Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ସ୍ବାନୁଭୂତିରୁ ଭାଷାଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୯  ସ୍ବାନୁଭୂତିରୁ ଜ୍ଞାନ ପାଇ ସୁଖେ ସଂସାରେ ରହିଥାଇ ଅର୍ଜିବା ଅଂତରଂଗ ଶାଂତି ଏହା ହିଁ ଜୀବନ ସଂସ୍କୃତି ମନକୁ କଲେ ଯୁଦ୍ଧକ୍ଷେତ୍ର ଫିଟିବନାହିଁ ଜ୍ଞାନନେତ୍ର ଆମର ନିଷ୍କାମ ସାଧନା କରିବା କଟକଣା ବିନା ମନର ସ୍ପଷ୍ଟ କଥା…

ଭାଷା ଭାଗବତ : ଶବ୍ଦାବଳି ଓ ବ୍ୟାକରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୮ ଗୋଟେ ଭାଷାର ଶବ୍ଦାବଳି ଅନ୍ୟ ଭାଷାରେ ମିଶି, ଚଳି ଘଟାଂତି ତାହାର ସମୃଦ୍ଧି ନୁହେ କେ କାହାର ବିରୋଧୀ ପଦଗଠନ ସୂତ୍ରମାନ ପ୍ରତ୍ୟେକ ଭାଷା ପାଇଁ ଭିନ୍ନ ହୋଇଥିବାରୁ ବ୍ୟାକରଣ ହୁଏନି କେବେ ବି ସମାନ ଏକ ଭାଷାର ସୂତ୍ର…

ଭାଷା ଭାଗବତ : ଅଭ୍ଯାସ ବଶତଃ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୬ ପରିସ୍ଥିତି ନ ବୁଝି କେହି ଇଚ୍ଛାନୁସାରେ ଲେଖି ଦେଇ ଦେଖାଂତି ଅଭ୍ୟାସ ବଶତଃ ତହିଁରେ ଖୋଜିଲେ କୃତିତ୍ୱ ମିଳେନି କିଛି ସାରତତ୍ତ୍ବ ଏପରି ରଚନା ସଂଭାର ଗଢ଼ିଚାଲିଲେ ବାରଂବାର ହୁଏ କେବଳ ସଂଖ୍ୟା ବୃଦ୍ଧି ଘଟେନି ଭାଷାର…

ଭାଷା ଭାଗବତ :ଧୂମାଚ୍ଛନ୍ନ ସ୍ମୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୬ ସ୍ମୃତି ହେଲାଣି ଧୂମାଚ୍ଛନ୍ନ ଅସ୍ପଷ୍ଟ ଗତ ଚିତ୍ରମାନ ଅସ୍ଥିର ହେଉଅଛି ମନ ସତେ କି ସରିବ ଜୀବନ ? ହୋଇ ପ୍ରତ୍ୟାଶା ବିବର୍ଜିତ ରହିଲେ ସଦା କର୍ମରତ ମିଳୁଛି ନୂଆ ଏକ ସ୍ବାଦ ଟଳୁଛି ଆସନ୍ନ ବିପଦ କାଳ ହିଁ କରେ ମୋତେ…

ଭାଷା ଭାଗବତ : ମୁହିଁ ଏକାଧିକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୫  ଏକ ନୁହେ ମୁଁ, ଏକାଧିକ ଅଂଶ ଗଠିତ ଜଣେ ଲୋକ ମୋର ପ୍ରତ୍ୟେକ ଜୀବକୋଷ କରଂତି ସୃଷ୍ଟି ଓ ବିନାଶ ମୋର ପୂର୍ବପୁରୁଷଗଣ ମୋ ଦେହେ କରି ଅବସ୍ଥାନ ଦିଅଂତି ସୁଗୁଣ ଦୁର୍ଗୁଣ ମୁଁ କରେଁ ସେ ସବୁ ଧାରଣ ନିଜକୁ ଏକ ବୋଲି ଭାବି…

