Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏଇ ମାନସିକତା ଭିତରେ ସେ କେତେବେଳେ ଘରକୁ ଆସି ଶାଢ଼ୀ ନ ବଦଳାଇ ସେମିତି ଶୋଇପଡ଼ିଛି । ସରୋଜ ବିଶ୍ୱାସକୁ ଧରି ବାହାର ବାରଣ୍ଡାରେ ବସିଥିବାବେଳେ ମୀନାକ୍ଷିକୁ ସଂଭବତଃ ମନା କରିଦେଇଛନ୍ତି, ପଦ୍ମିନୀର ଅସୁସ୍ଥତା ଦର୍ଶାଇ…

ଭାଷା ଭାଗବତ : ଅସହ୍ୟ ବିପତ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅପରିଚିତ ଶବ୍ଦାବଳି ବହିରୁ ବାଛି ନାନା ଭଳି ଲେଖିଲେ ପାରେନାହିଁ ଚଳି ଲେଖା ଉଦ୍ଦେଶ୍ଯ ପଡ଼େ ଟଳି ଲେଖକ ଜ୍ଞାନ-ପ୍ରଦର୍ଶନ ଆଡ଼କୁ ଦେଇ ବେଶି ମନ କରିଲେ ସ୍ବକୃତି ଲିଖନ ହୁଏ ମୁଖ୍ୟତଃ ଭାବହୀନ ଶବ୍ଦର ଅର୍ଥ ଖୋଜି ଖୋଜି ଶବ୍ଦାରଣ୍ୟରେ…

ସାହିତ୍ୟ ଓ ସାହିତ୍ୟିକଙ୍କୁ ସମାଜରେ ଉଚିତ୍ ମର୍ଯ୍ୟାଦା ଓ ସମ୍ମାନ ମିଳୁ : ଈପ୍ସିତା ଷଡ଼ଙ୍ଗୀ

ସମକାଳୀନ ଓଡ଼ିଆ ସାହିତ୍ୟରେ ଈପ୍ସିତା ଷଡ଼ଙ୍ଗୀ ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି ସୃଜନ ତଥା ଅନୁସୃଜନରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ । ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ ।…

ଅଭୁଲା ଗୀତ : ମୋ ଆଖିର କେତେ କଥା

ଗୀତ:  ସାରଦା ପ୍ରସନ୍ନ ନାୟକ  ସଙ୍ଗୀତ : ଶ୍ରୀକୁମାର  ଗାୟନ: ସନ୍ଧ୍ୟା ମୂଖାର୍ଜୀ  କା, ୧୯୬୬ ମୋ ଆଖିର କେତେ କଥା ମୋ ମନର ନିରବତା କହିବାକୁ ଚାହେଁ ଯାହା କହି ପାରେନା ନ କହି ମୁଁ ନିରବରେ ରହିପାରେନା ମୋ ଆଖିର କେତେ କଥା ଏଇ ନଈ ଯାଏ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ ଭାବିଲି- ଏଇ ରାସ୍ତାରେ ଚନ୍ଦ୍ରଭାନୁଙ୍କ ସହ ଯିବାବେଳେ ସହଯାତ୍ରୀମାନେ ଭାବୁଥିବେ, ଏ ଭଳି ଜଣେ ସୁନ୍ଦର ପୁରୁଷ ପାଇଁ ଏ ସ୍ତ୍ରୀ ଉପଯୁକ୍ତ ନୁହେଁ । ଆଉ ଆଜି ସରୋଜ ସହ ତାକୁ ଦେଖି ଭାବୁଥିବେ, ଏ ସ୍ତ୍ରୀ ପାଇଁ…

କବିତା : ଚାଷଗୀତ

ପ୍ରବୀଣ କୁମାର କବି ଏଇ କିଛି ବର୍ଷ ହେଲା ଗାଢ୍ ରୁ ଆହୁରି ଗାଢ୍ ହେଲାଣି ମାଟିର ମଉନପଣ କ୍ଷେତର କ୍ଷତ, ସ୍ଵେଦର ସ୍ଵାଦ ଆଉ ଚାଷୀର ଫମ୍ପା ଉଦର ! ଆହୁରି ନିର୍ଯ୍ୟାତିତ - ନିଷ୍ପେସିତ ହେଲାଣି ତା ସ୍ବପ୍ନ, ତା ସ୍ୱର, ତା ସିଦ୍ଧି ଓ ସମୟ । ଏଇ କିଛି ବର୍ଷ ହେଲା ତା ପାଇଁ…

ଭାଷା ଭାଗବତ : ଦଳ ଦଳ ଦାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଗଣମାଧ୍ୟମ ଲୋକ ଚିତ୍ତ କରୁଛି ନିତି ପ୍ରଭାବିତ କାହିଁ ବ୍ୟକ୍ତିର ସ୍ବାଧୀନତା ? କେହି କହୁନି ମନୋବ୍ୟଥା ସୁଅରେ ଗଲେ ଭାସି ଭାସି କେହି କି ବୋଲାଏ ସାହସୀ ? ନିଜଠୁଁ ହୋଇଛୁଁ ବିଚ୍ଛିନ୍ନ କେହି ତ ହୋଇନୁ ସ୍ବାଧୀନ ଅଭ୍ୟାସ ବଶବର୍ତୀ ହୋଇ…

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ବିଦ୍ୟାଳୟ, ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାରଳାଖେମୁଣ୍ଡି ସ୍ଥିତ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପୂର୍ବରୁ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ଅବଶ୍ୟ ଯୁକ୍ତିଯୁକ୍ତ.... ତଥାପି !!! - ତଥାପି କିଛି ନାହିଁ । ଜଣେ ଅପରିଚିତର ସବୁ ଦାୟୀତ୍ୱ ନିଜ ହାତକୁ ନେଇ, ତାର ଅଇଁଠା ବାସନ ନିଜ ହାତରେ ସଫା କରି, ତମେ ଛୋଟ ହେଇପାରିନ । ଅଥଚ ତମର ଦି’ଖଣ୍ଡ ଶାଢ଼ୀ ସଫାକରି…

କବିତା : ମୁକ୍ତି

ଅନନ୍ତାଂଶୁ ଜେନା  ରାତିର ବାସି ସୂର୍ଯ୍ୟ ରକ୍ତିମ ହେଲାଣି ଖରାବେଳ ନଈ ପଠା ଗାଁ ହାଟ ବେସୁରା ବେସୁରା ସତେକି ଆକାଶଟା ଛିଣ୍ଡି ପଡିଛି ! ବୀଣାର ମଧୁରତା କେଡ଼େ କର୍କଶ ତୁମେ ଫେରିଗଲା ପରେ ଏ କ’ଣ କାଳର ଅଟ୍ଟାହାସ୍ୟ ! ସତରେ, ଛୁଇଁଦେଲ ମୃତ୍ୟୁକୁ ! କାଳାନ୍ତକ ର ବାର୍ତ୍ତା…