Latest Odisha News
Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ କେତେ ପାଦ ଆଗେଇଲା ପରେ ହଠାତ ସେ ଚମକି ପଡ଼ିଲା, ସତ କି ମିଛ ବୁଝି ନପାରି । ପ୍ରେସ୍ ରିପୋରଟରମାନଙ୍କ ପାଇଁ ଘେରା ହୋଇଥିବା ବାଉଁଶବାଡ଼କୁ ଆଶ୍ରୟ କରି ଚନ୍ଦ୍ରଭାନୁ ଠିଆ ହୋଇଛନ୍ତି । ସତେକି କୋଟିନିଧି ପାଇଗଲା ସେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତେବେ କ’ଣ ଇଏ ବିରହର ଅଶ୍ରୁ ? ବିବାହ ସ୍ଥିର ହୋଇଥିବା ପୁରୁଷଟିଏ ପାଇଁ ଅନୂଢ଼ା ଝିଅଟିଏର ହୃଦୟରେ ଏତେ ବ୍ୟାକୁଳତା ? ଏଇ ବୋଧେ ପ୍ରେମର ପୂର୍ବରାଗ । ଏଇଭଳି ଅନୁଭବ ସମୟରେ ନିଜକୁ ସେ ଅନେକ ବାର ପ୍ରଶ୍ନ କରିଛି ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତିନୋଟି ହେଲିକପ୍‌ଟର ଯେତେବେଳେ କୋଟିନଡ଼ାର ଆକାଶ ସୀମା ଅତିକ୍ରମ କଲା, ପଦ୍ମିନୀ ତା’ର ଚାରିପାଖକୁ ଆଖି ଘୂରାଇ ଆଣିଲା । ଅଗଣିତ ଜନସମୁଦ୍ରର କୋଳାହଳରେ ବିରାଟ ପ୍ରଶସ୍ଥ ପ୍ରାନ୍ତର ମୁଖରିତ ହୋଇ ଉଠୁଛି ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ମାନେ ତୁ କ’ଣ କହୁଛୁ ନାରୀର ମନକୁ ବୁଝିପାରୁଥିବା ପୁରୁଷ ଏବଂ ନାରୀକୁ ସ୧ାନଦେଇ ଜାଣିଥିବା ପୁରୁଷ ହିଁ ପ୍ରକୃତରେ ବରଣୀୟ? - ହଁ, ହଁ... ଆରେ, ମୁଁ ତ ଭାବିଥିଲି ତୁ ବୋକୀ ଝିଅଟେ ବୋଲି । ହଉ, ହେଲା... ତୋ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ତାଙ୍କ ପରିବାର ବିଷୟରେ କିଛି କହିଲୁନି... - ଯାହା ଶୁଣିଛି, ପଲ୍ଲୀର ଗୋଟେ ଛୋଟିଆ ଘରେ ତାଙ୍କ ପରିବାର ରହନ୍ତି । ଇଏ ଅଧ୍ୟାପକ ଅଛନ୍ତି । ଆଉ ଅଧିକା କିଛି ମୁଁ ଜାଣେନି । ଘରେ କାହାକୁ ପଚାରିବି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଆଚ୍ଛା, ଛାଡ଼ ସେ କଥା, ତୁ କେତେବେଳୁ ଆସି ଏଠି କ’ଣ କରୁଥିଲୁ ? ଚପା ହସ ହସିଲା ପଦ୍ମିନୀ- କ’ଣ ଆଉ କରିବି ? ତତେ ଅପେକ୍ଷା କରି କରି, ତୋ ସାଙ୍ଗରେ ଟିକେ ଫାଜିଲାମି କରିବି ଭାବି ଏମିତି ଛଟାଗାଳି ଏଇ ପଥର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - କେମିତି ? - ଯେମିତି ଆଖିସହ ଆଖି ମିଶାଇବାକୁ ହୁଏ । ତୋ ଭଳି ଫାଜିଲ୍ ହେବାକୁ ଚାହିଁଲେ ତ ଆଖି ମାରିବାକୁ ହୁଏ । ଆଖିରେ କଥା କହିବାକୁ ହୁଏ । ଏତେ ସବୁ ପରେ ଯଦି କିଛି ଗଡ଼ବଡ଼ ହେଲା, ତ ସେଇ ଆଖିକୁ ହିଁ କାନ୍ଦିବାକୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ର ଦି’ ହାତକୁ ମୁଠେଇ ଧରି ମୀନାକ୍ଷୀ ପଚାରିଲା-କିରେ, କଥା କ’ଣ ? ଏ ଆଖି ନଚା ଢ଼ଙ୍ଗ କେବେଠୁ ଶିଖିଲୁ । ପଦ୍ମିନୀର ଫାଜିଲାମି ଆଉ ପାଦେ ବଢ଼ିଗଲା- ସବୁକଥା କ’ଣ ଶିଖିବାକୁ ପଡ଼େ ? ହେଉ ହେଉ ହେଇଯାଏ ନା କେତେକଥା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦୁଇମାଇଲ ଭଞ୍ଜନଗରର ବିରାଟ ଜଳଭଣ୍ଡାର, ପାହାଡ଼ ଉପରୁ ମାନଚିତ୍ରରେ ଥିବା ଛୋଟିଆ ନୀଳଦେଶଟିଏ ପରି ଦିଶୁଛି । ଅତି ନିକଟକୁ ଦେଖାଯାଉଛି ଭଞ୍ଜ ନଗର ଜେଲ୍‌ର ଅଭ୍ୟନ୍ତର ପରିସର । ବନ୍ଦୀମାନଙ୍କ ମଧ୍ୟରୁ କେହି କେହି ଦଉଡ଼ି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେ ଦିନର ଅପରାହ୍ନକୁ ସ୍କୁଲସାଥୀ ମୀନାକ୍ଷି ସହ କଟାଇବା ପାଇଁ ପଦ୍ମିନୀ ‘ଗାନ୍ଧୀ କୈଳାଶ’ ଉପରେ ଅପେକ୍ଷା କରିଥିଲା । ପାହାଡ଼ ଉପରେ ସ୍ଥାପିତ ବାପୁଜୀଙ୍କ ଶୁକ୍ଳ ପ୍ରତିମୂର୍ତ୍ତି ତଳେ ବସି ସେ ନିରୀକ୍ଷଣ କରୁଥିଲା,…