Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତାଙ୍କ କଥାର ମାୟାଜାଲ ଭିତରେ ଆମେ ସମସ୍ତେ ଛନ୍ଦି ହୋଇଯାଇଥିଲୁ । କାହାର କିଛି କହିବାର ନଥିଲା । ସେ ଦିଲ୍ଲୀ ଯିବା ଦିନ ଶୋଇଥିବା ପୁଅକୁ ଛାତି ଉପରକୁ ଉଠାଇ ଆଣି, ତା’ର କୁନି ଓଠରେ ଚୁମା ଦେଇଥିଲେ । ମୋ ମୁଣ୍ଡରେ…

କବିତା : ଫୁଲଶର

ଗଦାଧର ସାହୁ ଫୁଲ ସବାରୀରେ ବସି ଫଗୁଣ ଆସିଛି ମୋ କାନରେ ତୁମ କଥା କହେ ହସି ହସି । ତା ଚୋରା ଚଇତି କରେ ତୁମ ଚିତ୍ତ ଚୋରି ମୋ ଚିତ୍ତ କେତେ ସହିବ କେତେ ଧୈର୍ଯ୍ଯ ଧରି । ଆହୁରି ଡରାଏ ମୋତେ ତୁମେ ଆନମନା ତା ପରଶ କାଉଁରିରେ ମୁଁ ମନେ ପଡେନା । ଫୁଲ ଫଗୁଣ ଫଗୁରେ ଯେତେ…

ବିଜୟ ନାୟକଙ୍କ ପ୍ରବନ୍ଧ ସଙ୍କଳନ ‘କଳ୍ପନାର ବାସ୍ତବତା’ର କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନୂଆଦିଲ୍ଲୀ : ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ପ୍ରବନ୍ଧ ସଙ୍କଳନ “କଳ୍ପନାର ବାସ୍ତବତା”ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରରେ ସାଂସଦ ଭତୃହରି ମହତାବ, ଲେଖିକା ପ୍ରତିଭା ରାୟ, ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ ପ୍ରମୁଖ ଅତିଥି ଭାବରେ…

ଭାଷା ଭାଗବତ : ଭାଷା ଉନ୍ନୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଭାବନା ଲେଖି ପାଏଁ ଖୁସି ହୋଇପାରିନି ମାର୍ଗଦର୍ଶୀ ' ମୁଁ ଜାଣିନାହିଁ ' ବୋଲି ଜାଣେ ନିଜକୁ ଭାଷାପ୍ରେମୀ ମଣେ କରିନି ବେଶି ଅଧ୍ୟୟନ ତତ୍ତ୍ବପୂରିତ ଗ୍ରଂଥମାନ ଶୁଣିଛିଁ ଦେଇ ମନ ଧ୍ୟାନ ତହିଁରୁ ପାଇଅଛିଁ ଜ୍ଞାନ ତାହା ହିଁ କରୁଛିଁ…

ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ରାଜ୍ୟ ତଥା ପଦିଶି ରାଜ୍ୟ ଯଥା :- ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୁଜୁରାଟ, ଝାଡଖଣ୍ଡ, ମହାରାଷ୍ଟ୍ର,…

ପରପାରିରେ ସାହିତ୍ୟିକ ତପନ ପଟ୍ଟନାୟକ

ଭୁବନେଶ୍ବର : ଆଉ ନାହାନ୍ତି ବିଶିଷ୍ଟ କବି, ଗୀତିକାର, ଔପନ୍ୟାସିକ ତଥା ପ୍ରକାଶକ ତପନ ପଟ୍ଟନାୟକ। ଅସୁସ୍ଥତା କାରଣରୁ କିଛି ଦିନ ଧରି ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ  ୭୨ ବର୍ଷ ବୟସ ହୋଇଥିଲା। ମୁଁ ଆସିଛି ଦେଖି ତୋ କଳା ବଦନକୁ ଗୀତ ମାଧ୍ୟମରେ ସେ…

ସ୍ୱଳ୍ପ ଗଳ୍ପ : ଅଗ୍ନି ପରୀକ୍ଷା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୯  ଇନଗ୍ରୀଡ୍ ବର୍ଗମ୍ୟାନ । ପ୍ରସିଦ୍ଧ ଅଭିନେତ୍ରୀ। କିଛିଦିନ ଆଗରୁ ତାଙ୍କୁ ଗୋଟିଏ ଭୀଡର ଦୃଶ୍ୟପରକ ସମସ୍ତ ଉତ୍ସୁକତାର ସାମ୍ନାରେ ନିଆଁରେ ଜିଅନ୍ତା ଜାଳି ଦିଆଯାଇଥିଲା। ସେ ସେହି ଲେଲିହାନ ନିଆଁରେ ଜଳିପୋଡି ପାଉଁଶ…

ପୁସ୍ତକ ପରିଚୟ : ଭାବ ବଇଭବ

ତାରାପ୍ରସାଦଙ୍କ 'ଭାବ ବଇଭବ' ଶହେଟି ଗୀତି..... ଅସରନ୍ତି ପ୍ରୀତି.... ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା  ଭାବ ବଇଭବ କବିତା ସଙ୍କଳନ କବି : ତାରାପ୍ରସାଦ ଜେନା ଜେଇସି ପବ୍ଲିକେସନ ପୃଷ୍ଠା : ୧୧୨ ମୂଲ୍ୟ : ୧୯୯ ବିଗତ ଚାରି ଦଶନ୍ଧି ଧରି ଓଡିଆ ସାହିତ୍ୟର ବିଭିନ୍ନ…

କବିତା : ନାରୀ, ଏକ ଛଳଛଳ ଅଭିବ୍ୟକ୍ତି

ସୁଜାତା ମିଶ୍ର  ସମୁଦ୍ରକୁ ଶୋଷି ନେଇପାରେ ନାରୀର ତୃଷ୍ଣା .... ଫଗୁଣର ପିଆଲାରେ ମନମତାଣିଆ ଫୁଲ.. ଆଉ ଆମ୍ବକଷିର ସ୍ଵାଦ ଭରିଦେଇ ପାରେ ନାରୀତ୍ଵର ମହମହ ବାସ୍ନା ! ସମଗ୍ର ଆକାଶକୁ ମେଘର ଓଢଣୀରେ ଢାଙ୍କି ଦେଇପାରେ ନାରୀର ଲଜ୍ଜା ....., ଅଥଚ ପ୍ରିୟ ମଣିଷର ଛୋଟ ଭୁଲ୍ ଟିଏ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ବିଶ୍ୱାସ କିଏ ? ମଝିରେ ମୀନାକ୍ଷି ପ୍ରଶ୍ନ କଲା । ଚନ୍ଦ୍ରଭାନୁଙ୍କର ସମସ୍ତ ଶାରୀରିକ ଆକୃତି ନେଇଥିବା ଯେଉଁ ପୁଅଟିକୁ ମୋ ଘରେ ସେଦିନ ଦେଖିଲୁ- ସେଇ ବିଶ୍ୱାସ ! ଜୀବନରେ କେବେ କାହାପ୍ରତି ବିଶ୍ୱାସଘାତକତା…