ଭାଷା ଭାଗବତ : ଛୁଆ ସ୍ବୟଂପୂର୍ଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୪ ଛୁଆଟେ ଥାଏ ଯଦି ଘରେ ତା ସଂଗେ ଲାଗି ମନ ଭରେ ବଡ଼ମାନେ ବି ଶିଶୁ ହୋଇ ଛୁଆକୁ ଦିଅଂତି ଶିଖାଇ ଛୁଆର କାନେ ପଡ଼େ ଭାଷା ବଡ଼ମାନେ କରଂତି ଆଶା ଛୁଆଟି କହି ଶିଖୁ କଥା ଜଣାଉ ସୁଖ ଦୁଃଖ ବ୍ୟଥା ଅନୁକରଣ କରି ଛୁଆ କହିଲେ ଶବ୍ଦ…

ଭାଷା ଭାଗବତ : ନିରବତାର ଉପାସନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୩ କହିଲେ ନିଜେ ନିଜ କଥା ବୋଲାଏ ତା ସ୍ବାର୍ଥପରତା କହିଲେ ନିଜ ଗାଆଁ ଦୁଃଖ ବୋଲାଇଥାଉଁ ଆଂଚଳିକ କହିଲେ ଦେଶର ଯଂତ୍ରଣା ବୋଲାଇଥାଉଁ ନୀଚମନା କହିଲେ ବିଶ୍ବର ଅବସ୍ଥା ମିଳଂତିନାହିଁ ଜଣେ ଶ୍ରୋତା ମନରେ ଥାଏ ଭାଷା ଜ୍ଞାନ ନ…

ଭାଷା ଭାଗବତ : ବାଲିଭରା ନଦୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୨ ଧାରାରେ ପାରୁନାହିଁ ବହି ତେଣୁ କୂଳରେ ବସି ରହି ଦେଖୁଛିଁ ପ୍ରବାହର ଗତି ପୁନର୍ଜୀବିତ ଲୁପ୍ତ ଭୀତି ଯେଉଁଠି ବାଲି ଥାଏ ରହି ତାହାକୁ ନଦୀ ବୋଲି କହି ସଭିଏଁ ଜଳକଷ୍ଟ ସହି ନିଜେ ଦୁର୍ବହ ଭାର ବୋହି ଗାଆଂତି ସ୍ରୋତସ୍ୱତୀ…

ଭାଷା ଭାଗବତ : ସାହିତ୍ୟର ମାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୧ ସ୍ମୃତିରେ ଥାଏ ଯେତେ ଭାଷା ତାହାକୁ କରିଲେ ଭରସା ସରଳ ହୁଏ ଲେଖା, କଥା ନ ଥାଏ ବେଶି ଅସ୍ପଷ୍ଟତା କିଂତୁ ଶବ୍ଦକୋଷରୁ ଆଣି ଦୁର୍ବୋଧ୍ୟ ଶବ୍ଦ ଦେଲେ ବୁଣି ଲେଖକ ଦେଖାଂତି ପାଂଡିତ୍ୟ ପାଠକେ ପାଆଂତିନି ହିତ ସରଳତମ ଶବ୍ଦ…

ଭାଷା ଭାଗବତ : ସ୍ମୃତି-ଜୀବୀ ଓଡ଼ିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୦ କୋଶଳ, କଳିଂଗ, ଉତ୍କଳ ଭାବନା ସକ୍ରିୟ ସଚଳ ହେଲେ ହେଁ ' ଓଡ଼ିଶା ' ପ୍ରଦେଶ ଭୁଲିଛି ଏହି ଇତିହାସ ଇତିହାସରୁ ପାଇ ଶିକ୍ଷା କରିପାରୁନି ଭାଷା ରକ୍ଷା ଏହି ନିଷ୍ଠୁର ବାସ୍ତବତା ବୁଝଂତିନାହିଁ ଗଣନେତା ସଭିଂକୁ ନ କରି…