Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା ନିରଂତର : ଆରଂଭ, ଶେଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ନିଜଠୁଁ ଆରଂଭ ନିଜଠାରେ ଶେଷ ଜୀବନ ଜିଇଁଲେ ମିଳଇ ସଂତୋଷ ଯେଉଁଥିରେ ନାହିଁ ନିଜର ଆୟତ୍ତ ସେଥିପାଇଁ ହେବାନାହିଁ ବିଚଳିତ ମରିବା ପର୍ଯଂତ ଆତ୍ମସଂଶୋଧନ ପ୍ରକ୍ରିୟାର ନାମ ମଣିଷ ଜୀବନ ସ୍ବ ଅନୁଭୂତିରୁ ପାଇ ଜ୍ଞାନ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୫)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ନଈକୂଳରେ କଣ୍ଡିଆ, ଯେଉଁଠି ବିରି, ମୁଗ, କନ୍ଦମୂଳ ଓ ପରିବା ଚାଷ ହୁଏ । ପାଣିଘରୁ ପମ୍ପରେ ପାଣି ଉଠାଯାଏ ପାଳିକରି ଖରାଦିନ ମାନଙ୍କରେ । ଭାଡ଼ିଘର ଉପରେ ଜଗନ୍ତି ଜନ୍ତୁମାନଙ୍କୁ ରାତିରେ ପାଲିକରି । ସେଇଠି ନଦୀ ତା'ର ପ୍ରଥମ ପ୍ରେମ…

କବିତା ନିରଂତର : ସାରା ସଂସାରର ଦାୟିତ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଜନସଂପର୍କ ଓ ଜ୍ଞାନସଂପର୍କ ଯାହା ବି ଯିଏ କରେ ସେହି ଅନୁସାରେ ଜିଇଁଲେ ସୁଦ୍ଧା ନିଶ୍ଚୟ ଥରେ ମରେ ସ୍ମୃତିଆଶ୍ରୟୀ ଓ ସ୍ଥିତିଆଶ୍ରୟୀ ଯାହା ବି ହୁଏ ଯିଏ ଆତ୍ମଲୀନ ହୋଇ ଆପଣା ରୁଚିରେ ଦୁଃଖ କିଂବା ସୁଖ ପାଏ…

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ (୪)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ 'ଈଶ୍ୱର ମରିଗଲା ପରେ' ଈଶ୍ୱର କାନ କୁଣ୍ଡାଇ ଟିକେ ଲାଜ ଲାଜ ହୋଇ କହିଥିଲା – ନାଇ, କେଉଠୁ ଶିଖିନି!! କିନ୍ତୁ ଭଲ ଲାଗେ ଗାଏ... – ବାଃ!! ନଶିଖି ଏତେ ଚମତ୍କାର ଗାଇ ପାର... ଭଲ କଥା । କେହି ତୁମ ପରିବାର ଗୀତ ଗାଆନ୍ତି ନାହିଁ ସତରେ?? – ନା’... – ଏହା…

କବିତା : ମୋ ପ୍ରିୟା

ତେଜସ୍ଵିିନୀ ପଣ୍ଡା  ମୋ ପ୍ରିୟା ଯାଇଛି ଡେରାଡୁନ୍ ଏଠି ଋତୁ ଚାଲିଛି ଫାଲଗୁନ୍। ଅଶ୍ରୁଭିଜା ନୟନେ ମୋ ପ୍ରେମିକାର ଅବୁଝା ସ୍ମୃତି , କେମିତି ଭୁଲିବି କହ ଯେ ଆରାଧନାର ନାହିଁ ଇତି। ପ୍ରତିକ୍ଷଣେ ମୌନତାର ଉଷ୍ମ ଚୁମ୍ବନ, ମନସ୍ଵିନୀର ମନରେ ଶିଳ୍ପୀର ଗୋପନ, ହେ ମୋ ସ୍ବପ୍ନର ମାନସୀ…

