Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ସ୍ବଭାଷାର ଧ୍ବଜା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆଗ୍ରହୀ ପାଠକଂକ ମତ 'ଭାଷା ଭାଗବତ'ରେ ଯୁକ୍ତ ଏ ନୁହେ ମୋର ଆତ୍ମାଳାପ ଅଥବା ନିରୀହ ବିଳାପ ନୁହେ ସତ୍ୟର ଅପଳାପ ଅଥବା ଦାଂଭିକ ପ୍ରଳାପ ଅଛି ସାମାନ୍ୟ ମନସ୍ତାପ ଭରସା ରହିଛି ଅମାପ ତେଣୁ ହୋଇନି ଅତି କ୍ଳାଂତ ଚଳାଇ…

ଭାଷା ଭାଗବତ : ପ୍ରଥା ସଂଶୋଧନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏକାଠି ମଜା, ସଜ୍ଜା, ପୂଜା ହେଲା ବୋଲି ଭକ୍ତିର ମଜ୍ଜା କିପରି ଯାଉଅଛି ଶୁଖି କାହା ଆଖି ପାରୁନି ଦେଖି ପ୍ରକାଶ୍ଯ ଉଦ୍ଦେଶ୍ୟ ବର୍ଜନ କରି କେବଳ ଧନାର୍ଜନ କାମରେ ପ୍ରଥାରକ୍ଷୀଗଣ ଲଗାଇଥାଂତି ନିଜ ମନ ଏପରି ଚତୁର ଛଳନା…

ଭାଷା ଭାଗବତ : ଉଭୟ ସଂଭବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କହ : କୁହ ଓ ରହ : ରୁହ ଉଭୟ ପ୍ରକାରକୁ ବୋହ ଦବ : ଦେବ ଓ ନବ : ନେବ ଏବେ ଚଳୁଛି ହବ : ହେବ ଉଭୟେ ପକାଂତି ପ୍ରଭାବ ସଭିଏଁ କରି ଅନୁଭବ ସର୍ବଦା ରହିଲେ ନିରବ ଭାଷା ସଂସ୍କାର ଅସଂଭବ ରୁହିବା, କୁହିବା ଲେଖିଲେ କାହିଁକି…

ଭାଷା ଭାଗବତ : ଲେଖାର ଗୁଣ ନିର୍ଧାରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତିଲେଖକ କେତେ ଜଣ କରିଲେ ଲେଖା ଉତ୍ପାଦନ ଲିଖନ କାର୍ଯ ହୁଏ ଶିଳ୍ପ ପ୍ରଭାବ ପଡ଼ିଥାଏ ଅଳ୍ପ ଯାହା ପଢ଼ିଲେ ଭାବାଂତର ମନରେ ହୁଏନି କାହାର ସେପରି ଲିଖନ ଉଦ୍ୟୋଗୀ ହୋଇ ନ ପାରେ ଉପଯୋଗୀ ଜ୍ଞାନକୁ କଲେ ସୂତ୍ରାୟିତ ଭାବକୁ…

ଭାଷା ଭାଗବତ : ତ୍ରୁଟିର ବିନାଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଭୁଲ୍‌ କରିଛିଁ ' ବୋଲି ଜାଣି ପାରିଲେ, ଶୀଘ୍ର ସେହି କ୍ଷଣି କରିପାରିଲେ ସଂଶୋଧନ ମିଳେନି ତ୍ରୁଟିର ଦର୍ଶନ ' ଆତ୍ମସମୀକ୍ଷା ' ନିରଂତର କରିବା ଯେଣୁ ଦରକାର ନାହିଁ ନିର୍ଦିଷ୍ଟ ବେଳ, କାଳ ହେବାକୁ ସକ୍ରିୟ, ସଚଳ ନିଜର…

ଭାଷା ଭାଗବତ : ଣ : ନ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖୁଁ ପୁଣ୍ୟ ଓ କହୁଁ ପୁନ୍ୟ ଦିଶେ ବଣ୍ୟ ଓ ଶୁଭେ ବନ୍ୟ ଆମର ଭାଷାର ଲକ୍ଷଣ ବୁଝଂତି ସର୍ବସାଧାରଣ ଆଖି ଦେଖେ ଓ ଶୁଣେ କାନ ଲିପି ଓ ଧ୍ବନି ଭିନ୍ନ ଭିନ୍ନ ହେଲେ ବି ଆମ ଭାଷା ଜ୍ଞାନ ପାଆଂତି ସାଧାରଣ ଜନ ଆଣ : ଆନ ଓ…

ଭାଷା ଭାଗବତ : ଳ : ଲ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ରଡ଼ିଛାଡ଼ିଲେ କ୍ରୂର କାଳ ଶୁଣିପାରେନି ଜଣେ କାଲ ହାତରେ ରଖନାହିଁ ଗାଲ ଚଂଚଳ ଯାଇ ଭାତ ଗାଳ ନାନା କୌଶଳେ, ବଳେ କଳେ ସଭିଏଁ ମିଶି କାମ କଲେ ପୁରୁଣା କଟକକୁ ଗଲି ଦେଖିଲି ସରୁ ଲଂବା ଗଳି କରିଲ ନିଜେ ଏତେ ହେଳା ସତରେ କ'ଣ…

ଭାଷା ଭାଗବତ : ‘ଅଂତର୍ଜାଲ’ରେ ସ୍ଥାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଅଂତର୍ଜାଲ ' ରେ ଯେତେ ସ୍ଥାନ ଓଡ଼ିଆ ଏଯାଏଁ ଗ୍ରହଣ କରିଛି, ତା'ର ପରିମାଣ ସତରେ ଅଟଇ ନଗଣ୍ୟ ମିଳୁଛି ବହୁ ଯଂତ୍ରାବଳି ତେବେ ବି ଭାଷାକୁ ସଂଭାଳି ପାରୁନାହାଂତି ଗୁଣୀଜନ କେହି ତ ଖୋଜୁନି କାରଣ ସ୍ଥିତି ନୁହଇ…

ଭାଷା ଭାଗବତ : ‘ବିଶ୍ବ’ ଭାବନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ବିଶ୍ବ ' ଶବ୍ଦଟି ବାଂରବାର କରଂତି ଯିଏ ବ୍ୟବହାର ତାଂକର ଭାବନା ବିଚାର କେବଳ କଳ୍ପିତ ପ୍ରଚାର ବିଶ୍ବ ଯେହେତୁ ଖୁବ୍‌ ବଡ଼ ହେଲେ ବି ଏକଡ଼, ସେକଡ଼ ଲୋକଂକୁ ପଡ଼େନାହିଁ ଜଣା ପ୍ରଚାର କରେ ବାଟବଣା ସ୍ବସ୍ଥାନେ ସ୍ବଖାଦ୍ୟ…

ଭାଷା ଭାଗବତ : ବସ୍ତୁ ବ୍ୟବହାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁସ୍ତକ କାଗଜ ନିର୍ମିତ ବସ୍ତୁ ଭାବରେ ବିବେଚିତ ହେବାରୁ ଥିଲେ ସୁଦ୍ଧା ରହି ପାରୁନି ସ୍ବଜ୍ଞାନ ବଢ଼ାଇ ଅଲୋଡ଼ା ହେବାରୁ ପନିକି କେମିତି ଲାଗିଛି କଳଂକି ଏହା ସଭିଏଁ ଦେଖି ଦେଖି ମାଜି ଓ ପୋଛି ଦେଉଛୁଁ କି ? କଥାରୁ…