Latest Odisha News

BREAKING NEWS

Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆରେ, ପାଞ୍ଚଟା ବାଜିବାକୁ ମୋଟେ ଦଶମିନିଟ୍ ଅଛି । ଆମେ ତେବେ ଏଇଠି ଦୀର୍ଘ ପାଞ୍ଚ ଘଣ୍ଟା ଧରି ବସିଛେ ? ଭୁବନେଶ୍ୱରରୁ କେତେବେଳେ କ’ଣ ଖାଇ ଆସିଥିଲେ, ଆଉ ମନେନାହିଁ । ମତେ ଭୀଷଣ ଭୋକ ଦେଲାଣି... । ଠିଆ ହେବା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଜୋର୍ କରି ମୀନାକ୍ଷିର ହାତଧରି ଉଠାଇବାକୁ ଚେଷ୍ଟା କଲା ପଦ୍ମିନୀ । ମୀନାକ୍ଷି କିନ୍ତୁ ଶିରିସ ଫୁଲ ଭଳି କୋମଳ ଓ ପଥର ଭଳି କଠିନ ଉପାଦାନରେ ଗଢ଼ା ସାଙ୍ଗକୁ ନିର୍ବୋଧ ଦୃଷ୍ଟିରେ ଚାହିଁ ରହିଥିଲା । ଯା’ର ହିମାଦ୍ରୀ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଉ ମୀନାକ୍ଷି... ! ପରିଚିତା ବାନ୍ଧବୀର କଣ୍ଠରୁ ଅନର୍ଗଳ ଝରିଯାଉଥିବା ଭିଜା ଭିଜା ଶବ୍ଦର ଭାବସବୁକୁ ସା୍ୱିକ ହୃଦୟ ନେଇ ଶୁଣିଚାଲିଥିଲା । ସ୍କୁଲ ଜୀବନର ଏଇ ପଢ଼ା ସାଙ୍ଗକୁ ସେ ଏବେ ଆଉ ଅବିଶ୍ୱାସ କରୁନଥିଲା ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଶାଢ଼ୀ ପଣତରେ ମୁହଁ ପୋଛିଲା ପଦ୍ମିନୀ । - ନାଆ ଚାଲିଥିବା ଯାଏ ନାଉରୀ ଗୀତ ଗାଉଥାଏ । କାତ ନପାଇଲେ ସିନା ସବୁ ଅଘଟଣ । ଘାସଫୁଲ ମଧ୍ୟ ଠାକୁରଙ୍କ ମଥାରେ ରହିଲେ ଶୋଭାଯାଏ... ସଭିଙ୍କୁ ସୁନ୍ଦର ଦିଶେ । ଆଉ ଚମ୍ପା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୁ ଓଠରେ ଇଷତ୍ ଫାଙ୍କ ସୃଷ୍ଟି କରି ସେ ଚାହିଁଲା । - ବିନା ଚାର୍ଜିଂରେ ତ କେହି ପ୍ରକୃତ ସତ୍ୟକୁ ଆବିଷ୍କାର କରିପାରିନି । - ସମସ୍ତେ ଯଦି ସତ୍ୟାଭିଳାଷୀ ହୁଅନ୍ତେ, ସେ ନିର୍ଭୀକତା ଯଦି ସମସ୍ତଙ୍କ ପାଖରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ଚନ୍ଦ୍ରଭାନୁଙ୍କୁ ବିବାହ କରିବାର ଗୋଟିଏ ବର୍ଷ ପରେ । ନିରୁତ୍ସାହିତ ଭାବେ ଉର ଦେଲା ପଦ୍ମିନୀ । - ତେବେ ବିବାହ ପରେ ଗୋଟିଏ ସନ୍ତାନର ଜନକ ହୋଇ ସେ ତତେ ପ୍ରତ୍ୟାଖ୍ୟାନ କରିପାରିଲେ କେମିତି ? ୟା’ ଅନ୍ତରାଳରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନିଜକୁ ଦୃଢ଼କଲା ପଦ୍ମିନୀ । କହିଲା- ଏଇ ଅବସ୍ଥାରେ କେବଳ ପ୍ରତାରିତ କରିଥିଲେ ମୋ ମନରେ ଦୁଃଖ ନଥାନ୍ତା । ସେଇ ସମୟର ସାମୟିକ ଅପବାଦକୁ ମୁଁ ସହ୍ୟ କରିନିଅନ୍ତି । ଝିଅଟିଏର ହେଉ ବା ପୁଅଟିଏର ହେଉ, ଆମ ସମୟ ପାଇଁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନନ୍ଦନକାନନ ମିଉଜିୟମ୍ ବାରଣ୍ଡା ଉପରେ ବସି ମୀନାକ୍ଷି ସ୍ଥିର ମନରେ ଶୁଣିଯାଉଥିଲା ବାଲ୍ୟ ବାନ୍ଧବୀ ପଦ୍ମିନୀର ଅତୀତ କାହାଣୀ । ସ୍ୱପ୍ନରେ ଭାବି ନଥିବା ଘଟଣାଗୁଡ଼ିଏ ଜୀବନ ସହ କେତେବେଳେ କେମିତି ଯୋଡ଼ି ହୋଇଯାଏ ଆଉ ଏ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ କିଛି କ୍ଷଣ ପାଇଁ ଚନ୍ଦ୍ରଭାନୁଙ୍କର ଭ୍ରମର ମାନସ ମଧ୍ୟ ସ୍ଥିର ହୋଇଗଲା । ପାପୁଲିରେ ଲୁହ ପୋଛି ଦେଉ ଦେଉ ସେ କଥାରେ ଅମୃତ ଝରାଇ ତାକୁ ପଚାରିଲେ କି ଭାବନା ଭିତରେ ବୁଡ଼ି ରହିଛ ଯେ, ତମ ଆଖିରେ ଏ ଲୁହ ? ମନ ଭିତରେ କିଛି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପାଦର ଆଙ୍ଗୁଠିରେ ହୁଡ଼ା ଉପରେ ଉଠିଥିବା ଘାସକୁ ଛିଣ୍ଡାଉ ଛିଣ୍ଡାଉ ପଦ୍ମିନୀ ଗେଲେଇ ହୋଇ କହିଲା- ମୁଁ ତମ ସହ ଜ୧ାରୁ କଥା ହେବିନି । ଏତେ ଦିନରେ ମୁଁ ମନେପଡ଼ିଲି ? - ଓ, ଅଭିମାନ ତେବେ ଏଇଠି ? ହାତ ବଢ଼ାଇ ସେ…