Latest Odisha News

BREAKING NEWS

Browsing Category

ଭାଷା ଭାଗବତ

କବିତା : ବାପା

ଆଦ୍ୟାଶା ନନ୍ଦ ମୋ ଦେହେ ଜୀବନ ସଞ୍ଚରିଛ ତୁମେ ତୁମେ ପରା ମୋ ସ୍ପନ୍ଦନ ତୁମେ ମୋର ଗର୍ବ ତୁମେ ଗୌରବ ଈଶ୍ୱରଙ୍କ ବରଦାନ । ଅକୁହା ମନର କୋହକୁ ବୁଝିଛ ବୁଝିଛ ଅବ୍ୟକ୍ତ ଦୁଃଖ ମୋ ଆୟୁଷ ବାପା ତୁମକୁ ଲାଗୁ ହେ ଜୀବନ ହେଉ ସାର୍ଥକ । ସଂସାର ବାଟରେ ହେଲେ ବାଟବଣା ମନ ଖୋଜୁଥାଏ…

ଭାଷା ଭାଗବତ : ଶବ୍ଦର ସ୍ବରୂପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଇଛା ଶବ୍ଦ ତ ଆଦୌ ନାହିଁ ତାହେଲେ ଲେଖଂତି କିପାଇଁ ? ଭାଷାରେ ଯେତେ ଶବ୍ଦ ଅଛି ତହିଁରୁ କହୁଁ, ଲେଖୁଁ ବାଛି ପିଛା, ପୋଛା ଓ ବଛା, ବାଂଛା ସଦିଚ୍ଛା, ଶୁଭେଚ୍ଛା ଓ ସ୍ବେଚ୍ଛା ଏପରି ହେବାର ବିଧାନ ଭାଷାରେ ଅଟେ ବିଦ୍ୟମାନ ଶବ୍ଦ…

ଭାଷା ଭାଗବତ : ନିର୍ଦିଷ୍ଟାର୍ଥକ ଶବ୍ଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସୂକ୍ଷ୍ମ, ଉତ୍କଟ ଅନୁଭୂତି ପାଇପାରେନି ଅଭିବ୍ୟକ୍ତି ଭାଷାରେ କିଛି ଶବ୍ଦ ନାହିଁ ତୀବ୍ରାନୁଭୂତି ଲେଖା ପାଇଁ ଯାହା ଲୋକଂକୁ ଦିଶେ, ଶୁଭେ ଅଥବା କେହି କେବେ ଭାବେ ତାହାର ସୀମିତ ପ୍ରକାଶ…

ଭାଷା ଭାଗବତ : ପ୍ରକୃତ ଗଣତଂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଲେହେଁ ଲିଖନ ବିଧାନ ତାହା ହୁଏନି ସର୍ବମାନ୍ୟ ଶେଷ ହୁଏନି ଆଲୋଚନା ସ୍ବଭାଷା ହୁଏ ବାଟବଣା ବିଦ୍ୟାକୁ କରିଲେ ବିବାଦ ଅନେକେ କରଂତି ପ୍ରମାଦ ସୂତ୍ର ନ ହେଲେ ପ୍ରଚଳିତ ଭାଷାଟେ ହୁଏନି ଆଦୃତ ସ୍ବଭାଷୀ ଜନ ବୀତସ୍ପୃହ ହୋଇ…

ଭାଷା ଭାଗବତ : ଭାଷାର ବିସ୍ତାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସବୁଠି ଚଳନ, ଘୂର୍ଣନ ହେଲେହେଁ ମଣିଷର ମନ କିପାଇଁ ହୋଇଅଛି ସ୍ଥିର ଥରଟେ କରିବା ବିଚାର ପୂର୍ବର ରୀତିନୀତି ଧରି ଏବେ ଚଳୁଛୁଁ ଯେଉଁପରି ତହିଁରୁ ମିଳୁଛି କି ହିତ କେବେ ହେଉନି ବିବେଚିତ କାଳ ସହିତ ଦେଇ ତାଳ ଚଳିଲେ ମିଳଇ ସୁଫଳ…

