Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଉଜ୍ଜ୍ବଳ ତାରକା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୯ " ଆମର ସାହିତ୍ୟ ଆକାଶ ପ୍ରଥିତଯଶାଂକ ନିବାସ ପ୍ରତ୍ୟେକେ ଉଜ୍ଜ୍ବଳ ତାରକା ଜାଜ୍ବଲ୍ୟମାନ ଏକା ଏକା ସ୍ବୀୟ ପ୍ରତିଭା ବଳେ ସର୍ବେ ଧ୍ବଜୋତ୍ତୋଳନ କରି ଗର୍ବେ ଭାଷାର ସଂଧିକ୍ଷଣ ବେଳେ ସାହିତ୍ୟ ଲେଖି ବଂଚାଇଲେ ଗୌରବଶାଳୀ…

ଭାଷା ଭାଗବତ : ଆତ୍ମଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୮  ଆତ୍ମଜ୍ଞାନର ଆଦି ଅଂତ ଅଜଣା ଅଛି ଏ ପର୍ଯଂତ ପ୍ରତି ମୁହୂର୍ତେ ନୂଆ କିଛି ମୋହର ମନକୁ ମିଳୁଛି ପରିବର୍ତନ ଘନଘନ ସହିତ ଆତ୍ମସଂଶୋଧନ କାମରେ ନିଯୁକ୍ତ ମୋ ମନ ପାଏ, କରେ ଆନଂଦ ଦାନ ଏପରି ଜୀବନ ଯାପନ ପଦ୍ଧତି କରୁଛିଁ…

ଭାଷା ଭାଗବତ : ଗୁରୁଂକ ପଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୭ ମୋ ଗୁରୁ ଦେଇଛଂତି କହି " ସଦା ପଢ଼ିବ ମୂଳ ବହି ସେହି ବିଷୟେ ଅନ୍ୟ କେହି ଲେଖିଥିଲେ ପଢ଼ିବନାହିଁ ବହିକୁ ପଢ଼ି ବହୁ ଥର ବୁଝିବ ଗୁଣାଗୁଣ ତା'ର ତାହା ହିଁ ହେବ ତୁମ ମତ ପଠନ-ଆଧାରିତ ସତ ଅନ୍ୟ କାହାର ମତ ଜାଣି ନେବନି ସତ…

ଭାଷା ଭାଗବତ : ଅମୂଲ୍ୟ ସଂପତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୬ ତର୍କ ଚଳିଲେ ଦୀର୍ଘକାଳ ସଂପର୍କ ହୋଇଲେ ଦୁର୍ବଳ ଆଘାତ ଆଉ ପ୍ରତ୍ୟାଘାତ କରଂତି ସଭିଂକୁ ଆହତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଯେହେତୁ ନୁହେଁ ଦରକାର ଯିଏ ଯାହା ସଂକଳ୍ପ ଧରି ହୁଅଂତି ଭାଷା ସେବାକାରୀ ତର୍କଣା ଦ୍ବାରା ମତ…

ଭାଷା ଭାଗବତ : ହେଲିଣି ଭାଷାମୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୫  ଯାହାକୁ ଦେଇନି ନିଯୁକ୍ତି ଅଥବା କରିନାହିଁ ଚୁକ୍ତି ତାହା ସହିତ କରି ଯୁକ୍ତି ମନକୁ ଆଣେନି ଅଶାଂତି ଯାହାଠୁଁ ପାଇନି ନିଯୁକ୍ତି ବୁଝି ତାହାର ମତି, ଗତି ନେଇନି କୌଣସି ନିଷ୍ପତ୍ତି ଏପରି ଅଟେ ମୋ ପ୍ରବୃତ୍ତି ମୋର…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୪ ଯାହାର ଯେପରି ଧାରଣା କରି ସେପରି ବିବେଚନା ଦିଅଂତି ମତ ଓ ମଂତବ୍ୟ ଲୋକେ କରଂତି ସ୍ବକର୍ତବ୍ୟ ସବୁ ଲୋକଂକୁ ନିୟଂତ୍ରଣ କରିବା ଭଳି ବିଧି, ଜ୍ଞାନ କେ କରିପାରେ ପ୍ରଚଳନ ? ସେ ପରମାତ୍ମା ଭଗବାନ ଭାଷା ଲୋକଂକ ଦ୍ବାରା ଗଢ଼ା…

ଭାଷା ଭାଗବତ : ବଚନ ଉଚ୍ଚାରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୩ ପ୍ରଥମେ ତୁଂଡର ବଚନ ତା ପରେ ଲିପିରେ ଲିଖନ ପ୍ରକାର ହେଲେ ସୁଦ୍ଧା ଭିନ୍ନ ବଦଳେନାହିଁ ଉଚ୍ଚାରଣ ଗୁନ୍‌ଜନ, ଗୁଞ୍ଜନ, ଗୁଂଜନ ଯେମିତି କଲେ ବି ଲିଖନ କହିଲେ ଶୁଭିବ ଗୁନ୍‌ଜନ ନିଜେ ପରଖି ଥରେ ଶୁଣ ଞ ବର୍ଣ ସତେ ଅଟେ କ'ଣ…

ଭାଷା ଭାଗବତ : ସ୍ମୃତିନିର୍ଭର ଭାଷାକର୍ମୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୨ ଏକାଂତବାସୀ ପଦ୍ୟକାର ଲେଖୁଛିଁ ଭାବନା ନିଜର ମିଳୁ ଆଦର, ଅନାଦର କରୁଛିଁ ସବୁ ମୁଁ ସ୍ବୀକାର ସ୍ବଭାଷା ସହ ହୋଇ ଯୁକ୍ତ ହେଲିଣି ଯେତେ ଉପକୃତ କରିନି ତାହାର କଳନା କଥାରେ ବୋଳୁନି ଛଳନା କଥିତ ଭାଷାକୁ ଗୁରୁତ୍ବ ଦେଇ ମୁଁ…

ଭାଷା ଭାଗବତ : ଗ୍ରଂଥ ହେଲାଣି ବସ୍ତୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୧ ଲିପିତ୍ୟାଗୀ ହେଲେ ଲେଖକ ରହେନାହିଁ ଭାଷାର ଟେକ ଦୃଶ୍ୟ, ଧ୍ବନି ମାୟାରେ ପଡ଼ି ଅଯଥା ଲିପି ଦେଲେଛାଡ଼ି ଅଦୃଶ୍ୟ ହୋଇବ ଅକ୍ଷର ହେବନାହିଁ ବ୍ୟାପକତର ଏ କାର୍ଯ ନୁହେ ହିତକର ଜାଣି କରୁଛୁଁ ବାରଂବାର କେଜାଣେ କିଏ କ'ଣ ଭାବି…

ଭାଷା ଭାଗବତ : ଭାଷାଂତର, ସ୍ତରାଂତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୦  ତତ୍‌ସମ ଶବ୍ଦଭରା ଭାଷା ଉପରେ ନ କଲେ ଭରସା କରିପାରିବା ଭାଷାଂତର ଲାଗିବ ଏକାଂତ ନିଜର ଗୋଟେ ଭାଷାର ଦୁଇ ସ୍ତର ମଧ୍ୟରେ ପାତର ଅଂତର କିପରି ହୁଏ ହାନିକର ପ୍ରସଂଗ କରିବା ବିଚାର * ମସ୍ତକ ମଧ୍ୟସ୍ଥିତ ମନ ସଂଚୟ କରେ…