ଚାରିତ ହେଲେ ବି ଲେଖିଲେ *ସଙ୍ଗତ* ହେଲାନି ଏ ଭାଷାର ହିତ…

ଭାଷା ଭାଗବତ : ଧ୍ବନି ଓ ସାହିତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଶୂନ୍ୟରେ ବାଣୀ ହୋଇ ଜାତ ହୁଏ ଶୂନ୍ୟରେ ସମାହିତ ତା'ର କ୍ଷଣିକ ଅବସ୍ଥାନ ହୁଏ ଅତି ତାତ୍ପର୍ଯପୂର୍ଣ ପାଟିରୁ ଖସି ଶବ୍ଦମାନ ହୋଇପାରଂତି ବହୁଗୁଣ ଅନେକେ ରଖଂତି ସ୍ମରଣ ସଂଭବ ନୁହେ ବିଲୋପନ ମନେ ସାଇତି ନୀତିବାଣୀ କେହି କେବେ…

ଭାଷା ଭାଗବତ : ସ୍ବାଧୀନ ନବାକ୍ଷରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କଲେ ଦୂଷିତ ଜଳ ଦାନ ହୁଏନି ତାହା କେବେ ପୁଣ୍ଯ ଅଶୁଦ୍ଧ ହୋଇଥିଲେ ଲେଖା ହୁଏନି ସାହିତ୍ୟର ସଖା *ନବାକ୍ଷରୀ* କରେ ସ୍ବାଧୀନ ନିଶ୍ଚିତ ରୂପେ ଭାବାଚ୍ଛନ୍ନ ସେ ସବୁ କଲେ ଲିପିବଦ୍ଧ ଦିଶେନି…

ଭାଷା ଭାଗବତ : ‘ ମିଛ ‘ ମୂଳ ଭିତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ *ଭାଷା ଭାଗବତ :* *' ମିଛ ' ମୂଳ ଭିତ୍ତି* ' ମିଛ ' ଯାହାର ମୂଳ ଭିତ୍ତି ତାହା ଏବର ରାଜନୀତି ହେଉ କି ନ ହେଉ ଦ୍ବିରୁକ୍ତି ଅନେକେ ଏହା ବୁଝିଛଂତି ' ମିଛ…

ଭାଷା ଭାଗବତ : ସଂଶୋଧକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଷ୍ଟ ଟିକିଏ ହେଉଥିଲେ ଲେଖଂତିନାହିଁ କେବେହେଲେ ବାଂଟିଲେ ବଢ଼ୁଥାଏ ଜ୍ଞାନ ଅଥଚ କମୁଥାଏ ଧନ ଶିଖିଲେ ଦିଏଁ ମୁଁ ଶିଖାଇ ଶୁଦ୍ଧ ଓ ଅଶୁଦ୍ଧ ଦେଖାଇ ମୁଁ ନିଜେ ପ୍ରଥମ ପାଠକ ତେଣୁ ହୁଏଁ ମୁଁ ସଂଶୋଧକ…

ଭାଷା ଭାଗବତ : ଶାସ୍ତ୍ରୀୟ ସ୍ବାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାକୁ କହୁଁ ଆମେ ଶାସ୍ତ୍ର ତାହା କଦାପି ନୁହେ ଅସ୍ତ୍ର ନିୟଂତ୍ରଣ କରିବ ମନ ଅଥବା ସ୍ବାଧୀନ ଚିଂତନ ଶାସ୍ତ୍ର, ଶାସ୍ତ୍ର ହୁଅଂତି ଘୋଷି ନିର୍ଦିଷ୍ଟ ଶାସ୍ତ୍ର ନ ପ୍ରକାଶି ତେଣୁ ମତ ଯାହାର ଯାହା ଶାସ୍ତ୍ର ବୋଲାଇଥାଏ ତାହା…

ଭାଷା ଭାଗବତ : ବିଲୁପ୍ତ ହେବା ଭୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଲିପିକୁ ସୁଦୃଶ୍ୟ, ସରଳ କରିବା ପାଇଁ ହେଲା ବେଳ ନ ହେଲେ ଏବେ ହିଁ ସକ୍ରିୟ ଅଛି ବିଲୁପ୍ତ ହେବା ଭୟ କେବଳ ସାହିତ୍ୟ ଲିଖନ ବଳରେ ଭାଷାର ଉତ୍‌ଥାନ ହେବାର ନାହିଁ ସଂଭାବନା ଏହି ବିଷୟ ହେଉ ଘେନା …

ଭାଷା ଭାଗବତ : ଜ୍ଞାନର ଠିକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଏଠାରେ କାହାକୁ ପଚାରି କିଏ ବା କେତେ ଜାଣିପାରି ହୋଇବ ସତରେ ନିଶ୍ଚିତ ଏହା ତ ନୁହେ ସୁନିଶ୍ଚିତ ଦଶ ବହିରେ ଦଶ କଥା ପଢ଼ିଲେ ଘୂରିଯାଏ ମଥା ପ୍ରତ୍ୟେକେ ଭିନ୍ନ ଭିନ୍ନ ମତ କରିଥାଆଂତି ପ୍ରକାଶିତ…

ଭାଷା ଭାଗବତ : ଆଶୁବିଶ୍ବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଆଶୁବିଶ୍ବାସୀ ହେଲେ ଜଣେ ଯାହା ଶୁଣେ, ତା ସତ୍ୟ ମଣେ କରେନାହିଁ ବାଛବିଚାର ମଥାକୁ କରେ ମିଛ-ଘର ଟିକେ ଅଧିକ ଖୋଜାଖୋଜି କରିବା ପାଇଁ ନୁହେ ରାଜି ତତ୍କାଳ କରଇ ପ୍ରଚାର ଯାହା ବି ଧାରଣା ତାହାର …

ଭାଷା ଭାଗବତ : ତ୍ରୁଟି ସଂଶୋଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ତ୍ରୁଟି ସ୍ବୀକାରି ସଂଶୋଧନ କରିବାକୁ ଇଚ୍ଛୁକ ମନ ଭୁଲ୍‌ କରେନି ବାରଂବାର ଏ ହୁଏ ସ୍ବଭାବ ତାହାର କାମରେ ସବୁ ଭୁଲ୍‌ ପାଇଁ ଅନ୍ୟକୁ କରୁଥିଲେ ଦାୟୀ ହୁଏନି ଭ୍ରମ ସଂଶୋଧନ ଉତ୍‌କ୍ଷିପ୍ତ ହୋଇଥାଏ ମନ 'ଦୁଃଖିତ' କହୁଁ ଭୁଲ୍‌ କରି…