କବିତା ନିରନ୍ତର : ଭୁଲ୍‌, ଠିକ୍‌ ଭେଦ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଠିକ୍‌ କାମ କଲେ ବଢ଼େ ବିଶ୍ୱାସ ଭୁଲ୍‌ କଲେ ଅନୁଭୂତି ଭୁଲ୍‌ ଠିକ୍‌ ଯେଉଁ କାମ କଲେ ବି ହୁଏନାହିଁ କିଛି କ୍ଷତି କିଛି ନ କରି ପଡ଼ି ରହିଥିଲେ ମାଡ଼ିବସେ ଦୁର୍ଗତି ଭୁଲ୍‌ ଠିକ୍‌ ଭେଦ ପାସୋରି ଦେଇ କାମ କରୁଥାଉଁ…

କବିତା : ସକାଳ ଆସେ ବୋଲି

ସୁଜାତା ମିଶ୍ର ସିନ୍ଦୂରିତ ମୁହୂର୍ତ୍ତରେ ସକାଳ ଓହ୍ଲାଇ ଆସେ ଘାସ ଗାଲିଚାର କାକର ବିନ୍ଦୁରେ, ପକ୍ଷୀ ଶାବକଙ୍କ କିଚିରି ମିଚିରି କୋଳାହଳ ଭିତରେ ସନ୍ତର୍ପଣରେ...। ସକାଳ ଆସିବାର ଆଶା ଥାଏ ବୋଲି ନିଦ୍ରାହୀନତା ଭୋଗୁ ଥିବା ମଣିଷଟି ଚୁପ୍ ଚାପ୍ ଭୋଗି ନିଏ ରାତିର ଅନ୍ଧାର ,…

କୃଷିକ୍ଷେତ୍ର : ବୃତ୍ତିର ଏକ ଉତ୍ତମ ବିକଳ୍ପ

ଭାରତ ଏକ କୃଷି ପ୍ରଧାନ ଦେଶ । କୃଷିରେ ବ୍ୟାପକ ସମ୍ଭାବନା ଓ ସୁଯୋଗ ରହିଥିବା ସତ୍ତ୍ୱେ ଛାତ୍ର-ଛାତ୍ରୀମାନେ ଏହାକୁ ବୃତ୍ତିଗତ ଭାବରେ ଗ୍ରହଣ କରିବାକୁ ପସନ୍ଦ କରୁ ନାହାନ୍ତି । କିନ୍ତୁ ଦେଖିବାକୁ ଗଲେ ଏହି କ୍ଷେତ୍ରରେ ସେମାନଙ୍କ ପାଇଁ ଅପାର ସମ୍ଭାବନା ଅଛି । ଭବିଷ୍ୟତ ପାଇଁ ବୃତ୍ତି…

କବିତା : ଯନ୍ତ୍ରଣା

ଅର୍ଚ୍ଚନା ଦେଓ ତୁମେ ଯେବେ ଆସ କିଛି ଅକୁହା ଯନ୍ତ୍ରଣାକୁ ତୋଳି ଆଣି କୁହ ନିଅ ତୁମ ପାଇଁ ଛୋଟିଆ ଉପହାର ମୁଁ ବି ତାକୁ ଦେଖି ନ ଦେଖିଲା ପରି ଗ୍ରହଣ କରି ନିଏ ମୋ ଅଧା ଆୟୁଷରେ। ମୁଁ କୁହେ ଶୁଣ, ଆଜି ଟିକେ ସମୟ ପାଇଁ ଅଟକି ଯାଅ ଏତେ ଦିନ ହେଲା ମନ ଖୋଲି କଥା ହୋଇ ନାହିଁ ରହିଛି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୨)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ 'ଈଶ୍ୱର ମରିଗଲା ପରେ' ରିକ୍ସାରେ ବସିଲେ ସେ ଭୁଲିଯାଏ ତା'ର ଦୁଃଖ, ତା'ର ଅସହାୟ ପରିସ୍ଥିତି ମାନଙ୍କୁ । ତା' ଭିତରେ ସୃଷ୍ଟି ହୁଏ ଗୋଟେ ବିନ୍‌ଦାସ ଠାଣି, ସେ ନିଜେସାହେବ... ନିଜେ ରାଜା... ନିଜେ ଈଶ୍ୱର ଠିକ୍ ତା\'ର ନା’ପରି । ସେ ଠକି ପଇସା ନିଏନି…