ଭାଷା ଭାଗବତ : ସୂର୍ଯ ଶକ୍ତି-ଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସକାଳୁ ସଂଜ ଯାଏଁ ସୂର୍ଯ କରେ ଆଲୋକଦାନ କାର୍ଯ ତା'ପରେ ବାର ଘଂଟା ଛୁଟି କରେନି ନିଜର ପାଇଟି ଏଥିରେ ନାହିଁ ବ୍ୟତିକ୍ରମ ତେଣୁ ତ ଲାଗେ ମନୋରମ ସୂର୍ଯ ଅତ୍ୟଂତ ଶୃଂଖଳିତ ହୁଏ ଉଦୟ, ପୁଣି ଅସ୍ତ…

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବୁଝିଲେ 'ଈଶ୍ବର'ର ଅର୍ଥ ଜ୍ଞାନ ହୋଇପାରେନି ବ୍ୟର୍ଥ ଈଶ୍ବରମୟ ଏହି ବିଶ୍ବ ନୁହେ, ନ ଥିଲା କେବେ ନିଃସ୍ବ ଲୋକଂକୁ ଈଶ୍ବରାନୁଭୂତି ଦେଲେ ହେଁ ସମଗ୍ର ପ୍ରକୃତି ତାଂକୁ ମଣିଲେ ବସ୍ତୁ, ବ୍ଯକ୍ତି ଘଟଇ ସୁଜ୍ଞାନର କ୍ଷତି ଈଶ୍ବର…

ଭାଷା ଭାଗବତ : ସମ୍ମାନ ଜ୍ଞାପନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭାଷାର ' ତୁ, ତୁମେ, ଆପଣ ' ସ୍ତର କରିଲେ ନିର୍ଧାରଣ ହୁଏ ଲୋକଂକୁ ଅପମାନ ଏହା ତ ଅନ୍ୟାୟ ବିଧାନ ଲୋକଂକୁ କରି ତିନି ଭାଗ କରିଲେ ଭାଷାର ପ୍ରୟୋଗ ଅଯଥା ପାତର ଅଂତର ସମାଜେ ଚଳେ ନିରଂତର କିଏ ବଡ଼ କି କିଏ ସାନ ବକ୍ତା କରିଲେ…

ଭାଷା ଭାଗବତ : ନଗଣ୍ୟ ନର, ନାରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବଂଟନ ପୂର୍ବରୁ ଲୁଂଠନ କରଂତି ଯେତେକ ଦୁର୍ଜନ ତାଂକୁ କେବେ ବି ପ୍ରଶାସନ କରିପାରେନି ଶାସ୍ତି ଦାନ ପ୍ରାଶାସନିକ ଶିଥିଳତା ସହିତ ନ୍ୟାୟର ଧୀରତା କରିଛି ଯେପରି ଅବସ୍ଥା ତାହା ଦେଖି ଘୂରୁଛି ମଥା ପରିବହନକାରୀ ଚୋରି କରିଲେ…

ଭାଷା ଭାଗବତ : ସୁଦୀର୍ଘ ସାଧନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅଧ୍ୟୟନରୁ ଲେଖା ଜାତ ପୁନର୍ଲିଖନ ଅବ୍ୟାହତ ରହିଲେ ଏ କାଳ ସହିତ କିଏ କି ହୁଏ ଉପକୃତ? ସ୍ବାନୁଭୂତିକୁ ମୂଳ ପୁଂଜି କରିବା ପାଇଁ ହେଲେ ରାଜି ବର୍ତମାନ ସହିତ ଲାଖି ବହୁ କଥା ପାରିବା ଲେଖି ଅଯଥା ହେଲେ କାଳଚ୍ୟୁତ ଅତୀତ ଆଉ…