Latest Odisha News
Browsing Category

ଧାରାବାହିକ ଉପନ୍ୟାସ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଲଳିତା ପଛରେ ସ୍ମିତ ହସନେଇ ଛିଡ଼ା ହୋଇଥିବା ଚନ୍ଦ୍ରଭାନୁଙ୍କୁ ଦେଖି । ତାଳମେଳ ନ ଥିବା ବହୁ ବିଚିତ୍ର ଘଟଣା, ଅଦ୍‌ଭୂତ ଦୃଶ୍ୟ ସ୍ୱପ୍ନ ଇଲାକାରେ ସମ୍ଭବ -ପଦ୍ମିନୀ ଜାଣେ । ହେଲେ ଇଏତ ସ୍ୱପ୍ନ ନୁହେଁ । ଏହା ସମ୍ଭବ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ହୁସିଆର ହେଇ ଯିବ ମିନୀ !... ଚନ୍ଦ୍ରଭାନୁ ଛୁଟିରେ ଭଞ୍ଜ ନଗର ଆସିଛନ୍ତି । କାଳେ ରାସ୍ତାରୁ ତମକୁ ଉଠେଇ ନେଇ ଯାଆନ୍ତି ତ, ସବୁ ଗୋଳମାଳ ହେଇଯିବ । ଲାଜମିଶା ହସର ଧାରେ ସେ ଭାଉଜଙ୍କ ଉପରକୁ ଛାଟି ଦେଇ ସାନ ଭାଇର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଗ୍ରୀଷ୍ମାବକାଶର କେତୋଟି ଅବସର ଦିବସ ପରିବାର ସହ କଟାଇବା ପାଇଁ ପଦ୍ମିନୀ ବ୍ରହ୍ମପୁରରୁ ଭଞ୍ଜନଗର ଆସିବା ଦିନ, ବସ୍‌ଷ୍ଟାଣ୍ଡରେ ତା’ର ଦେଖା ହୋଇଥିଲା ଲଳିତା ସହ । ଜେଲ୍ ଗ୍ରାଉଣ୍ଡରେ ଥିବା ପୋଲିସ କଲୋନୀକୁ ସେ ତା’ର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ ( ୩୪)

9ସେ କୋଠରୀରୁ ବାହାରି ଆସିବା ପରେ ଭାଉଜ ତା’ ମୁହଁକୁ ତୋଳିଧରି ପରିହାସ କଲେ- କିହୋ ରାଜଜେମା, ଦେଖା ପଡ଼ିବା ପାଇଁ ହଜାରେ ବାହାନା ଦେଖାଉଥିଲ; ଅଥଚ ଏତେ ସମୟଧରି ତାଙ୍କ ସହ କି କି କଥା ହେଉଥିଲ ? ତାଙ୍କ ଆଡ଼ୁ ତ ସେ ଆଗରୁ ହଁ କରି ସାରିଛନ୍ତି । ତମର ପସନ୍ଦ ହେଲାଟି ? - ଏଁ...ଏଁ ଛେନାଗୁଡ଼…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଯାହା ହେଉ ଏଇ ପ୍ରଶ୍ନର ଉର ଦେଇହେବ । ତଥାପି ଖଣ୍ଡ ଖଣ୍ଡ କଣ୍ଠରେ ସେ ଉତ୍ତର ଦେଲା- ମୁଁ ତାଙ୍କୁ ଭଗବାନ ରୂପେ ପୂଜା କରେନି, ବରଂ ଜଣେ ଶାଶ୍ୱତବନ୍ଧୁ ରୂପେ ଭଲପାଏ... ଭକ୍ତିକରେ.... । ଏତିକି କହିସାରିବା ପରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ ମୁହଁରୁ ଲୁହ ପୋଛି ଭାଉଜ ପୁଣି ତାକୁ ସତେଜ କରି ଦେଲେ । ନଜର ନ ଲାଗିବା ପାଇଁ କାନ ପଛରେ କଳାଟୀକାଟିଏ ଛୁଆଁଇ ଦେଲେ । ସେତେବେଳକୁ ପଦ୍ମିନୀ ଯେମିତିକି ଚାବିଦିଆ କଣ୍ଢେଇଟିଏ ହୋଇଯାଇଥିଲା । ଭାଉଜ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନାମ ଶ୍ରବଣରେ ହୃଦୟ ଭିତରେ ଅଙ୍କୁରି ଉଠିଥିବା ପ୍ରଥମ ପ୍ରେମର କୃଷ୍ଣଚୂଡ଼ା ତା’ ମୁହଁସାରା ଅବିରର ରଙ୍ଗ ଯେମିତିକି ବୋଳି ଦେଇଗଲା । ମନେପଡ଼ିଗଲା ତା’ର, ଅନର୍ସ କ୍ଲାସରେ ସାର୍ ପଢ଼ାଉଥିଲେ ପୂର୍ବରାଗର କଥା... ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦକ୍ଷିଣବାହୁରେ କୁଣ୍ଢେଇ ଧରି ଭାଉଜ ତାକୁ ରୋଷେଇ ଘରକୁ ନେଇଗଲେ । କିଛି ନକହି ସେ ନିରବରେ ଖାଇ ଦେଇ ଉଠିପଡିଲା । ହଁ, ଖାଇବା ଭିତରେ କିନ୍ତୁ ତା’ ମନ କାହିଁ କେତେ କଥା ଭାବିଚାଲିଥିଲା । କିଏ ଆସିବ ? କେମିତି ହେଇଥିବ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଟେବୁଲ ଓ ଚେୟାରକୁ ଓଦା କନାରେ ପୋଛୁପୋଛୁ, ମୁଗ୍‌ଧ ଆଖିରେ ତାଙ୍କୁ ଚାହିଁ ଛିଡ଼ା ହୋଇଥିବା ପଦ୍ମିନୀ ଉଦ୍ଦେଶ୍ୟରେ ସାମାନ୍ୟ ରାଗିଲା ସ୍ୱର ନେଇ କହିଲେ- ତମର ରୁଚିଜ୍ଞାନ ଆଦୌ ନାହିଁ । ଦେଖିଲ, ଏଇ ଏଡ଼େଟିକେ ବଖରାରୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବ୍ରହ୍ମପୁର ହଷ୍ଟେଲରୁ ଫେରି ପଦ୍ମିନୀ ନିଜ ପଢ଼ାରୁମ୍ ଉଦ୍ଦେଶ୍ୟରେ ଯିବାକୁ ବାହାରିବା ବେଳେ ହଠାତ୍ ସାନଭାଇ ପଛରୁ ଡାକିଲା- ଅପା.. ଆଗକୁ ବଢ଼ୁଥିବା ପାଦ ତା’ର ଅଟକିଗଲା - କ’ଣ କିରେ... ? - ଆଜି କିଏ ସବୁ ଆସୁଛନ୍ତି…