Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଦେବାଶ୍ରୟୀ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୯ ଦେବତା ଫିଟାଇ ନୟନ ଦେଖଂତି ଆମ କାର୍ଯମାନ ଶୁଣଂତି ଭଜନ, କୀର୍ତନ ପାଟିରୁ ଫିଟେନି ବଚନ ପ୍ରଭୁ କଲେ ହେଁ ସବୁ ଦାନ ମାନେନି ଲୋଭୀ ଭକ୍ତ ମନ ଆହୁରି ବେଶି ବେଶି ମାଗି ତାଂକ ସହ ଥାଆଂତି ଲାଗି ଈଶ୍ବର ପରା ଭାବଗ୍ରାହୀ…

ଭାଷା ଭାଗବତ : ସ୍ବଭାଷା ଗୌରବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୮ ଗ୍ରଂଥାଗାରରେ ରହି ବହି ଥିଲେ ପାଠକ ବାଟ ଚାହିଁ ବଢ଼େନି ଭାଷାର ମହତ୍ତ୍ବ ଏହା ତ ନୁହଇ ଅସତ୍ୟ ପଢ଼ିବା ଇଚ୍ଛା ଗଲେ ସରି ସାହିତ୍ୟ ହୁଏନି କାହାରି ଲେଖକ ଆଉ ପ୍ରକାଶକ ଲେଖି, ବିକି ପାଆଂତି ସୁଖ ସଂପର୍କ ଯୋଡ଼ିବାର ପାଇଁ ଯେ…

ଭାଷା ଭାଗବତ : ସଂସାର ଶାଂତି ନିକେତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୭ ସଂକଳ୍ପ ବଳେ କାର୍ଯ ସିଦ୍ଧି ବିକ୍ଷୋଭ ବାଟ ଦିଏ ରୁଂଧି ଉଗ୍ର ବଚନ ପରିହାର ଅଟଇ ମୌଳିକ ସଂସ୍କାର ମନରେ ଥିଲେ ଅସଂତୋଷ କଥାର ନାହିଁ ଅବକାଶ ଛାଟିଲେ ଅନର୍ଗଳ ବାଣୀ ଅଶ୍ରାବ୍ୟ କୁତ୍ସିତ କାହାଣୀ ମନୋଭାବକୁ ନିୟଂତ୍ରଣ…

ଭାଷା ଭାଗବତ : ଭାଷାର ଆଗାମୀ ସମୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୬ ଭାଷୀଏ କଲେ ବ୍ୟବହାର ଘଟଇ ଭାଷାର ପ୍ରସାର ଅନ୍ୟ ଉପାୟ ଯେଣୁ ନାହିଁ ରୋଦନ କରିବା କିପାଇଁ ? ଗଠନ କଲେ ଅନୁଷ୍ଠାନ କିଏ ପାଇବ କେଉଁ ସ୍ଥାନ ତାହା ହିଁ ହୁଏ ମୁଖ୍ୟ କଥା କାମ ବେଳକୁ ଅବ୍ୟବସ୍ଥା ଏବେ ଶିଶୁଂକୁ ଦେଇ ଶିକ୍ଷା…

ଭାଷା ଭାଗବତ : ସମସ୍ୟା ହେବ ଅଂତର୍ଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୫  ଆଳସ୍ୟ, ଭୋଜନ, ଭଜନ ବଢ଼ାଏ ଦେହର ଓଜନ ସ୍ବାଧୀନ ଚିଂତାର ମରଣ ନିମଂତେ ଦାୟୀ ଜନ ମନ ରହିଛି ଏ ସବୁ କାରଣ କରିପାରୁନୁ ନିବାରଣ ଦୁର୍ଦଶା ସହିତ ଜୀବନ ସ୍ବଭାଷୀ କରଂତି ଯାପନ ଦୂରରେ ଥାଇ ଭଗବାନ ଦେଇ ପାରୁନାହାଂତି ଧ୍ୟାନ…

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୪ ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ ଚିତ୍ତରେ ଥାଉ ଆନୁଗତ୍ୟ ହୃଦୟେ ପୂରିଥାଉ ପ୍ରୀତି ମତିରେ ରହୁ ସ୍ଥିର ସ୍ଥିତି ହାତ ବି କରୁଥାଉ ଦାନ କାନ ନ ଶୁଣୁ ବିଜ୍ଞାପନ ଆଖି ଆଗରେ ରହୁ ଲକ୍ଷ୍ୟ କେ ନୋହୁଁ କାହାର ବିପକ୍ଷ କରିଲେ ଏ ସବୁ…

ଭାଷା ଭାଗବତ : ଭାଂଗୁନାହିଁ ନିଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୩ ଅବ୍ଦ ପରେ ଆସୁଛି ଅବ୍ଦ ତେବେ ବି ଭାଂଗୁନାହିଁ ନିଦ ଅପୂର୍ବ ସ୍ବଭାଷୀ ସଂତାନ କରଂତି ନିଶ୍ଚିଂତ ଶୟନ ଯେଉଁ ରୀତି, ପଦ୍ଧତି ଧରି ଭାଷା ହୋଇଛି ଏହିପରି ସେ ସବୁ ପାରୁନାହୁଁ ଛାଡ଼ି ସ୍ବଭାଷା ରହିଅଛି ପଡ଼ି ମନରେ ପୋଷି…

ଭାଷା ଭାଗବତ : ସ୍ବଭାଷା ଶିକ୍ଷା ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୨ ପ୍ରଥମେ ଧ୍ବନି ଉଚ୍ଚାରଣ କରି ଶିଖଂତି ଶିଶୁଗଣ ତା'ପରେ ଅକ୍ଷର ଲିଖନ ଆକାର, ରୂପ, ରଂଗ ଭିନ୍ନ ବଦଳେନାହିଁ ଉଚ୍ଚାରଣ ରଂଗ, ରଙ୍ଗ ନୁହଂତି ଭିନ୍ନ ସହଜେ ବୁଝେ ଶିଶୁ ମନ ତର୍କ କରଂତି ବିଜ୍ଞଗଣ ପାଠଶାଳା ଯେ ଯାଇନାହିଁ…

ଭାଷା ଭାଗବତ : ଶିଶୁଗଣ ହିଁ ଭାଷାରକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୧ ଅତୀତ ବଂଦନା, ଭର୍ତ୍ସନା କରିଲେ ହୋଇ ଏକମନା ଭବିଷ୍ୟତର ରୂପରେଖ ଆସେନି କାହାର ସମ୍ମୁଖ ଭବିଷ୍ୟତର କଥା ଭାଳି ଯେ ରହେ ସଂସାର ସଂଭାଳି ସେ କରେ କାମ ନାନା ଭଳି କାମରେ ଲାଗିପାରେ ବୋଲି ଅତୀତ ଗଲାଣି ବାହୁଡ଼ି ତାହା ସହିତ…

ଭାଷା ଭାଗବତ : ଶବ୍ଦାୟୁଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୦  ଶବ୍ଦକୁ ନ କଲେ ଆୟୁଧ ଉନ୍ନତ ହୁଏ ଭାବବୋଧ ମେଧା ନ ହେଲେ ଅବରୁଦ୍ଧ ଭାଷାଟେ ହୁଅଇ ସମୃଦ୍ଧ ଶବ୍ଦ ନ ହେଲେ ସୁଚିଂତିତ ଶ୍ରୋତାକୁ ମିଳିଲେ ଆଘାତ ହୁଏ ଭାଷାର ସର୍ବହାନି କେହି ପାରଂତିନାହିଁ ଜାଣି ଭାଷା ହେଲେ ଅଦରକାରୀ…